୨୩-୨୯ ନଭେମ୍ବର
ଲେବୀ ପୁସ୍ତକ ୬-୭
ଗୀତ ୪୬ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯିହୋବାଙ୍କୁ ଧନ୍ୟବାଦ ଦେବା ପାଇଁ ବଳି”: (୧୦ ମି.)
ଲେବୀ ୭:୧୧, ୧୨—ଇସ୍ରାଏଲୀୟମାନେ ଯିହୋବାଙ୍କୁ ଧନ୍ୟବାଦ ଦେବା ପାଇଁ ନିଜ ଇଚ୍ଛାରେ ମଙ୍ଗଳାର୍ଥକ ବଳି ଚଢ଼ାଉଥିଲେ (ପ୍ର୧୯.୧୧-ହି ପୃ ୨୨ ¶୯)
ଲେବୀ ୭:୧୩-୧୫—ଏହି ବଳି ଚଢ଼ାଉଥିବା ବ୍ୟକ୍ତି ଓ ତାʼ ପରିବାର ବଳିଦାନରୁ ଭୋଜନ କରୁଥିବା ବେଳେ, ସେମାନେ ସତେ ଯେପରି ଯିହୋବାଙ୍କ ସହ ଭୋଜନ କରୁଥିଲେ । ଏହା ଦେଖାଉଥିଲା ଯେ ଯିହୋବାଙ୍କ ସହ ସେମାନଙ୍କର ଶାନ୍ତିଭରା ସମ୍ପର୍କ ରହିଛି [ନୂତନ ଜଗତ ଅନୁବାଦ (ହିନ୍ଦୀ) ଶବ୍ଦାବଳୀ, “ମଙ୍ଗଳାର୍ଥକ ବଳି”]
ଲେବୀ ୭:୨୦—ଯିହୋବା କେବଳ ଶୁଦ୍ଧ ଲୋକମାନଙ୍କର ମଙ୍ଗଳାର୍ଥକ ବଳି ସ୍ୱୀକାର କରୁଥିଲେ (ପ୍ର୦୦-ହି ୮/୧୫ ପୃ ୧୯ ¶୮)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)
ଲେବୀ ୬:୧୩—ଯିହୁଦୀ ରୀତି ଅନୁସାରେ ବେଦି ଉପରେ ସବୁଠୁ ଆଗ କିଏ ନିଆଁ ଜାଳିଥିଲେ ? ବାଇବଲରେ ଏବିଷୟରେ କʼଣ ଲେଖା ଅଛି ? (ଇନସାଇଟ୍-୧ ପୃ ୮୩୩ ¶୧)
ଲେବୀ ୬:୨୫—ପାପବଳି କିଭଳି ଭାବେ ହୋମବଳି ଓ ମଙ୍ଗଳବଳିଠାରୁ ଭିନ୍ନ ଥିଲା ? [ସମ୍ପୂର୍ଣ୍ଣ ଶାସ୍ତ୍ର (ଇଂରାଜୀ) ପୃ ୨୭ ¶୧୫]
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି. କିମ୍ବା କମ୍) ଲେବୀ ୬:୧-୧୮ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି. କିମ୍ବା କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ବ୍ୟକ୍ତି ଜଣକୁ ଖୁସିର ଖବର ପତ୍ରିକାର ପାଠ ୭ରୁ କିଛି କୁହନ୍ତୁ ଏବଂ ଏ ପୁସ୍ତିକା ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୩)
ପୁନଃସାକ୍ଷାତ: (୪ ମି. କିମ୍ବା କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ବ୍ୟକ୍ତି ଜଣକୁ ଆମ ୱେବସାଇଟ୍ ବିଷୟରେ କୁହନ୍ତୁ ଏବଂ jw.org ସମ୍ପର୍କ କାର୍ଡ଼ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୧୧)
ବାଇବଲ ଅଧ୍ୟୟନ: (୫ ମି. କିମ୍ବା କମ୍) ଆମକୁ ଶିଖାଏ ପୃ ୧୭୮-୧୭୯ ¶୧୨-୧୩ (ଶିଖାଇବା ଅଧ୍ୟୟନ ୬)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଯିହୋବାଙ୍କର ମିତ୍ର ହୁଅ—ଅନ୍ୟର ଉପକାରକୁ ଭୁଲ ନାହିଁ: (୫ ମି.) ଭିଡିଓ (ହିନ୍ଦୀ) ଦେଖାନ୍ତୁ । ତାʼପରେ, ଆପଣଙ୍କ ମଣ୍ଡଳୀରେ ଛୋଟ ପିଲା ଥିଲେ କିଛି ପିଲାଙ୍କୁ ମଞ୍ଚ ଉପରକୁ ଡାକନ୍ତୁ ଏବଂ ସେମାନଙ୍କୁ ଭିଡିଓ ଉପରେ ପ୍ରଶ୍ନ ପଚାରନ୍ତୁ ।
ମଣ୍ଡଳୀର ଆବଶ୍ୟକତା: (୧୦ ମି.)
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି. କିମ୍ବା କମ୍) ପ୍ରେମରେ ସ୍ଥିର ଅଧ୍ୟା ୧୨ ¶୧-୧୦, ଅଧିକ ବିବରଣୀ—୨୩
ଶେଷ ଟିପ୍ପଣୀ (୩ ମି. କିମ୍ବା କମ୍)
ଗୀତ ୯୦ ଏବଂ ପ୍ରାର୍ଥନା