ଜୁନ୍ ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା, ଜୁନ୍ ୨୦୨୦ ପ୍ରଚାର କରିବାର ନମୁନା ୧-୭ ଜୁନ୍ ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୪୪-୪୫ ଯୋଷେଫ ନିଜ ଭାଇମାନଙ୍କୁ କ୍ଷମା କଲେ ୮-୧୪ ଜୁନ୍ ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୪୬-୪୭ ଦୁର୍ଭିକ୍ଷରୁ ଆଶ୍ୱସ୍ତି ମିଳିଲା ୧୫-୨୧ ଜୁନ୍ ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୪୮-୫୦ ବୃଦ୍ଧବୃଦ୍ଧା ଭାଇଭଉଣୀଙ୍କଠାରୁ ବହୁତ କିଛି ଶିଖିପାରିବା ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ ଆମେ ଅନୁଭବୀ ଭାଇଭଉଣୀଙ୍କଠାରୁ କʼଣ ଶିଖିପାରିବା ? ୨୨-୨୮ ଜୁନ୍ ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯାତ୍ରା ପୁସ୍ତକ ୧-୩ “ଆମ୍ଭେ ଯେ ଅଛୁ, ସେ ଅଛୁ” ୨୯ ଜୁନ୍–୫ ଜୁଲାଇ ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯାତ୍ରା ପୁସ୍ତକ ୪-୫ ‘ଆମ୍ଭେ ତୁମ୍ଭ ମୁଖର ସହବର୍ତ୍ତୀ ହୋଇ, କʼଣ କହିବ ତୁମ୍ଭକୁ ଶିଖାଇବା’ ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ ‘ପ୍ରଚାର କରିବାର ନମୁନାର’ କିପରି ବ୍ୟବହାର କରିବା ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ ଆପଣ ପ୍ରଚାର କରିପାରିବେ ଓ ଶିଖାଇପାରିବେ !