ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • g20 ସଂ ୧ ପୃଷ୍ଠା ୩
  • କʼଣ ଆପଣ ଚିନ୍ତାରେ ଅଛନ୍ତି ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କʼଣ ଆପଣ ଚିନ୍ତାରେ ଅଛନ୍ତି ?
  • ସଜାଗ ହୁଅ !—୨୦୨୦
  • ପ୍ରାୟ ସମାନ ଲେଖା
  • ଚିନ୍ତା କାହାକୁ କୁହାଯାଏ ?
    ସଜାଗ ହୁଅ !—୨୦୨୦
  • ବିଷୟ ସୂଚୀ
    ସଜାଗ ହୁଅ !—୨୦୨୦
  • ଚିନ୍ତାକୁ କମ୍‌ କିପରି କରିବା ?
    ସଜାଗ ହୁଅ !—୨୦୨୦
  • ଆମକୁ କେଉଁ କାରଣଗୁଡ଼ିକ ଯୋଗୁଁ ଚିନ୍ତା ହୋଇପାରେ ?
    ସଜାଗ ହୁଅ !—୨୦୨୦
ସଜାଗ ହୁଅ !—୨୦୨୦
g20 ସଂ ୧ ପୃଷ୍ଠା ୩

ଚିନ୍ତାର ସାମନା କିପରି କରିବା ?

କʼଣ ଆପଣ ଚିନ୍ତାରେ ଅଛନ୍ତି ?

“ବେଳେବେଳେ ତ ସମସ୍ତଙ୍କୁ ଚିନ୍ତା ହୁଏ, କିନ୍ତୁ ମୋତେ ଲାଗେ ଯେ ମୁଁ ସବୁବେଳେ ଚିନ୍ତିତ ରହେ । ମୁଁ ଅନେକ ବର୍ଷ ଧରି ନିଜ ସ୍ୱାମୀଙ୍କ ଯତ୍ନ ନେଉଛି, ଯିଏ ଶାରୀରିକ ଓ ମାନସିକ ରୋଗରୁ ପୀଡ଼ିତ । କେବଳ ଏତିକି ନୁହେଁ, ପ୍ରତିଦିନର ଛୋଟରୁ ଛୋଟ ସମସ୍ୟାଗୁଡ଼ିକର ସାମନା କରିବା ବି ମୋତେ ଭାରି କଠିନ ଲାଗେ ।”—ଜୟା ।a

“ମୋ ସ୍ତ୍ରୀ ମୋତେ ଛାଡ଼ିକି ପଳାଇଗଲା ଏବଂ ମୋତେ ଏକୁଟିଆ ମୋର ଦୁଇଜଣ ପିଲାଙ୍କ ଲାଳନପାଳନ କରିବାକୁ ପଡ଼ିଲା । ଏହା ମୋ ପାଇଁ ବହୁତ କଠିନ ଥିଲା । ତାʼସହିତ ମୋ ଚାକିରି ବି ଚାଲିଗଲା । ମୋ ପାଖରେ ଗାଡ଼ିର ମରାମତି କରିବା ପାଇଁ ବି ପଇସା ନ ଥିଲା । ମୁଁ ବହୁତ ଚିନ୍ତିତ ଥିଲି ଏବଂ ବୁଝିପାରୁ ନ ଥିଲି ଯେ ମୁଁ କʼଣ କରିବି । ମୋତେ ଏମିତି ଲାଗୁଥିଲା ଯେ ମୁଁ ନିଜ ଜୀବନ ହାରିଦିଏ, କିନ୍ତୁ ମୁଁ ଜାଣିଥିଲି ଯେ ଏପରି କରିବା ଭୁଲ ଅଟେ । ସେଥିପାଇଁ ମୁଁ ଈଶ୍ୱରଙ୍କୁ ନିଜ ମୃତ୍ୟୁ ପାଇଁ ଭିକ ମାଗିଲି ।”—ଭରତ ।

କʼଣ ଆପଣ ବି ଜୟା ଓ ଭରତଙ୍କ ଭଳି ଚିନ୍ତିତ ରହନ୍ତି ? ହେଲେ ଆଗକୁ ଦିଆଯାଇଥିବା ଲେଖାଗୁଡ଼ିକରୁ ଆପଣଙ୍କୁ ବହୁତ ସାହାଯ୍ୟ ମିଳିବ । ଏଥିରେ କୁହାଯାଇଛି ଯେ ଅତ୍ୟଧିକ ଚିନ୍ତା ହେବାର କିଛି କାରଣ କʼଣ, ଚିନ୍ତାଗୁଡ଼ିକର ଆମ ଉପରେ କʼଣ ପ୍ରଭାବ ପଡ଼ିଥାଏ ଓ ଆମେ କିପରି ନିଜର ଚିନ୍ତାଗୁଡ଼ିକୁ କମ୍‌ କରିପାରିବା ।

a ନାମ ପରିବର୍ତ୍ତନ କରିଦିଆଯାଇଛି ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ