ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଏପ୍ରିଲ୍‌ ପୃଷ୍ଠା ୪-୫
  • ଆପଣ ସ୍ମାରକ ପାଇଁ କିପରି ପ୍ରସ୍ତୁତି କରିବେ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆପଣ ସ୍ମାରକ ପାଇଁ କିପରି ପ୍ରସ୍ତୁତି କରିବେ ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • ୨୦୨୩ ସ୍ମାରକ​​—ବାଇବଲ ପଠନର ସେଡ୍ୟୁଲ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ୨୦୨୨ ସ୍ମାରକ ସହ ଜଡ଼ିତ ପଦଗୁଡ଼ିକ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ୨୦୨୫ ସ୍ମାରକ—ବାଇବଲ ପଠନର ସେଡ୍ୟୁଲ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
  • ୨୦୨୬ ସ୍ମାରକ—ବାଇବଲ ପଠନର ସେଡ୍ୟୁଲ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୬
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଏପ୍ରିଲ୍‌ ପୃଷ୍ଠା ୪-୫

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଆପଣ ସ୍ମାରକ ପାଇଁ କିପରି ପ୍ରସ୍ତୁତି କରିବେ ?

ଏ ବର୍ଷରୁ ଆମକୁ ସ୍ମାରକର ପ୍ରସ୍ତୁତି କରିବା ପାଇଁ ଆହୁରି ଅଧିକ ସମୟ ମିଳିବ। ଯଦି ସ୍ମାରକ ସୋମବାରରୁ ଶୁକ୍ରବାର ମଧ୍ୟରେ କୌଣସି ଦିନ ପଡ଼େ, ତେବେ ସେହି ସଯ୍ତାହରେ ‘ଖ୍ରୀଷ୍ଟୀୟ ଜୀବନ ଓ ସେବା ସଭା’ ହେବ ନାହିଁ। ଯଦି ଏହା ଶନିବାର କିମ୍ବା ରବିବାର ଦିନ ପଡ଼େ, ତେବେ ଜନ ଭାଷଣ ଓ ପ୍ରହରୀଦୁର୍ଗ ଅଧ୍ୟୟନ ହେବ ନାହିଁ। ଆପଣଙ୍କୁ ବର୍ତ୍ତମାନଠାରୁ ଯେଉଁ ଅଧିକ ସମୟ ମିଳିବ, କʼଣ ଆପଣ ତାର ସଠିକ୍‌ ବ୍ୟବହାର କରିବେ ? ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନଙ୍କ ଭଳି ଆଜି ଆମେ ମଧ୍ୟ ଏହି ବିଶେଷ ଅବସର ପାଇଁ ଆଗରୁ ପ୍ରସ୍ତୁତି କରିବା ଉଚିତ୍‌। [ଲୂକ ୨୨:୭-୧୩; ରାଜ୍ୟ ସେବା (ହିନ୍ଦୀ) ୩/୧୫ ୧] ଆମେ ନିଜ ହୃଦୟକୁ ମଧ୍ୟ ପ୍ରସ୍ତୁତ କରିବା ଉଚିତ୍‌। ଏହା ଆମେ କିପରି କରିପାରିବା ?

  • ଚିନ୍ତନ କରନ୍ତୁ ଯେ ସ୍ମାରକରେ ଉପସ୍ଥିତ ହେବା କେତେ ଜରୁରୀ।—୧କରି ୧୧:୨୩-୨୬

  • ଯିହୋବାଙ୍କ ସହିତ ଆପଣଙ୍କ କିପରି ସମ୍ପର୍କ ଅଛି, ସେବିଷୟରେ ଭାବନ୍ତୁ ଏବଂ ପ୍ରାର୍ଥନା କରନ୍ତୁ।—୧କରି ୧୧:୨୭-୨୯; ୨କରି ୧୩:୫

  • ଯେଉଁ ପଦ ଓ ଲେଖାଗୁଡ଼ିକ ସ୍ମାରକର ଅର୍ଥ ବୁଝିବାରେ ସାହାଯ୍ୟ କରେ, ସେଗୁଡ଼ିକୁ ପଢ଼ନ୍ତୁ ଏବଂ ସେଗୁଡ଼ିକ ଉପରେ ଚିନ୍ତନ କରନ୍ତୁ।—ଯୋହ ୩:୧୬; ୧୫:୧୩

କିଛି ଭାଇଭଉଣୀ ଦୈନିକ ବାଇବଲ ପଦଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତୁରେ ଦିଆଯାଇଥିବା ସ୍ମାରକ ସହ ଜଡ଼ିତ ପଦଗୁଡ଼ିକୁ ପଢ଼ନ୍ତି ଓ ଚିନ୍ତନ କରନ୍ତି। ତାʼ ଛଡ଼ା, ଏହି ଲେଖା ସହିତ ଦିଆଯାଇଥିବା ଚାର୍ଟରେ ମଧ୍ୟ ସ୍ମାରକ ସହ ଜଡ଼ିତ ପଦଗୁଡ଼ିକ ଦିଆଯାଇଛି, ଯାହା ଆଉ କିଛି ଭାଇଭଉଣୀମାନେ ପଢ଼ିଥାʼନ୍ତି। କିଛି ଲୋକ ପ୍ରହରୀଦୁର୍ଗରେ ଥିବା ଏପରି ଲେଖାଗୁଡ଼ିକୁ ପଢ଼ନ୍ତି, ଯେଉଁଥିରେ ସ୍ମାରକ ବିଷୟରେ ଏବଂ ଯିହୋବା ଓ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେମ ବିଷୟରେ ବୁଝାଯାଇଛି। ଆପଣ ନିଜେ ନିର୍ଣ୍ଣୟ କରିପାରିବେ ଯେ ସ୍ମାରକର ପ୍ରସ୍ତୁତି ପାଇଁ ଆପଣ କʼଣ ପଢ଼ିବେ। ଏପରି କରିବା ଦ୍ୱାରା ଆପଣ ଯିହୋବା ଓ ଯୀଶୁଙ୍କର ଆହୁରି ନିକଟବର୍ତ୍ତୀ ହେବେ।

ବୀରେ ଯୀଶୁଙ୍କ ଜୀବନର ଶେଷ ସଯ୍ତାହ (ଭାଗ ୧ ଓ ୨)
    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ