୧-୭ ଜୁନ୍
ଆଦି ପୁସ୍ତକ ୪୪-୪୫
ଗୀତ ୧୩୦ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯୋଷେଫ ନିଜ ଭାଇମାନଙ୍କୁ କ୍ଷମା କଲେ”: (୧୦ ମି.)
ଆଦି ୪୪:୧, ୨—ଯୋଷେଫ ନିଜ ଭାଇମାନଙ୍କୁ ପରୀକ୍ଷା କଲେ (ପ୍ର୧୫-ହି ୭/୧ ୧୪-୧୫)
ଆଦି ୪୪:୩୩, ୩୪—ଯିହୁଦା ଯୋଷେଫଙ୍କୁ ଅନୁରୋଧ କଲେ ଯେ ସେ ବିନ୍ୟାମିନଙ୍କୁ ଛାଡ଼ି ଦିଅନ୍ତୁ
ଆଦି ୪୫:୪, ୫—ଯୋଷେଫ ନିଜ ଭାଇମାନଙ୍କୁ କ୍ଷମା କରି ଯିହୋବାଙ୍କୁ ଅନୁକରଣ କଲେ
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)
ଆଦି ୪୪:୧୩—ପ୍ରାଚୀନ କାଳରେ ଲୋକେ କେବେ ଓ କାହିଁକି ନିଜ ବସ୍ତ୍ର ଚିରୁଥିଲେ ? (ଇନସାଇଟ୍-୨ ୮୧୩)
ଆଦି ୪୫:୫-୮—ଅନ୍ୟାୟ ସତ୍ତ୍ୱେ ନିରାଶ ନ ହେବା ପାଇଁ କେଉଁ କଥା ଆମକୁ ସାହାଯ୍ୟ କରିପାରିବ ? (ପ୍ର୦୪-ହି ୮/୧୫ ୧୫ ¶୧୫)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ଆଦି ୪୫:୧-୧୫ (ଶିଖାଇବା ଅଧ୍ୟୟନ ୧୦)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ: (୧୦ ମି.) ଆଲୋଚନା । ଶ୍ରୋତାମାନଙ୍କ କାମରେ ଆସିବା ଭଳି ତଥ୍ୟ ଦେବା ଭିଡିଓ ଦେଖାନ୍ତୁ । ତାʼପରେ ଶିଖାଇବା ପୁସ୍ତିକାର ଅଧ୍ୟୟନ ୧୮ ଉପରେ ଆଲୋଚନା କରନ୍ତୁ ।
ଭାଷଣ: (୫ ମି. କିମ୍ବା ତାʼଠାରୁ କମ୍) ପ୍ର୦୬-ହି ୨/୧ ୩୧—ବିଷୟବସ୍ତୁ: କʼଣ ଯୋଷେଫ ରୁପାର ତାଟିଆ ବା ଗିନାକୁ ଭାଗ୍ୟଗଣନା କରିବା ପାଇଁ ବ୍ୟବହାର କରୁଥିଲେ, ଯେପରି ଆଦି ପୁସ୍ତକ ୪୪:୫, ୧୫ ପଦକୁ ପଢ଼ିଲେ ଲାଗେ ? (ଶିଖାଇବା ଅଧ୍ୟୟନ ୧୮)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ମଣ୍ଡଳୀର ଆବଶ୍ୟକତା: (୧୦ ମି.)
ସଂଗଠନକୁ ମିଳିଥିବା ସଫଳତା: (୫ ମି.) ଜୁନ୍ ମାସର ସଂଗଠନକୁ ମିଳିଥିବା ସଫଳତା ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ରେମରେ ସ୍ଥିର ଅଧ୍ୟା ୩ ¶୧୯-୨୧, ପୃ ୪୧-୪୪, ଅଧିକ ବିବରଣୀ—୮
ଶେଷ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ଗୀତ ୪୩ ଏବଂ ପ୍ରାର୍ଥନା