ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଅଗଷ୍ଟ ପୃଷ୍ଠା ୨
  • “ଈଶ୍ୱର ଆମ୍ଭମାନଙ୍କୁ ଭୀରୁତାର ଆତ୍ମା ଦେଇ ନାହାନ୍ତି”

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • “ଈଶ୍ୱର ଆମ୍ଭମାନଙ୍କୁ ଭୀରୁତାର ଆତ୍ମା ଦେଇ ନାହାନ୍ତି”
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • “ତୁମ୍ଭେମାନେ ଜଗତରୁ ଉତ୍ପନ୍ନ ହୋଇ ନାହଁ”
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ସମସ୍ୟା ବିଷୟରେ ଯିହୋବାଙ୍କ ଭଳି ଦୃଷ୍ଟିକୋଣ ରଖନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଅଗଷ୍ଟ ପୃଷ୍ଠା ୨

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ୨ ତୀମଥି ୧-୪

“ଈଶ୍ୱର ଆମ୍ଭମାନଙ୍କୁ ଭୀରୁତାର ଆତ୍ମା ଦେଇ ନାହାନ୍ତି”

୧:୭, ୮

ପାଉଲଙ୍କଠାରୁ ମିଳିବା ଏକ ନଳାକାର ପୁସ୍ତକକୁ ତୀମ ପଛନ୍ତି

ପାଉଲ ଈଶ୍ୱରଙ୍କ ପ୍ରେରଣାରେ ତୀମଥିଙ୍କୁ ଲେଖିଥିବା ଶବ୍ଦଗୁଡ଼ିକରୁ ଆମେ ସାହସ ପାଇପାରିବା। ସୁସମାଚାରକୁ ନେଇ ଲଜ୍ଜିତ ହେବା ପରିବର୍ତ୍ତେ ଆମେ ସାହସର ସହିତ ନିଜ ବିଶ୍ୱାସ ବିଷୟରେ ଅନ୍ୟକୁ କହିବା ଉଚିତ୍‌। ଏହା ପାଇଁ ଆମକୁ “କ୍ଳେଶ ସହ୍ୟ” କରିବାକୁ ପଡ଼ୁ ପଛେ ଆମେ ସାହସ ଦେଖାଇପାରିବା।

କେଉଁ କେଉଁ ପରିସ୍ଥିତିରେ ମୋତେ ସାହସ ଦେଖାଇବାକୁ ହେବ ?

ଜଣେ ସାକ୍ଷୀ ଭଉଣୀ ନିଜ ସହପାଠୀ ଓ ଶିକ୍ଷକଙ୍କୁ ଜୀବନର ଆର ପୁସ୍ତିକା ଦେଖାଉଛନ୍ତି; ଜଣେ ଭଉଣୀ ନିଜ କାମ ଜାଗାରେ ସମାସ୍‌ ଗଛକୁ ସଜାଇବା ପାଇଁ ମନା କରୁଛନ୍ତି; ଜଣେ ଭାଇ କାମ ଜାଗାରେ ସାକ୍ଷ୍ୟ ଦେଉଛନ୍ତି
    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ