ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଜୁନ୍‌ ପୃଷ୍ଠା ୩
  • ୮-୧୪ ଜୁନ୍‌

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୮-୧୪ ଜୁନ୍‌
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଜୁନ୍‌ ପୃଷ୍ଠା ୩

୮-୧୪ ଜୁନ୍‌

ଆଦି ପୁସ୍ତକ ୪୬-୪୭

  • ଗୀତ ୮୬ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଦୁର୍ଭିକ୍ଷରୁ ଆଶ୍ୱସ୍ତି ମିଳିଲା”: (୧୦ ମି.)

    • ଆଦି ୪୭:୧୩—ମିଶର ଓ କିଣାନରେ ଅତିଶୟ ଦୁର୍ଭିକ୍ଷ ପଡ଼ିଲା (ପ୍ର୮୮-ହି ୮/୧ ୭ ¶୨)

    • ଆଦି ୪୭:୧୬, ୧୯, ୨୦—ମିଶରର ଲୋକମାନଙ୍କୁ ନିଜ ଜୀବନ ରକ୍ଷା କରିବା ପାଇଁ କିଛି ତ୍ୟାଗ କରିବାର ଥିଲା

    • ଆଦି ୪୭:୨୩-୨୫—ଆଜି ଯିହୋବାଙ୍କ ସହ ମଜବୁତ୍‌ ସମ୍ପର୍କ ରଖିବା ପାଇଁ ଆମକୁ ଭରପୂର ଆଧ୍ୟାତ୍ମିକ ଭୋଜନ ଯୋଗାଇ ଦିଆଯାଉଛି । ଏଥିରୁ ଲାଭ ପାଇବା ପାଇଁ ଆମକୁ ପରିଶ୍ରମ କରିବାକୁ ହେବ [ଈଶ୍ୱରଙ୍କ ରାଜ୍ୟ (ହିନ୍ଦୀ) ପୃ ୨୩୫ ¶୧୧-୧୨]

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)

    • ଆଦି ୪୬:୪—ଯୋଷେଫ ‘ନିଜ ହସ୍ତରେ ଯାକୁବଙ୍କ ଚକ୍ଷୁ ମୁଦ୍ରିତ କରିବାର’ ଅର୍ଥ କʼଣ ଥିଲା ? (ଇନସାଇଟ୍‌-୧ ୨୨୦ ¶୧)

    • ଆଦି ୪୬:୨୬, ୨୭—ଯାକୁବଙ୍କ କୁଟୁମ୍ବରୁ କେତେ ଜଣ ଲୋକ ମିଶରକୁ ଆସିଥିଲେ ? (ଅଧ୍ୟୟନ ବାଇବଲ—ପ୍ରେରି ୭:୧୪ ଅଧ୍ୟୟନ ତଥ୍ୟ)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଆଦି ୪୭:୧-୧୭ (ଶିଖାଇବା  ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତର ଭିଡିଓ: (୪ ମି.) ଆଲୋଚନା । ଭିଡିଓ ଦେଖାନ୍ତୁ । ତାʼପରେ ଉପସ୍ଥିତ ଲୋକଙ୍କୁ ପଚାରନ୍ତୁ: ପ୍ରଚାରକ ଜଣକ କିପରି କୁଶଳତାର ସହ ପ୍ରଶ୍ନ କଲେ ? ପ୍ରଚାରକ ପଦକୁ କିପରି ସ୍ପଷ୍ଟ ଭାବେ ବୁଝାଇଲେ ?

  • ପ୍ରଥମ ସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । ତାʼପରେ ଶିକ୍ଷା ଉପକରଣ ବକ୍ସରୁ କୌଣସି ପ୍ରକାଶନ ଦିଅନ୍ତୁ । (ଶିଖାଇବା  ଅଧ୍ୟୟନ ୩)

  • ପ୍ରଥମ ସାକ୍ଷାତ: (୫ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ଆମକୁ ଶିଖାଏ ବହି ଦିଅନ୍ତୁ ଏବଂ ୯ ଅଧ୍ୟାୟରୁ ବାଇବଲ ଅଧ୍ୟୟନ ଆରମ୍ଭ କରନ୍ତୁ । (ଶିଖାଇବା  ଅଧ୍ୟୟନ ୧୪)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୯୬

  • ଯିହୋବାଙ୍କ ମେଜରୁ ଖାଇବା ଜାରି ରଖନ୍ତୁ: (୧୫ ମି.) ଯିହୋବା ମନେ ପକାଇ ଦେଉଥିବା ପରାମର୍ଶଗୁଡ଼ିକୁ ବହୁମୂଲ୍ୟ ମନେ କରନ୍ତୁ (ହିନ୍ଦୀ) ଭିଡିଓ ଦେଖାନ୍ତୁ । ଶ୍ରୋତାମାନଙ୍କୁ ପ୍ରୋତ୍ସାହନ ଦିଅନ୍ତୁ ଯେ ସେମାନେ ଲଗାତାର ବାଇବଲ ପଢ଼ିବେ ଓ ଯିହୋବାଙ୍କ ମେଜରୁ ଖାଇବା ଜାରି ରଖିବେ ।—ଯିଶା ୨୫:୬; ୫୫:୧; ୬୫:୧୩; ମାଥି ୨୪:୪୫.

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ରେମରେ ସ୍ଥିର ଅଧ୍ୟା ୪ ¶୧-୮, ପୃ ୪୯ ବକ୍ସ, ଅଧିକ ବିବରଣୀ—୯-୧୨

  • ଶେଷ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

  • ଗୀତ ୨୨ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ