ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ନଭେମ୍ବର ପୃଷ୍ଠା ୪
  • ୧୬-୨୨ ନଭେମ୍ବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୬-୨୨ ନଭେମ୍ବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ନଭେମ୍ବର ପୃଷ୍ଠା ୪

୧୬-୨୨ ନଭେମ୍ବର

ଲେବୀ ପୁସ୍ତକ ୪-୫

  • ଗୀତ ୮୪ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଯିହୋବାଙ୍କୁ ସବୁଠାରୁ ଉତ୍ତମ ବଳି ଚଢ଼ାନ୍ତୁ”: (୧୦ ମି.)

    • ଲେବୀ ୫:୫, ୬—ପାପ କରୁଥିବା ଲୋକମାନଙ୍କୁ ମେଷ କିମ୍ବା ଛେଳିର ଦୋଷାର୍ଥକ ବଳି ଚଢ଼ାଇବାକୁ ପଡ଼ୁଥିଲା (ଇନସାଇଟ୍‌-୨ ପୃ ୫୨୭ ¶୯)

    • ଲେବୀ ୫:୭—ମେଷ କିମ୍ବା ଛେଳି କିଣିପାରୁ ନ ଥିବା ଗରିବମାନେ ଦୁଇଟି ଘୁଘୁ (ପାରା) କିମ୍ବା ଦୁଇଟି କାପ୍ତା ଛୁଆ ଚଢ଼ାଇପାରୁଥଲେ (ପ୍ର୦୯-ହି ୧୦/୧ ପୃ ୩୨ ¶୩)

    • ଲେବୀ ୫:୧୧—ଯେଉଁମାନେ ଦୁଇଟି ପାରା କିମ୍ବା ଦୁଇଟି କାପ୍ତା ମଧ୍ୟ ଦେଇପାରୁ ନ ଥିଲେ, ସେମାନେ ଐଫାର ଦଶମାଂଶ ସରୁ ମଇଦା ଚଢ଼ାଇପାରୁଥିଲେ (ପ୍ର୦୯-ହି ୧୦/୧ ପୃ ୩୨ ¶୪)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)

    • ଲେବୀ ୫:୧—ଏହି ପଦରୁ ଆଜି ଆମେ କʼଣ ଶିଖୁ ? (ପ୍ର୧୬.୦୨-ହି ପୃ ୨୯ ¶୧୪)

    • ଲେବୀ ୫:୧୫, ୧୬—ଜଣେ ବ୍ୟକ୍ତି କିପରି ‘ଯିହୋବାଙ୍କ ପବିତ୍ର ବସ୍ତୁ ବିଷୟରେ ଭ୍ରାନ୍ତିରେ ପାପ’ କରନ୍ତା ? (ଇନସାଇଟ୍‌-୧ ପୃ ୧୧୩୦ ¶୨)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି. କିମ୍ବା କମ୍‌) ଲେବୀ ୪:୨୭–୫:୪ (ଶିଖାଇବା  ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୩ ମି. କିମ୍ବା କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ, କିନ୍ତୁ ପ୍ରକାଶିତ ବାକ୍ୟ ୧୧:୧୫ ପଢ଼ନ୍ତୁ । (ଶିଖାଇବା  ଅଧ୍ୟୟନ ୧୨)

  • ପୁନଃସାକ୍ଷାତ: (୪ ମି. କିମ୍ବା କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ, କିନ୍ତୁ ଗୀତସଂହିତା ୭୨:୧୬ ପଢ଼ନ୍ତୁ । (ଶିଖାଇବା  ଅଧ୍ୟୟନ ୪)

  • ବାଇବଲ ଅଧ୍ୟୟନ: (୫ ମି. କିମ୍ବା କମ୍‌) ପ୍ରେମରେ ସ୍ଥିର ପୃ ୨୦୯ ¶୨୨-୨୩ (ଶିଖାଇବା  ଅଧ୍ୟୟନ ୧୯)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୮୧

  • ଦୁହେଁ ମିଶି ୬୦ ବର୍ଷ ହେଲା ଅଗ୍ରଦୂତ ସେବା କରୁଛନ୍ତି—ଯିହୋବାଙ୍କ ସାହାଯ୍ୟରେ: (୧୫ ମି.) ଭିଡିଓ ଦେଖାନ୍ତୁ । ତାʼପରେ ପଚାରନ୍ତୁ: ଗତ କିଛି ବର୍ଷ ହେଲା ଭଉଣୀ ଟକାକୋ ଓ ହିସାକୋଙ୍କୁ କେଉଁ କେଉଁ ଆଶିଷ ମିଳିଛି ? ଭଉଣୀ ଟକାକୋ କେଉଁ ସମସ୍ୟାର ସାମନା କରୁଛନ୍ତି ଏବଂ ତାଙ୍କୁ କେଉଁଥିରୁ ସାହସ ମିଳେ ? ଏହି ଦୁଇ ଭଉଣୀ ବର୍ଷ ବର୍ଷ ଧରି କିପରି ଖୁସିରେ ସେବା କରିପାରିଛନ୍ତି ? ସେମାନେ ଏ ପଦଗୁଡ଼ିକୁ କିପରି ପୂରା ହେବାର ଦେଖିଛନ୍ତି: ହିତୋପଦେଶ ୨୫:୧୧; ଉପଦେଶକ ୧୨:୧; ଏବ୍ରୀ ୬:୧୦ ?

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି. କିମ୍ବା କମ୍‌) ପ୍ରେମରେ ସ୍ଥିର ଅଧ୍ୟା ୧୧ ¶୨୦-୨୨, ପୃ ୧୫୬-୧୫୮

  • ଶେଷ ଟିପ୍ପଣୀ (୩ ମି. କିମ୍ବା କମ୍‌)

  • ଗୀତ ୧୦୨ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ