ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଡିସେମ୍ବର ପୃଷ୍ଠା ୨
  • ଅଗଣିତ ଏକ ମହା ଜନତା ଯିହୋବାଙ୍କଠାରୁ ଆଶିଷ ପାଆନ୍ତି

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଅଗଣିତ ଏକ ମହା ଜନତା ଯିହୋବାଙ୍କଠାରୁ ଆଶିଷ ପାଆନ୍ତି
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • ବହୁଲୋକର ପଶ୍ଚାଦ୍‌ବର୍ତ୍ତୀ ହୁଅନ୍ତୁ ନାହିଁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଡିସେମ୍ବର ପୃଷ୍ଠା ୨

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ପ୍ରକାଶିତ ବାକ୍ୟ ୭-୯

ଅଗଣିତ ଏକ ମହା ଜନତା ଯିହୋବାଙ୍କଠାରୁ ଆଶିଷ ପାଆନ୍ତି

୭:୯, ୧୪-୧୭

ଶୁକ୍ଳ ବସ୍ତ୍ର ପିନ୍ଧିବା ଓ ହାତରେ ଖଜୁରି ବାଙ୍ଗା ଧରିବା ଏକ ମହା ଜନତା

ଯିହୋବା କାହିଁକି ମହା ଜନତାକୁ ଆଶିଷ ଦିଅନ୍ତି ?

  • ସେମାନେ [ଯିହୋବାଙ୍କ] ‘ସିଂହାସନ ସମ୍ମୁଖରେ ଦଣ୍ଡାୟମାନ ହୋଇଅଛନ୍ତି’ ଅର୍ଥାତ୍‌ ଯିହୋବାଙ୍କ ଶାସନ କରିବାର ଅଧିକାରକୁ ସମ୍ପୂର୍ଣ୍ଣ ରୂପେ ସମର୍ଥନ କରନ୍ତି

  • ସେମାନେ “ଶୁକ୍ଳ ବସ୍ତ୍ର” ପିନ୍ଧିଛନ୍ତି, ଯାହା ଦେଖାଏ ଯେ ସେମାନେ ଯିହୋବାଙ୍କ ଦୃଷ୍ଟିରେ ଶୁଦ୍ଧ ଓ ଧାର୍ମିକ ଅଟନ୍ତି, କାରଣ ସେମାନେ ଖ୍ରୀଷ୍ଟଙ୍କ ବଳିଦାନ ଉପରେ ବିଶ୍ୱାସ କରନ୍ତି

  • ସେମାନେ “ଦିବାରାତ୍ର ତାହାଙ୍କର ଉପାସନା କରନ୍ତି,” ଅର୍ଥାତ୍‌ ସେମାନେ ଅତି ଆଗ୍ରହର ସହ ଏବଂ ଲାଗାତାର ତାହାଙ୍କର ଉପାସନା କରନ୍ତି

ମହା ଜନତାର ଭାଗ ହେବା ପାଇଁ ମତେ କʼଣ କରିବାକୁ ହେବ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ