୨୨-୨୮ ଜୁନ୍
ଯିରିମୀୟ ୯–୧୦
ଗୀତ ୧୧ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. କେଉଁ କଥା ପାଇଁ ଆପଣଙ୍କୁ ଗର୍ବ କରିବା ଉଚିତ୍ ?
(୧୦ ମି.)
ଅନ୍ୟମାନଙ୍କଠାରୁ ପ୍ରଶଂସା ପାଇବା ପାଇଁ ନିଜର ଦକ୍ଷତା କିମ୍ବା ନିଜର ସଫଳତା ବିଷୟରେ କଥା ହୁଅନ୍ତୁ ନାହିଁ (ଯିରି ୯:୨୩; ପ୍ର୨୦.୦୭-ହି ପୃ ୬-୭ ¶୧୩-୧୫)
ଯିହୋବାଙ୍କ ଉପରେ ଗର୍ବ କରନ୍ତୁ ଏବଂ ତାଙ୍କ ବିଷୟରେ ଜଣାଇବା ପାଇଁ ସୁଯୋଗ ଖୋଜନ୍ତୁ (ଯିରି ୯:୨୪; ପ୍ର୨୫.୦୫ ପୃ ୩୦ ¶୧୪)
ପ୍ରେରିତ ପାଉଲଙ୍କ ଭଳି ହୁଅନ୍ତୁ, ଯିଏ ନମ୍ର ହେବା ମାମଲାରେ ଭଲ ଉଦାହରଣ ରଖିଛନ୍ତି (୧କରି ୨:୧-୫; ପ୍ର୨୫.୦୯ ପୃ ୨୩-୨୪ ¶୧୨)
ଆମେ ଯେଉଁ କଥା ପାଇଁ ଗର୍ବ କରୁ, ତାହା ଅନ୍ୟମାନଙ୍କ ଉପରେ ଭଲ କିମ୍ବା ଖରାପ ପ୍ରଭାବ ପକାଇଥାଏ
୨. ବହୁମୂଲ୍ୟ ରତ୍ନ
(୧୦ ମି.)
ଯିରି ୧୦:୨୧—ଏହି ପଦରୁ ନେତୃତ୍ୱ ନେଉଥିବା ଖ୍ରୀଷ୍ଟିୟାନ ଭାଇମାନେ କʼଣ ଶିଖିପାରିବେ ? (ପ୍ର୨୪.୧୧ ପୃ ୨୪ ¶୧୬)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ଯିରି ୯:୧୩-୨୪ (ଶିଖାଇବା ଅଧ୍ୟୟନ ୧୨)
୪. କଥାବାର୍ତ୍ତା ଆରମ୍ଭ କରିବା
(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । (ଲୋକଙ୍କୁ ପ୍ରେମ ପାଠ ୩ ପଏଣ୍ଟ ନଂ. ୫)
୫. କଥାବାର୍ତ୍ତା ଆରମ୍ଭ କରିବା
(୪ ମି.) ଘର ଘର ପ୍ରଚାର । (ଲୋକଙ୍କୁ ପ୍ରେମ ପାଠ ୩ ପଏଣ୍ଟ ନଂ. ୪)
୬. ପୁଣିଥରେ ଭେଟିବା ସମୟରେ
(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । (ଲୋକଙ୍କୁ ପ୍ରେମ ପାଠ ୭ ପଏଣ୍ଟ ନଂ. ୩)
ଗୀତ ୫୨
୭. ଭ୍ରାନ୍ତ ହୁଅନ୍ତୁ ନାହିଁ ଏବଂ ଈଶ୍ୱରଙ୍କ ରାଜ୍ୟ ଉପରେ ଭରସା କରନ୍ତୁ (ଯିରି ୧୦:୨୩)
(୧୫ ମି.) ଆଲୋଚନା ।
ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:
କେଉଁ ଘଟଣାଗୁଡ଼ିକ ଯୋଗୁଁ ଆମେ ଈଶ୍ୱରଙ୍କ ରାଜ୍ୟ ଉପରେ ଭରସା କରିବା ପରିବର୍ତ୍ତେ ମଣିଷ ସରକାର ଉପରେ ଭରସା କରିବାକୁ ଲାଗିପାରୁ ? ଏହି ଘଟଣାଗୁଡ଼ିକରୁ ଭ୍ରାନ୍ତ ନ ହେବା ପାଇଁ ଆମେ କʼଣ କରିପାରିବା ?
୮. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ବହୁମୂଲ୍ୟ ଶିକ୍ଷା ପାଠ ୯୬-୯୭