ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ନଭେମ୍ବର ପୃଷ୍ଠା ୪
  • ଯିହୋବାଙ୍କୁ ସବୁଠାରୁ ଉତ୍ତମ ବଳି ଚଢ଼ାନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବାଙ୍କୁ ସବୁଠାରୁ ଉତ୍ତମ ବଳି ଚଢ଼ାନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାୟ ସମାନ ଲେଖା
  • ଯିହୋବାଙ୍କୁ ଆପଣଙ୍କର ସବୁଠାରୁ ଉତ୍ତମ ଉପହାର ଉତ୍ସର୍ଗ କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
  • ‘ଆମ୍ଭେ ତୁମ୍ଭ ମୁଖର ସହବର୍ତ୍ତୀ ହୋଇ, କʼଣ କହିବ ତୁମ୍ଭକୁ ଶିଖାଇବା’
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ଯୀଶୁଙ୍କ ପରି ପ୍ରଲୋଭନକୁ ବିରୋଧ କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପ୍ରାୟଶ୍ଚିତ୍ତ ଦିନରୁ ଆମେ କʼଣ ଶିଖୁ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ନଭେମ୍ବର ପୃଷ୍ଠା ୪
ଚିତସମୂହ: ଇଏଲୀୟମାନେ ଯିହୋବାଙ୍କୁ ଏସବୁ ଚଇପାରୁଥିଲେ: ୧. ମଇଦା ୨. କା ଛୁଆ ୩. ଏକ ପରିବାର ଯାଜକଙ୍କୁ ବଳି ପାଇଁ ମେଷ ଦେଉଛି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଲେବୀ ପୁସ୍ତକ ୪-୫

ଯିହୋବାଙ୍କୁ ସବୁଠାରୁ ଉତ୍ତମ ବଳି ଚଢ଼ାନ୍ତୁ

୫:୫-୭, ୧୧

ଯିହୋବା ଚାହୁଁଥିଲେ ଯେ ଇସ୍ରାଏଲୀୟମାନେ ତାହାଙ୍କୁ ନିଜ ତରଫରୁ ସବୁଠାରୁ ଉତ୍ତମ ବଳି ଚଢ଼ାନ୍ତୁ । ଯଦି କାହାର ପଶୁବଳି ଦେବାର ସାମର୍ଥ୍ୟ ନ ଥିଲା, ତେବେ ସେ “ମଇଦା” ଚଢ଼ାଇପାରୁଥିଲା । ତାକୁ ଏଥିପାଇଁ ଯେକୌଣସି ଅଟା ନୁହେଁ, ବରଂ “ମଇଦା” ହିଁ ଚଢ଼ାଇବାର ଥିଲା, ଯେଉଁଥିରୁ ବିଶେଷ ଅତିଥିମାନଙ୍କ ପାଇଁ ରୋଟୀ ତିଆରି କରାଯାଉଥିଲା । (ଆଦି ୧୮:୬) ଏହିପରି ଭାବେ, ଜଣେ ଅତି ଗରିବ ଇସ୍ରାଏଲୀୟ ମଧ୍ୟ ପାପକ୍ଷମା ପାଇବା ପାଇଁ ବଳି ଚଢ଼ାଇପାରୁଥିଲା । ଆଜି ଆମେ ହୁଏତ ନିଜ ପରିସ୍ଥିତି ଯୋଗୁଁ ଯିହୋବାଙ୍କ ସେବାରେ ସେତେ ବେଶୀ କରିପାରୁ ନାହୁଁ । ଏପରି କ୍ଷେତ୍ରରେ ମଧ୍ୟ ଯିହୋବା ଆମର ‘ପ୍ରଶଂସାରୂପ ବଳିରୁ’ ଖୁସି ହୁଅନ୍ତି, କାରଣ ସେ ଜାଣନ୍ତି ଯେ ଆମେ ନିଜ ତରଫରୁ ସବୁଠାରୁ ଉତ୍ତମ ବଳିଦାନ ଚଢ଼ାଉଛୁ ।—ଏବ୍ରୀ ୧୩:୧୫.

ଆପଣ ବୃଦ୍ଧାବସ୍ଥା ଯୋଗୁଁ ଯିହୋବାଙ୍କ ସେବା ଆଗ ଭଳି କରିପାରୁ ନ ଥିଲେ ଆପଣ କʼଣ ମନେ ରଖିବା ଉଚିତ୍‌ ?

ଚିତସମୂହ: ଦୁଇ ଜଣ ଭଉଣୀ ଯିହୋବାଙ୍କୁ “ଶଂସାରୂପ ବଳିଦାନ ଚଉଛନ୍ତି । ୧. ଜଣେ ଭଉଣୀ ବଜାରରେ ଅନ୍ୟ ଭାଷା କଥିବା ଏକ ସ୍ତ୍ରୀ ଲୋକକୁ ସାକ୍ଷ୍ୟ ଦେଉଛନ୍ତି । ୨. ଜଣେ ବୃଦ୍ଧା ଭଉଣୀ ନିଜ ଘରେ ଚିଠି ଲେଖି ସାକ୍ଷ୍ୟ ଦେଉଛନ୍ତି ।
    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ