ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଜୁନ୍‌ ପୃଷ୍ଠା ୪
  • ବୃଦ୍ଧବୃଦ୍ଧା ଭାଇଭଉଣୀଙ୍କଠାରୁ ବହୁତ କିଛି ଶିଖିପାରିବା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ବୃଦ୍ଧବୃଦ୍ଧା ଭାଇଭଉଣୀଙ୍କଠାରୁ ବହୁତ କିଛି ଶିଖିପାରିବା
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାୟ ସମାନ ଲେଖା
  • ବୃଦ୍ଧାବସ୍ଥାରେ ବି ଖୁସି ବଜାୟ ରଖନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଯିହୋବା ସର୍ବଦା ନିଜ ପ୍ରତିଜ୍ଞା ପୂରଣ କରନ୍ତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଜୁନ୍‌ ପୃଷ୍ଠା ୪
ଜଣେ ବୃଦ୍ଧ ଭାଇ ଏକ ଯୁବ ଦମ୍ପତିଙ୍କୁ ଫଟୋ ଆଲବମ୍‌ ଦେଖାଉଛନ୍ତି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୪୮-୫୦

ବୃଦ୍ଧବୃଦ୍ଧା ଭାଇଭଉଣୀଙ୍କଠାରୁ ବହୁତ କିଛି ଶିଖିପାରିବା

୪୮:୨୧, ୨୨, ୪୯:୧; ୫୦:୨୪, ୨୫

ବୃଦ୍ଧବୃଦ୍ଧା ଭାଇଭଉଣୀମାନେ ଯିହୋବାଙ୍କୁ ଏହି ଶେଷକାଳରେ ଅନେକ “ଆଶ୍ଚର୍ଯ୍ୟ କ୍ରିୟାସବୁ” କରିବାର ଦେଖିଛନ୍ତି । ଯେତେବେଳେ ସେମାନଙ୍କଠାରୁ ଆମେ ସେମାନଙ୍କ ଅନୁଭୂତି ଶୁଣୁ, ସେତେବେଳେ ଯିହୋବା ଓ ତାହାଙ୍କ ପ୍ରତିଜ୍ଞାଗୁଡ଼ିକ ଉପରେ ଆମର ବିଶ୍ୱାସ ମଜବୁତ୍‌ ହୁଏ । (ଗୀତ ୭୧:୧୭, ୧୮) ଯଦି ଆପଣଙ୍କ ମଣ୍ଡଳୀରେ ଏପରି ବୃଦ୍ଧବୃଦ୍ଧା ଭାଇଭଉଣୀ ଅଛନ୍ତି, ତେବେ ସେମାନଙ୍କୁ ପଚାରନ୍ତୁ:

  • ସମସ୍ୟା ସତ୍ତ୍ୱେ ସେବା ଜାରି ରଖିବା ପାଇଁ ଯିହୋବା ଆପଣଙ୍କୁ କିପରି ସାହାଯ୍ୟ କଲେ

  • ପ୍ରଚାରକମାନଙ୍କ ସଂଖ୍ୟା ବଢ଼ୁଥିବାର ଦେଖି ଆପଣଙ୍କୁ କିପରି ଲାଗେ

  • କୌଣସି ବାଇବଲ ସତ୍ୟକୁ ବୁଝିବାରେ ଆମ ସଂଗଠନରେ କିଛି ପରିବର୍ତ୍ତନ ହେଲେ ଆପଣଙ୍କୁ କିପରି ଲାଗେ

  • ଯିହୋବାଙ୍କ ସଂଗଠନରେ ହେଉଥିବା ସୁଧାରକୁ ଦେଖି ଆପଣଙ୍କୁ କିପରି ଲାଗେ

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ