୨୯ ଜୁନ୍–୫ ଜୁଲାଇ
ଯିରିମୀୟ ୧୧–୧୨
ଗୀତ ୧୦୬ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. ଆମେ ସମସ୍ୟାଗୁଡ଼ିକର କିପରି ସାମନା କରିପାରିବା ?
(୧୦ ମି.)
ଆମେ ଯିହୋବାଙ୍କ ସାକ୍ଷୀ ଜାଣିଛୁ ଯେ ଆମକୁ ବି ଯିରିମୀୟଙ୍କ ଭଳି ଅତ୍ୟାଚାର କରାଯିବ (ଯିରି ୧୧:୨୧; ଜୀବନ ବହି ପାଠ ୫୯ ପଏଣ୍ଟ ନଂ. ୧)
ଆଗକୁ ଆହୁରି ବଡ଼ ବଡ଼ ସମସ୍ୟା ଆସିପାରେ, ଯାହାର ସାମନା କରିବା ଏତେ କଠିନ ଲାଗିବ ଯେପରି ଆମେ ‘ଅଶ୍ୱଗଣ ସଙ୍ଗେ’ ଦୌଡ଼ୁଛୁ (ଯିରି ୧୨:୫; ପ୍ର୧୧-ହି ୩/୧୫ ପୃ ୩୨ ¶୧୯)
ଯଦି ଆମେ ଏବେଠାରୁ ଭାଇଭଉଣୀଙ୍କ ପାଇଁ ପ୍ରେମ ବଢ଼ାଇବା, ତାହେଲେ ଆମେ ମହାକ୍ଳେଶ ସମୟରେ ଯେଉଁ ସମସ୍ୟାଗୁଡ଼ିକ ଆସିବ ତାହାର ସାମନା କରିପାରିବା (ଯିଶା ୨୬:୨୦; ପ୍ର୨୩.୦୭ ପୃ ୬-୭ ¶୧୫-୧୬)
୨. ବହୁମୂଲ୍ୟ ରତ୍ନ
(୧୦ ମି.)
ଯିରି ୧୨:୧, ୩—ଯିରିମୀୟଙ୍କ ପ୍ରାର୍ଥନାରୁ ଆମେ କʼଣ ଶିଖୁ ? (ପ୍ର୨୫.୧୦ ପୃ ୨୧ ¶୧୫)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କʼଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ଯିରି ୧୨:୧-୧୧ (ଶିଖାଇବା ଅଧ୍ୟୟନ ୨)
୪. କଥାବାର୍ତ୍ତା ଆରମ୍ଭ କରିବା
(୩ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ବ୍ୟକ୍ତି ଜଣକ ଆପଣଙ୍କ ସହିତ ଭଲଭାବେ କଥାବାର୍ତ୍ତା ହେଲେ କିମ୍ବା ଆପଣଙ୍କ ପାଇଁ କିଛି ଭଲ କାମ କଲେ କିମ୍ବା ସେ ଅନ୍ୟ କାହାରି ପାଇଁ ଏମିତି କଲେ । (ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୪)
୫. ପୁଣିଥରେ ଭେଟିବା ସମୟରେ
(୪ ମି.) ଘର ଘର ପ୍ରଚାର । ଘରମାଲିକ ଜଣେ ବାପା କିମ୍ବା ମାଆ ଅଟନ୍ତି । (ଲୋକଙ୍କୁ ପ୍ରେମ ପାଠ ୩ ପଏଣ୍ଟ ନଂ. ୩)
୬. ଭାଷଣ
(୫ ମି.) ଲୋକଙ୍କୁ ପ୍ରେମ ଆଉ କିଛି ପରାମର୍ଶ—କ ପଏଣ୍ଟ ନଂ. ୧୭—ବିଷୟ: ଯୀଶୁ ଯେଉଁ ଭଲ କଥାଗୁଡ଼ିକ ଶିଖାଇଥିଲେ ତାହା ଆଜି ବି ଆମର କାମରେ ଆସେ । (ଶିଖାଇବା ଅଧ୍ୟୟନ ୧୪)
ଗୀତ ୧୦୯
୭. ମଣ୍ଡଳୀର ଆବଶ୍ୟକତା
(୧୫ ମି.)
୮. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ବହୁମୂଲ୍ୟ ଶିକ୍ଷା ପାଠ ୯୮-୯୯