ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb26 ମାର୍ଚ୍ଚ ପୃଷ୍ଠା ୧୨-୧୩
  • ୨୦-୨୬ ଏପ୍ରିଲ୍‌

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୦-୨୬ ଏପ୍ରିଲ୍‌
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୬
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୬
mwb26 ମାର୍ଚ୍ଚ ପୃଷ୍ଠା ୧୨-୧୩

୨୦-୨୬ ଏପ୍ରିଲ୍‌

ଯିଶାଇୟ ୫୪–୫୫

ଗୀତ ୮୮ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ଆପଣ କେତେ ମୂଲ୍ୟ ଦେବା ପାଇଁ ପ୍ରସ୍ତୁତ ?

(୧୦ ମି.)

ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ସେ ନିଜ ସନ୍ତାନଗଣକୁ ଶିଖାଇବେ (ଯିଶା ୫୪:୧୩; ପ୍ର୦୯-ହି ୯/୧୫ ପୃ ୨୧ ¶୩)

ପଇସାରୁ ନୁହେଁ, ବରଂ ସମୟ ଦେଇ ସତ୍ୟକୁ କିଣନ୍ତୁ (ଯିଶା ୫୫:୧, ୨; ପ୍ର୧୮.୧୧-ହି ପୃ ୪-୫ ¶୬-୭)

ଯିହୋବାଙ୍କ ବାକ୍ୟକୁ ମନଦେଇ ଶୁଣିବାରେ ପରିଶ୍ରମ ଲାଗେ, କିନ୍ତୁ ଏଥିରୁ ଆମ ଜୀବନ ବଞ୍ଚିପାରେ (ଯିଶା ୫୫:୩; ସେବା ସ୍କୁଲ (ହିନ୍ଦୀ) ପୃ ୧୪ ¶୨-୪)

ଜଣେ ଭାଇ ସଭାରେ ଉତ୍ତର ଦେବା ପାଇଁ ନିଜ ହାତ ଉଠାଇଛନ୍ତି ।

ନିଜକୁ ପଚାରନ୍ତୁ, ‘ମୁଁ କିପରି ଆହୁରି ଭଲଭାବେ ଓ ଲଗାତାର ବ୍ୟକ୍ତିଗତ ଅଧ୍ୟୟନ କରିପାରିବି ?’

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଯିଶା ୫୪:୧୭—ଆମ ସମୟରେ ଯେଉଁ ଶୁଦ୍ଧ ଉପାସନା ହେଉଛି, ସେବିଷୟରେ କʼଣ ଭବିଷ୍ୟତବାଣୀ କରାଯାଇଥିଲା ? (ପ୍ର୨୪.୦୨ ପୃ ୪ ¶୧୦)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଯିଶା ୫୪:୧-୧୦ (ଶିଖାଇବା ଅଧ୍ୟୟନ ୧୧)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୨ ମି.) ଘର ଘର ପ୍ରଚାର । ଲୋକଙ୍କୁ ପ୍ରେମ ପୁସ୍ତିକାର ଆଉ କିଛି ପରାମର୍ଶ—କ ଭାଗରେ ଦିଆଯାଇଥିବା ବାଇବଲରୁ କୌଣସି କଥା କହନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୪)

୫. କଥାବାର୍ତ୍ତା ଆରମ୍ଭ କରିବା

(୨ ମି.) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା । ଲୋକଙ୍କୁ ପ୍ରେମ ପୁସ୍ତିକାର ଆଉ କିଛି ପରାମର୍ଶ—କ ଭାଗରେ ଦିଆଯାଇଥିବା ବାଇବଲରୁ କୌଣସି କଥା କହନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୩)

୬. ପୁଣିଥରେ ଭେଟିବା ସମୟରେ

(୨ ମି.) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା । ଜଣେ ବ୍ୟକ୍ତିଙ୍କୁ ବାଇବଲରୁ ଶିଖନ୍ତୁ ସମ୍ପର୍କ କାର୍ଡ ଦିଅନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୩)

୭. ଭାଷଣ

(୫ ମି.) ପ୍ର୨୪.୧୧ ପୃ ୩୧ ¶୧-୬—ବିଷୟ: ପ୍ରତି ସପ୍ତାହ ଅଧ୍ୟୟନ କରିବା ପାଇଁ କʼଣ କରିପାରିବା ? (ଶିଖାଇବା ଅଧ୍ୟୟନ ୧୪)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୯୭

୮. ବାଧାଗୁଡ଼ିକ ସତ୍ତ୍ୱେ ବ୍ୟକ୍ତିଗତ ଅଧ୍ୟୟନ କରିବା ଜାରି ରଖନ୍ତୁ

(୧୫ ମି.) ଆଲୋଚନା ।

ଜଣେ ଭଉଣୀ ତାଙ୍କ ଝିଅ ଶୋଇଥିବା ସମୟରେ ଶୀଘ୍ର ଉଠି ବାଇବଲ ପଢ଼ୁଛନ୍ତି ।

ଅନେକ ବାଧା ଯୋଗୁଁ ହୁଏତ ଆମ ପାଇଁ ବ୍ୟକ୍ତିଗତ ଅଧ୍ୟୟନ କରିବା ସହଜ ହୋଇ ନ ପାରେ । ଭାବନ୍ତୁ ଯେ ଆପଣ ଏପରି ଜଣେ ଭାଇ କିମ୍ବା ଭଉଣୀର ଉତ୍ସାହ ବଢ଼ାଇବା ପାଇଁ ଚେଷ୍ଟା କରୁଛନ୍ତି, ଯାହାକୁ ଲଗାତାର ବ୍ୟକ୍ତିଗତ ଅଧ୍ୟୟନ କରିବା ଏବଂ ପ୍ରତିଦିନ ବାଇବଲ ପଢ଼ିବାରେ କଷ୍ଟ ହୁଏ । ସେ ଆପଣଙ୍କୁ ତଳେ ଦିଆଯାଇଥିବା ବାଧାଗୁଡ଼ିକ ବିଷୟରେ କହେ । ପ୍ରତି ବାଧା ପାଇଁ ଅତି କମ୍‌ରେ ଗୋଟିଏ ପରାମର୍ଶ, ବାଇବଲର ସିଦ୍ଧାନ୍ତ, ଭିଡିଓ କିମ୍ବା ଲେଖା ବିଷୟରେ ଲେଖନ୍ତୁ, ଯେଉଁଥିରୁ ତାଙ୍କୁ ସାହାଯ୍ୟ ମିଳିପାରିବ ।

  • “ମୋତେ ଠିକ୍‌ରେ ପଢ଼ି ଆସେ ନାହିଁ”

  • “ମୋତେ ଅଧ୍ୟୟନ କରିବା ଭଲ ଲାଗେ ନାହିଁ”

  • “ମୁଁ ବୁଝିପାରେନି ଯେ ମୁଁ ବାଇବଲ ପଢ଼ିବା କେଉଁଠୁ ଆରମ୍ଭ କରିବି କିମ୍ବା ପ୍ରତିଦିନ କେତେ ପଢ଼ିବି”

  • “ଏତେଗୁଡ଼ିଏ ବହି ପତ୍ରିକା ଅଛି ଯେ ମୁଁ ବୁଝିପାରୁନି ଯେ ମୁଁ କʼଣ ଅଧ୍ୟୟନ କରିବି !”

  • “ମୁଁ ଏତେ ବ୍ୟସ୍ତ ରହେ ଯେ ଅଧ୍ୟୟନ କରିବା ପାଇଁ ସମୟ ମିଳେନି”

  • “ମୁଁ ଲମ୍ବା ସମୟ ଯାଏ ଧ୍ୟାନ ଦେଇପାରେନି ଏବଂ ବେଳେବେଳେ ପଢ଼ିବା ମାତ୍ରେ ଭୁଲିଯାଏ ଯେ ମୁଁ କʼଣ ପଢ଼ିଥିଲି”

ଗଭୀର ଭାବେ ଅଧ୍ୟୟନ କରନ୍ତୁ ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ବ୍ୟକ୍ତିଗତ ଅଧ୍ୟୟନ ଆହୁରି ଭଲଭାବେ କରିବା ପାଇଁ ଆପଣଙ୍କୁ କେଉଁ ପରାମର୍ଶ ଭଲ ଲାଗିଲା ?

୯. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ବହୁମୂଲ୍ୟ ଶିକ୍ଷା ପାଠ ୭୮-୭୯

ଶେଷ ଟିପ୍ପଣୀ (୩ ମି.) | ଗୀତ ୫୮ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ