ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଅଗଷ୍ଟ ପୃଷ୍ଠା ୬
  • ୧୯-୨୫ ଅଗଷ୍ଟ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୯-୨୫ ଅଗଷ୍ଟ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଅଗଷ୍ଟ ପୃଷ୍ଠା ୬

୧୯-୨୫ ଅଗଷ୍ଟ

ଏବ୍ରୀ ୧-୩

  • ଗୀତ ୩୫ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଧାର୍ମିକତାକୁ ପ୍ରେମ କର ଓ ଅଧାର୍ମିକତାକୁ ଘୃଣା କର”: (୧୦ ମି.)

    • [ଏବ୍ରୀ ବହିର ପରିଚୟ ନାମକ ଭିଡିଓ ଦେଖାନ୍ତୁ।]

    • ଏବ୍ରୀ ୧:୮—ଯୀଶୁ “ନ୍ୟାୟର ଦଣ୍ଡ” ନେଇ ଶାସନ କରନ୍ତି (ପ୍ର୧୪-ହି ୨/୧୫ ୫ ¶୮)

    • ଏବ୍ରୀ ୧:୯—ଯୀଶୁ ଧାର୍ମିକତାକୁ ପ୍ରେମ କରନ୍ତି ଏବଂ ଅଧାର୍ମିକତାକୁ ଘୃଣା କରନ୍ତି (ପ୍ର୧୪-ହି ୨/୧୫ ୪-୫ ¶୭)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ଏବ୍ରୀ ୧:୩—କʼଣ ଯୀଶୁ ଆରମ୍ଭରୁ ହିଁ ଠିକ୍‌ ନିଜ ପିତାଙ୍କ ପ୍ରତିମୂର୍ତ୍ତି ଅଟନ୍ତି ? (ଇନସାଇଟ୍‌-୧ ୧୧୮୫ ¶୧)

    • ଏବ୍ରୀ ୧:୧୦-୧୨—ପ୍ରେରିତ ପାଉଲ ଗୀତସଂହିତା ୧୦୨:୨୫-୨୭ ପଦକୁ ଯୀଶୁ ଖ୍ରୀଷ୍ଟଙ୍କ ଉପରେ କାହିଁକି ଲାଗୁ କଲେ? (ଇନସାଇଟ୍‌-୧ ୧୦୬୩ ¶୭)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଏବ୍ରୀ ୧:୧-୧୪ (ଶିଖାଇବା ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ।

  • ପ୍ରଥମ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ। (ଶିଖାଇବା ଅଧ୍ୟୟନ ୪)

  • ପ୍ରଥମ ପୁନଃସାକ୍ଷାତ: (୫ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ। ଘରମାଲିକଙ୍କୁ ସଭା ପାଇଁ ନିମନ୍ତ୍ରଣ ପତ୍ର ଦିଅନ୍ତୁ। ତାʼପରେ ରାଜ୍ୟ ଘରେ କʼଣ ହୁଏ ? ଭିଡିଓ ବିଷୟରେ କୁହନ୍ତୁ (କିନ୍ତୁ ତାକୁ ଚଲାନ୍ତୁ ନାହିଁ)। (ଶିଖାଇବା ଅଧ୍ୟୟନ ୧୧)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୧୨୧

  • ମଣ୍ଡଳୀର ଆବଶ୍ୟକତା: (୧୫ ମି.)

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୯ ¶୧-୯, ଅଧିକ ବିବରଣୀ—୨୩, ୨୪

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)

  • ଗୀତ ୧୨୮ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ