ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ସେପ୍ଟେମ୍ବର ପୃଷ୍ଠା ୨
  • ୭-୧୩ ସେପ୍ଟେମ୍ବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୭-୧୩ ସେପ୍ଟେମ୍ବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ସେପ୍ଟେମ୍ବର ପୃଷ୍ଠା ୨

୭-୧୩ ସେପ୍ଟେମ୍ବର

ଯାତ୍ରା ପୁସ୍ତକ ୨୩-୨୪

  • ଗୀତ ୩୪ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ବହୁଲୋକର ପଶ୍ଚାଦ୍‌ବର୍ତ୍ତୀ ହୁଅନ୍ତୁ ନାହିଁ”: (୧୦ ମି.)

    • ଯାତ୍ରା ୨୩:୧—ମିଛ କଥା ପ୍ରସାର କରନ୍ତୁ ନାହିଁ (ପ୍ର୧୮.୦୮-ହି ପୃ ୪-୫ ¶୭-୮)

    • ଯାତ୍ରା ୨୩:୨—ଅନ୍ୟମାନଙ୍କ କଥାରେ ପଡ଼ି ଖରାପ କାମ କରନ୍ତୁ ନାହିଁ (ପ୍ର୧୧-ହି ୭/୧୫ ପୃ ୧୧ ¶୩, ୬)

    • ଯାତ୍ରା ୨୩:୩—ପକ୍ଷପାତ କରନ୍ତୁ ନାହିଁ (ଇନସାଇଟ୍‌-୧ ପୃ ୩୪୩ ¶୫)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)

    • ଯାତ୍ରା ୨୩:୯—ବିଦେଶୀୟମାନଙ୍କୁ ବ୍ୟବହାର ଦେଖାଇବା ସମୟରେ ଯିହୋବା ଇସ୍ରାଏଲୀୟମାନଙ୍କୁ କʼଣ ମନେ ରଖିବା ପାଇଁ କହିଲେ ? (ପ୍ର୧୬.୧୦-ହି ପୃ ୯ ¶୪)

    • ଯାତ୍ରା ୨୩:୨୦, ୨୧—ଏ ପଦରେ କୁହାଯାଇଥିବା ସ୍ୱର୍ଗଦୂତ ମୀଖାୟେଲ ଅଟନ୍ତି ବୋଲି କʼଣ ପ୍ରମାଣ ରହିଛି ? (ଇନସାଇଟ୍‌-୨ ପୃ ୩୯୩)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି. କିମ୍ବା କମ୍‌) ଯାତ୍ରା ୨୩:୧-୧୯ (ଶିଖାଇବା  ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତର ଭିଡିଓ: (୪ ମି.) ଆଲୋଚନା: ଭିଡିଓ ଦେଖାନ୍ତୁ । ତାʼପରେ ପଚାରନ୍ତୁ: ମହିଳା ଜଣକ ଭୁଲ ଉତ୍ତର ଦେବା ପରେ ପ୍ରଚାରକ କʼଣ କହିଲେ, ଯେଉଁଥିରେ ଦୁହେଁ ସହମତ ଥିଲେ ? ଆପଣ ପ୍ରଚାରକଙ୍କ ଜାଗାରେ ଥିଲେ, ଆମକୁ ଶିଖାଏ ବହି କିପରି ଦିଅନ୍ତେ ?

  • ପ୍ରଥମ ସାକ୍ଷାତ: (୩ ମି. କିମ୍ବା କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ବାଇବଲ କାହିଁକି ଅଧ୍ୟୟନ କରିବା ? ଭିଡିଓ ଦେଖାନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) ଏବଂ ଆଲୋଚନା କରନ୍ତୁ । (ଶିଖାଇବା  ଅଧ୍ୟୟନ ୧)

  • ଭାଷଣ: (୫ ମି. କିମ୍ବା କମ୍‌) ପ୍ର୧୬.୦୫-ହି ପୃ ୩୦-୩୧—ବିଷୟବସ୍ତୁ: ଖ୍ରୀଷ୍ଟିୟାନମାନେ କିପରି ନିର୍ଦ୍ଧାରିତ କରିପାରିବେ ଯେ ସରକାରୀ କର୍ମଚାରୀମାନଙ୍କୁ ଉପହାର କିମ୍ବା ବକ୍ସିସ ଦେବା ଠିକ୍‌ ହେବ ନା ନାହିଁ ? (ଶିଖାଇବା  ଅଧ୍ୟୟନ ୧୪)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୧୨୪

  • “ମିଛ କଥା ପ୍ରସାର କରନ୍ତୁ ନାହିଁ  !”: (୧୫ ମି.) ଆଲୋଚନା: ବାଜେ ଗପସପକୁ କିପରି ରୋକିବା ? ନାମକ ହ୍ୱାଇଟ୍‌ବୋର୍ଡ କାର୍ଟୁନ ଦେଖାନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ରେମରେ ସ୍ଥିର ଅଧ୍ୟା ୮ ¶୧୧-୧୯, ଅଧିକ ବିବରଣୀ—୨୨

  • ଶେଷ ଟିପ୍ପଣୀ (୩ ମି. କିମ୍ବା କମ୍‌)

  • ଗୀତ ୨୯ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ