ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଏପ୍ରିଲ୍‌ ପୃଷ୍ଠା ୩
  • ଯିହୋବା ବିଶ୍ୱାସଯୋଗ୍ୟ ଅଟନ୍ତି

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବା ବିଶ୍ୱାସଯୋଗ୍ୟ ଅଟନ୍ତି
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • ଯିହୋବାଙ୍କର ବିଶ୍ୱସ୍ତ ରହନ୍ତୁ ଏବଂ ଆଶିଷ ପାଆନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଏପ୍ରିଲ୍‌ ପୃଷ୍ଠା ୩

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ୧ କରିନ୍ଥୀୟ ୧୦-୧୩

ଯିହୋବା ବିଶ୍ୱାସଯୋଗ୍ୟ ଅଟନ୍ତି

୧୦:୧୩

ଜଣେ ଭଉଣୀ ନିଜ ସମସ୍ୟା ବିଷୟରେ ଚିନ୍ତା କରୁଛନ୍ତି, ସେବିଷୟରେ ର୍ଥନା କରୁଛନ୍ତି ଏବଂ ପରେ ଜଣେ ଭଉଣୀଙ୍କ ସହ ଚାର କରୁଛନ୍ତି

ଆମ ପରୀକ୍ଷାରୁ ଯିହୋବା ଆମକୁ ହୁଏତ ଉଦ୍ଧାର କରିପାରନ୍ତି। କିନ୍ତୁ ଅଧିକାଂଶ ପରୀକ୍ଷା ସମୟରେ ସେ ଆମକୁ ସାହାଯ୍ୟ କରନ୍ତି, ଯାହାଫଳରେ ଆମେ ସେଗୁଡ଼ିକର ସଠିକ୍‌ ଭାବେ ସାମନା କରିପାରୁ। ଏହିପରି ଭାବେ ସେ ଆମକୁ ପରୀକ୍ଷାଗୁଡ଼ିକରୁ ବାହାର କରିବା ପାଇଁ “ଉଦ୍ଧାରର ପଥ” ମଧ୍ୟ ଦେଖାନ୍ତି।

  • ଯିହୋବା ନିଜ ବାକ୍ୟ, ତାʼ ଉପରେ ଆଧାରିତ ପ୍ରକାଶନ, ସଭା, ସମ୍ମିଳନୀ ଓ ନିଜ ପବିତ୍ର ଶକ୍ତି ଦ୍ୱାରା ଆମ ବିଚଳିତ ହୃଦୟକୁ ଶାନ୍ତ କରିପାରନ୍ତି, ଯାହାଦ୍ୱାରା ଆମେ ଭଲ ଭାବେ ଚିନ୍ତା କରିପାରୁ।—ମାଥି ୨୪:୪୫; ଯୋହ ୧୪:୧୬, ପାଦ., NIBV; ରୋମୀ ୧୫:୪

  • ସେ ପବିତ୍ର ଶକ୍ତି ଜରିଆରେ ଆମକୁ ପଥ ଦେଖାଇପାରନ୍ତି। ପବିତ୍ର ଶକ୍ତି ଆମକୁ ବାଇବଲର ଏପରି ଘଟଣା ଓ ସିଦ୍ଧାନ୍ତଗୁଡ଼ିକ ମନେ ପକାଇଦେଇପାରେ, ଯାହା ଆଧାରରେ ଆମେ ସଠିକ୍‌ ନିଷ୍ପତ୍ତି ନେଇପାରୁ।—ଯୋହ ୧୪:୨୬

  • ସେ ସ୍ୱର୍ଗଦୂତମାନଙ୍କ ଜରିଆରେ ଆମକୁ ସାହାଯ୍ୟ କରିପାରନ୍ତି।—ଏବ୍ରୀ ୧:୧୪

  • ସେ ଭାଇଭଉଣୀମାନଙ୍କ ଜରିଆରେ ଆମକୁ ସାହାଯ୍ୟ କରିପାରନ୍ତି।—କଲ ୪:୧୧

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ