୨୨-୨୮ ଏପ୍ରିଲ୍
୧ କରିନ୍ଥୀୟ ୧୪-୧୬
ଗୀତ ୨୨ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଈଶ୍ୱର ‘ସର୍ବେସର୍ବା’ ହେବେ”: (୧୦ ମି.)
୧କରି ୧୫:୨୪, ୨୫—ଖ୍ରୀଷ୍ଟଙ୍କ ଶାସନ ଈଶ୍ୱରଙ୍କ ସମସ୍ତ ଶତ୍ରୁମାନଙ୍କର ବିନାଶ କରିଦେବ (ପ୍ର୯୮-ହି ୭/୧ ୨୧ ¶୧୦)
୧କରି ୧୫:୨୬—ମୃତ୍ୟୁକୁ ଲୋପ କରିଦିଆଯିବ [ଈଶ୍ୱରଙ୍କ ରାଜ୍ୟ (ହିନ୍ଦୀ) ୨୩୭ ¶୨୧]
୧କରି ୧୫:୨୭, ୨୮—ଖ୍ରୀଷ୍ଟ ଶାସନ କରିବାର ଅଧିକାରକୁ ଯିହୋବାଙ୍କୁ ସମର୍ପି ଦେବେ (ପ୍ର୧୨-ହି ୯/୧୫ ୧୨ ¶୧୭)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
୧କରି ୧୪:୩୪, ୩୫—କʼଣ ପ୍ରେରିତ ପାଉଲ ସ୍ତ୍ରୀମାନଙ୍କୁ ମଣ୍ଡଳୀରେ କହିବା ପାଇଁ ମନା କରିଥିଲେ ? (ପ୍ର୧୨-ଇଂ ୯/୧ ୯, ବକ୍ସ)
୧କରି ୧୫:୫୩—ଅକ୍ଷୟତା ଓ ଅମରତାର ଅର୍ଥ କʼଣ ? (ଇନସାଇଟ୍-୧ ୧୧୯୭- ୧୧୯୮)
ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ ?
ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ୧କରି ୧୪:୨୦-୪୦ (ଶିଖାଇବା ଅଧ୍ୟୟନ ୧୦)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ।
ପ୍ରଥମ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ। (ଶିଖାଇବା ଅଧ୍ୟୟନ ୩)
ପ୍ରଥମ ପୁନଃସାକ୍ଷାତ: (୫ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ। ତାʼପରେ ବାଇବଲ କାହିଁକି ଅଧ୍ୟୟନ କରିବା ? ଭିଡିଓ ବିଷୟରେ କୁହନ୍ତୁ ଏବଂ ଆଲୋଚନା କରନ୍ତୁ (କିନ୍ତୁ ତାକୁ ଚଲାନ୍ତୁ ନାହିଁ)। (ଶିଖାଇବା ଅଧ୍ୟୟନ ୯)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ମଣ୍ଡଳୀର ଆବଶ୍ୟକତା: (୧୫ ମି.)
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୩ ¶୨୧-୨୪, ପୃ ୩୮-୩୯
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)
ଗୀତ ୧୪୫ ଏବଂ ପ୍ରାର୍ଥନା