ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଅଗଷ୍ଟ ପୃଷ୍ଠା ୨
  • ୫-୧୧ ଅଗଷ୍ଟ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୫-୧୧ ଅଗଷ୍ଟ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଅଗଷ୍ଟ ପୃଷ୍ଠା ୨

୫-୧୧ ଅଗଷ୍ଟ

୨ ତୀମଥି ୧-୪

  • ଗୀତ ୧୫୦ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଈଶ୍ୱର ଆମ୍ଭମାନଙ୍କୁ ଭୀରୁତାର ଆତ୍ମା ଦେଇ ନାହାନ୍ତି”: (୧୦ ମି.)

    • [୨ ତୀମଥି ବହିର ପରିଚୟ ନାମକ ଭିଡିଓ ଦେଖାନ୍ତୁ।]

    • ୨ତୀମ ୧:୭—“ସୁବୁଦ୍ଧିର ଆତ୍ମା” ସହ ପରୀକ୍ଷାଗୁଡ଼ିକର ସାମନା କରନ୍ତୁ (ପ୍ର୦୯-ହି ୫/‏୧୫ ୧୫ ¶୯)

    • ୨ତୀମ ୧:୮—ସୁସମାଚାରକୁ ନେଇ ଲଜ୍ଜିତ ହୁଅନ୍ତୁ ନାହିଁ (ପ୍ର୦୩-ହି ୩/୧ ୯ ¶୭)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ୨ତୀମ ୨:୩, ୪—“ସଂସାରର ଅନ୍ୟ କାର୍ଯ୍ୟରେ” ଆମେ ନିଜର ଅଧିକ ସମୟ ଓ ଶକ୍ତି ନ ଦେବା ପାଇଁ ଆମେ କʼଣ କରିପାରିବା ? (ପ୍ର୧୭.୦୭-ହି ୧୦ ¶୧୩)

    • ୨ତୀମ ୨:୨୩—‘ନିର୍ବୋଧ ଓ ବିତଣ୍ଡ ବାଦାନୁବାଦକୁ ଅଗ୍ରାହ୍ୟ କରିବାର’ ଗୋଟିଏ ଉପାୟ କʼଣ ? (ପ୍ର୧୪-ହି ୭/୧୫ ୧୪ ¶୧୦)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ୨ତୀମ ୧:୧-୧୮ (ଶିଖାଇବା ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ: (୧୦ ମି.) ଆଲୋଚନା। ଶିଖାଇବା ପାଇଁ ଦୃଷ୍ଟାନ୍ତ ଦେବା ଭିଡିଓ ଦେଖାନ୍ତୁ। ତାʼପରେ ଶିଖାଇବା ପୁସ୍ତିକାର ଅଧ୍ୟୟନ ୮ ଉପରେ ଆଲୋଚନା କରନ୍ତୁ।

  • ଭାଷଣ: (୫ ମି. କିମ୍ବା ତାʼଠାରୁ କମ୍‌) ପ୍ର୧୪-ହି ୭/‏୧୫ ୧୩ ¶୩-୭—ବିଷୟବସ୍ତୁ: ଯିହୋବାଙ୍କ ଲୋକେ କେଉଁ ଅର୍ଥରେ “ଅଧର୍ମରୁ ଦୂରରେ”ରହନ୍ତି ? (ଶିଖାଇବା ଅଧ୍ୟୟନ ୭)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୮୫

  • “ଯିହୋବାଙ୍କୁ ପ୍ରେମ କରୁଥିବା ଲୋକଙ୍କ ସହ ସମୟ ବିତାନ୍ତୁ”: (୧୫ ମି.) ଆଲୋଚନା। କୁସଙ୍ଗତିଠାରୁ ଦୂରେଇ ରହିବା ଶିଖନ୍ତୁ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୮ ¶୧୧-୨୧, ଅଧିକ ବିବରଣୀ—୧୦, ୨୧

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)

  • ଗୀତ ୨୨ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ