ଅଗଷ୍ଟ ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା, ଅଗଷ୍ଟ ୨୦୧୯ ପ୍ରଚାର କରିବାର ନମୁନା ୫-୧୧ ଅଗଷ୍ଟ ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ୨ ତୀମଥି ୧-୪ “ଈଶ୍ୱର ଆମ୍ଭମାନଙ୍କୁ ଭୀରୁତାର ଆତ୍ମା ଦେଇ ନାହାନ୍ତି” ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ ଯିହୋବାଙ୍କୁ ପ୍ରେମ କରୁଥିବା ଲୋକଙ୍କ ସହ ସମୟ ବିତାନ୍ତୁ ୧୨-୧୮ ଅଗଷ୍ଟ ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ତୀତସ ୧–ଫିଲୀମୋନ ‘ପ୍ରାଚୀନମାନଙ୍କୁ ନିଯୁକ୍ତ କର’ ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ ଯୁବକଯୁବତୀମାନେ—“ଉତ୍ତମତାରେ ଉଦ୍ଯୋଗୀ” ହୁଅ ୧୯-୨୫ ଅଗଷ୍ଟ ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଏବ୍ରୀ ୧-୩ ଧାର୍ମିକତାକୁ ପ୍ରେମ କର ଓ ଅଧାର୍ମିକତାକୁ ଘୃଣା କର ୨୬ ଅଗଷ୍ଟ–୧ ସେପ୍ଟେମ୍ବର ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଏବ୍ରୀ ୪-୬ ଈଶ୍ୱରଙ୍କ ବିଶ୍ରାମରେ ପ୍ରବେଶ କରିବାକୁ ଯତ୍ନ କରନ୍ତୁ ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ ଭଲ କାମ ଯାହା ଈଶ୍ୱର ଭୁଲିବେ ନାହିଁ