ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ମାର୍ଚ୍ଚ ପୃଷ୍ଠା ୮-୯
  • ୨୦୨୩ ସ୍ମାରକ​​—ବାଇବଲ ପଠନର ସେଡ୍ୟୁଲ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୦୨୩ ସ୍ମାରକ​​—ବାଇବଲ ପଠନର ସେଡ୍ୟୁଲ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ବୁଧବାର, ୨୯ ମାର୍ଚ୍ଚ
  • ଗୁରୁବାର, ୩୦ ମାର୍ଚ୍ଚ
  • ଶୁକ୍ରବାର, ୩୧ ମାର୍ଚ୍ଚ
  • ଶନିବାର, ୧ ଏପ୍ରିଲ୍‌
  • ରବିବାର, ୨ ଏପ୍ରିଲ୍‌
  • ସୋମବାର, ୩ ଏପ୍ରିଲ୍‌
  • ମଙ୍ଗଳବାର, ୪ ଏପ୍ରିଲ୍‌
  • ସ୍ମାରକ (ସୂର୍ଯ୍ୟାସ୍ତ ପରେ)
  • ବୁଧବାର, ୫ ଏପ୍ରିଲ୍‌
  • ଗୁରୁବାର, ୬ ଏପ୍ରିଲ୍‌
  • ଶୁକ୍ରବାର, ୭ ଏପ୍ରିଲ୍‌
  • ୨୦୨୨ ସ୍ମାରକ ସହ ଜଡ଼ିତ ପଦଗୁଡ଼ିକ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ୨୦୨୫ ସ୍ମାରକ—ବାଇବଲ ପଠନର ସେଡ୍ୟୁଲ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
  • ୨୦୨୬ ସ୍ମାରକ—ବାଇବଲ ପଠନର ସେଡ୍ୟୁଲ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୬
  • ୨୦୨୪ ସ୍ମାରକ—ବାଇବଲ ପଠନର ସେଡ୍ୟୁଲ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୪
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ମାର୍ଚ୍ଚ ପୃଷ୍ଠା ୮-୯
ଯୀଶୁ ଯାତନା ସ୍ତମ୍ଭ ଉଠାଇ ଚାଲୁଛନ୍ତି ।

୨୦୨୩ ସ୍ମାରକ—ବାଇବଲ ପଠନର ସେଡ୍ୟୁଲ

ବୁଧବାର, ୨୯ ମାର୍ଚ୍ଚ

ସୂର୍ଯ୍ୟୋଦୟ

ସୂର୍ଯ୍ୟାସ୍ତ (ନୀସନ୍‌ ୮ ଆରମ୍ଭ)

ଗୁରୁବାର, ୩୦ ମାର୍ଚ୍ଚ

ଯୀଶୁ ଭୋଜନ ପାଇଁ ବସିଥିବା ବେଳେ ମରୀୟମ ତାଙ୍କ ମୁଣ୍ଡରେ ସୁଗନ୍ଧି ତେଲ ପକାଉଛନ୍ତି ।

ସୂର୍ଯ୍ୟୋଦୟ

ସୂର୍ଯ୍ୟାସ୍ତ (ନୀସନ୍‌ ୯ ଆରମ୍ଭ)

ଯୀଶୁ—ପଥ, ଅଧ୍ୟା. ୧୦୧

ଶୁକ୍ରବାର, ୩୧ ମାର୍ଚ୍ଚ

ଯୀଶୁ ଗୋଟିଏ ଗଧଛୁଆ ଉପରେ ବସି ଆସୁଛନ୍ତି ଓ ଲୋକମାନଙ୍କର ଗୋଟିଏ ଭିଡ଼ ଖୁସିର ସହ ରାସ୍ତା ଉପରେ କପଡ଼ା ଓ ଖଜୁରୀର ଡାଳ ବିଛାଉଛନ୍ତି ।

ସୂର୍ଯ୍ୟୋଦୟ

ଯୀଶୁ—ପଥ, ଅଧ୍ୟା. ୧୦୨

ସୂର୍ଯ୍ୟାସ୍ତ (ନୀସନ୍‌ ୧୦ ଆରମ୍ଭ)

ଶନିବାର, ୧ ଏପ୍ରିଲ୍‌

ଯୀଶୁ ମନ୍ଦିରରେ ପଇସା ବଦଳାଉଥିବା ସୌଦାଗରମାନଙ୍କର ଟେବୁଲକୁ ଓଲଟାଇ ଦେଉଛନ୍ତି ।

ସୂର୍ଯ୍ୟୋଦୟ

ଯୀଶୁ—ପଥ, ଅଧ୍ୟା. ୧୦୩-୧୦୪

ସୂର୍ଯ୍ୟାସ୍ତ (ନୀସନ୍‌ ୧୧ ଆରମ୍ଭ)

ରବିବାର, ୨ ଏପ୍ରିଲ୍‌

ଯୀଶୁ ଓ ତାଙ୍କ ପ୍ରେରିତମାନେ ଜଣେ ଗରିବ ବିଧବାକୁ ଦାନ ବାକ୍ସରେ ଦୁଇଟି ଛୋଟ ମୁଦ୍ରା ପକାଉଥିବାର ଦେଖୁଛନ୍ତି ।

ସୂର୍ଯ୍ୟୋଦୟ

ଯୀଶୁ—ପଥ, ଅଧ୍ୟା. ୧୦୫-୧୧୪

ସୂର୍ଯ୍ୟାସ୍ତ (ନୀସନ୍‌ ୧୨ ଆରମ୍ଭ)

ସୋମବାର, ୩ ଏପ୍ରିଲ୍‌

ଇଷ୍କାରିୟୋତୀୟ ଯିହୁଦା, ଧର୍ମଗୁରୁମାନଙ୍କ ସହ ମିଶି ଷଡ଼ଯନ୍ତ୍ର କରୁଛି । ଚିତ୍ରର ପଛେ, ରୌପ୍ୟ ମୁଦ୍ରା ସବୁ ପଡ଼ିଥିବାର ଦେଖାଯାଇଛି ।

ସୂର୍ଯ୍ୟୋଦୟ

ଯୀଶୁ—ପଥ, ଅଧ୍ୟା. ୧୧୫

ସୂର୍ଯ୍ୟାସ୍ତ (ନୀସନ୍‌ ୧୩ ଆରମ୍ଭ)

ମଙ୍ଗଳବାର, ୪ ଏପ୍ରିଲ୍‌

ସ୍ମାରକ (ସୂର୍ଯ୍ୟାସ୍ତ ପରେ)

ଯୀଶୁ ଓ ତାଙ୍କ ବିଶ୍ୱସ୍ତ ପ୍ରେରିତମାନେ ପ୍ରଭୁଙ୍କ ସନ୍ଧ୍ୟାଭୋଜ ସମୟରେ ଟେବୁଲ ଉପରେ ଆଉଜି ବସିଛନ୍ତି ।

ସୂର୍ଯ୍ୟୋଦୟ

ସୂର୍ଯ୍ୟାସ୍ତ (ନୀସନ୍‌ ୧୪ ଆରମ୍ଭ)

ଯୀଶୁ—ପଥ, ଅଧ୍ୟା. ୧୧୬-୧୨୬

ବୁଧବାର, ୫ ଏପ୍ରିଲ୍‌

ଯୀଶୁ ଓ ଜଣେ ଅପରାଧୀକୁ କାଠରେ ବାନ୍ଧି ଦିଆଯାଇଛି ।

ସୂର୍ଯ୍ୟୋଦୟ

ଯୀଶୁ—ପଥ, ଅଧ୍ୟା. ୧୨୭-୧୩୩

ସୂର୍ଯ୍ୟାସ୍ତ (ନୀସନ୍‌ ୧୫ ଆରମ୍ଭ)

ଗୁରୁବାର, ୬ ଏପ୍ରିଲ୍‌

ଧର୍ମଗୁରୁମାନେ, ପୀଲାତଙ୍କୁ ଗୋଟିଏ ଅନୁରୋଧ କରୁଛନ୍ତି ।

ସୂର୍ଯ୍ୟୋଦୟ

ସୂର୍ଯ୍ୟାସ୍ତ (ନୀସନ୍‌ ୧୬ ଆରମ୍ଭ)

ଶୁକ୍ରବାର, ୭ ଏପ୍ରିଲ୍‌

ତିନିଜଣ ସ୍ତ୍ରୀ ଯୀଶୁଙ୍କ କବର ଖାଲି ଥିବା ଦେଖି ଆଶ୍ଚର୍ଯ୍ୟ ଅଛନ୍ତି ।

ସୂର୍ଯ୍ୟୋଦୟ

ଯୀଶୁ—ପଥ, ଅଧ୍ୟା. ୧୩୪-୧୩୫

ସୂର୍ଯ୍ୟାସ୍ତ (ନୀସନ୍‌ ୧୭ ଆରମ୍ଭ)

ଗୋଟିଏ ନକ୍ସା ଯେଉଁଥିରେ ଯିରୂଶାଲମ ଓ ତାʼ ଆଖପାଖ ଅଞ୍ଚଳ ବିଷୟରେ ଦିଆଯାଇଛି । କିଛି ଜାଗା ଜଣାଶୁଣା ଅଟେ ଓ କିଛି ଜାଗାଗୁଡ଼ିକ ବିଷୟରେ ପୂରାପୂରି ଠିକ୍‌ ଠିକ୍‌ କହି ହେବନି ଯେ ଏଗୁଡ଼ିକ କେଉଁଠି ଅଛି । ୧. ମନ୍ଦିର । ୨. ଗେଥ୍‌ଶିମାନୀ ବଗିଚା । ୩. ରାଜ୍ୟପାଳର ଗୃହ । ୪. କୟାଫାର ଘର । ୫. ହେରୋଦ ଆନ୍ତିପାସର ରାଜମହଲ । ୬. ବେଥେସ୍‌ଦାର ପୋଖରୀ । ୭. ଶିଲୋହର ପୋଖରୀ । ୮. ମହାସଭାର ଗୃହ । ୯. ଗଲ୍ଗଥା । ୧୦. ହକଲ୍‌ଦମା ।
    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ