ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ସେପ୍ଟେମ୍ବର ପୃଷ୍ଠା ୨
  • ବହୁଲୋକର ପଶ୍ଚାଦ୍‌ବର୍ତ୍ତୀ ହୁଅନ୍ତୁ ନାହିଁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ବହୁଲୋକର ପଶ୍ଚାଦ୍‌ବର୍ତ୍ତୀ ହୁଅନ୍ତୁ ନାହିଁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାୟ ସମାନ ଲେଖା
  • ଅଗଣିତ ଏକ ମହା ଜନତା ଯିହୋବାଙ୍କଠାରୁ ଆଶିଷ ପାଆନ୍ତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • କ୍ଷମା କରିବାକୁ ପ୍ରସ୍ତୁତ ରହନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ସେପ୍ଟେମ୍ବର ପୃଷ୍ଠା ୨
ଏକ ସର୍ବସାଧାରଣ ଜାଗାରେ ପୁରୁଷ ଓ ମହିଳାମାନେ ନିଜ ମୋବାଇଲରେ ଏବଂ ବ ଟିଭିରେ ଖବର ଦେଖୁଛନ୍ତି   ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯାତ୍ରା ପୁସ୍ତକ ୨୩-୨୪

ବହୁଲୋକର ପଶ୍ଚାଦ୍‌ବର୍ତ୍ତୀ ହୁଅନ୍ତୁ ନାହିଁ

୨୩:୧-୩

ଯିହୋବା ନିଜ ଲୋକମାନଙ୍କୁ କହିଥିଲେ ଯେ ସେମାନେ ବହୁଲୋକର ପଶ୍ଚାଦ୍‌ବର୍ତ୍ତୀ ହୋଇ ବା ଭିଡ଼ର ଚାପରେ ଆସି ନ୍ୟାୟିକ ମାମଲାରେ ମିଥ୍ୟା ସାକ୍ଷ୍ୟ ନ ଦିଅନ୍ତୁ । ନ୍ୟାୟୀମାନଙ୍କୁ ମଧ୍ୟ କହିଥିଲେ ଯେ ସେମାନେ ଅନ୍ୟ କାହାରି କଥାରେ ପଡ଼ି ଭୁଲ ବିଚାର ନ କରନ୍ତୁ । ଆଜି ଆମେ ମଧ୍ୟ ଏହି ସିଦ୍ଧାନ୍ତକୁ ଧ୍ୟାନରେ ରଖିପାରିବା, କାରଣ ଦୁନିଆର ଲୋକେ ଚାହାନ୍ତି ଯେ ଆମେ ସେମାନଙ୍କ ଭଳି ଚିନ୍ତାଧାରା ରଖୁ ଏବଂ କାମ କରୁ ।—ରୋମୀ ୧୨:୨.

ଏ ମାମଲାଗୁଡ଼ିକରେ ଭିଡ଼କୁ ଅନୁକରଣ କରିବା କାହିଁକି ବୁଦ୍ଧିମାନୀ ହେବ ନାହିଁ ? ଯେବେ—

  • ଆପଣ କୌଣସି ଗୁଜବ ଶୁଣନ୍ତି

  • ପୋଷାକ କିଣନ୍ତି, ବାଳର ଷ୍ଟାଇଲ କରନ୍ତି କିମ୍ବା ମନୋରଞ୍ଜନ ବାଛନ୍ତି

  • ବିଭିନ୍ନ ଜାତି, ସଂସ୍କୃତି କିମ୍ବା ଆର୍ଥିକ ଶ୍ରେଣୀର ଲୋକଙ୍କ ପ୍ରତି କୌଣସି ଦୃଷ୍ଟିକୋଣ ରଖନ୍ତି ଏବଂ ବ୍ୟବହାର ଦେଖାନ୍ତି

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ