ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଜୁନ୍‌ ପୃଷ୍ଠା ୪
  • ୧୫-୨୧ ଜୁନ୍‌

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୫-୨୧ ଜୁନ୍‌
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଜୁନ୍‌ ପୃଷ୍ଠା ୪

୧୫-୨୧ ଜୁନ୍‌

ଆଦି ପୁସ୍ତକ ୪୮-୫୦

  • ଗୀତ ୩୦ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ବୃଦ୍ଧବୃଦ୍ଧା ଭାଇଭଉଣୀଙ୍କଠାରୁ ବହୁତ କିଛି ଶିଖିପାରିବା”: (୧୦ ମି.)

    • ଆଦି ୪୮:୨୧, ୨୨—ଯିହୋବାଙ୍କ ଲୋକେ କିଣାନ ଦେଶରେ ନିଶ୍ଚୟ ରହିବେ ବୋଲି କହି ଯାକୁବ ନିଜ ବିଶ୍ୱାସ ଦେଖାଇଲେ (ଇନସାଇଟ୍‌-୧ ୧୨୪୬ ¶୮)

    • ଆଦି ୪୯:୧—ଯାକୁବ ନିଜ ମୃତ୍ୟୁ ପୂର୍ବରୁ କରିଥିବା ଭବିଷ୍ୟତବାଣୀରୁ ଜଣାପଡ଼େ ଯେ ତାଙ୍କ ବିଶ୍ୱାସ ମଜବୁତ୍‌ ଥିଲା (ଇନସାଇଟ୍‌-୨ ୨୦୬ ¶୧)

    • ଆଦି ୫୦:୨୪, ୨୫—ଯୋଷେଫ ଯିହୋବାଙ୍କ ପ୍ରତିଜ୍ଞା ଉପରେ ବିଶ୍ୱାସ ଦେଖାଇଲେ (ପ୍ର୦୭-ହି ୬/୧ ୨୮ ¶୧୦)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)

    • ଆଦି ୪୯:୧୯—ଯାକୁବ ଗାଦ୍‌ଙ୍କ ବିଷୟରେ ଯେଉଁ ଭବିଷ୍ୟତବାଣୀ କରିଥିଲେ, ତାହା କିପରି ପୂରଣ ହେଲା ? (ପ୍ର୦୪-ହି ୬/୧ ୧୫ ¶୪-୫)

    • ଆଦି ୪୯:୨୭—ଯାକୁବ ବିନ୍ୟାମିନଙ୍କ ବିଷୟରେ ଯେଉଁ ଭବିଷ୍ୟତବାଣୀ କରିଥିଲେ, ତାହା କିପରି ପୂରଣ ହେଲା ? (ଇନସାଇଟ୍‌-୧ ୨୮୯ ¶୨)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଆଦି ୪୯:୮-୨୬ (ଶିଖାଇବା  ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପୁନଃସାକ୍ଷାତର ଭିଡିଓ: (୫ ମି.) ଆଲୋଚନା । ଭିଡିଓ ଦେଖାନ୍ତୁ । ତାʼପରେ ଉପସ୍ଥିତ ଲୋକଙ୍କୁ ପଚାରନ୍ତୁ: ଉଭୟ ପ୍ରଚାରକ କିପରି ଦୁହେଁ ମିଶି ସାକ୍ଷ୍ୟ ଦେଲେ ? ଆମେ ମଧ୍ୟ ଏହି ପ୍ରଚାରକମାନଙ୍କ ଭଳି କିପରି ବିଶ୍ୱାସର ସହ କଥା ହୋଇପାରିବା ?

  • ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । କଥାବାର୍ତ୍ତାରେ ସାଧାରଣତଃ ଆସୁଥିବା ଏକ ବାଧାକୁ ପାର କରନ୍ତୁ । (ଶିଖାଇବା  ଅଧ୍ୟୟନ ୬)

  • ପୁନଃସାକ୍ଷାତ: (୫ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ଆମକୁ ଶିଖାଏ ବହି ଦିଅନ୍ତୁ ଏବଂ ୯ ଅଧ୍ୟାୟରୁ ବାଇବଲ ଅଧ୍ୟୟନ ଆରମ୍ଭ କରନ୍ତୁ । (ଶିଖାଇବା  ଅଧ୍ୟୟନ ୧୬)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୧୩୮

  • “ଆମେ ଅନୁଭବୀ ଭାଇଭଉଣୀଙ୍କଠାରୁ କʼଣ ଶିଖିପାରିବା ?”: (୧୫ ମି.) ଆଲୋଚନା । କଟକଣା ସତ୍ତ୍ୱେ ଏକତା ବଜାୟ ରଖନ୍ତୁ (ହିନ୍ଦୀ) ଭିଡିଓ ଦେଖାନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ରେମରେ ସ୍ଥିର ଅଧ୍ୟା ୪ ¶୯-୧୭, ଅଧିକ ବିବରଣୀ—୧୩-୧୫

  • ଶେଷ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

  • ଗୀତ ୨ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ