ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb26 ମାର୍ଚ୍ଚ ପୃଷ୍ଠା ୧୧-୧୬
  • ୧୩-୧୯ ଏପ୍ରିଲ୍‌

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୩-୧୯ ଏପ୍ରିଲ୍‌
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୬
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୬
mwb26 ମାର୍ଚ୍ଚ ପୃଷ୍ଠା ୧୧-୧୬

୧୩-୧୯ ଏପ୍ରିଲ୍‌

ଯିଶାଇୟ ୫୨–୫୩

ଗୀତ ୧୮ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

[ବାହାରେ ଦିଆଯାଇଥିବା ଚିତ୍ର]

ଯୀଶୁଙ୍କୁ ଜୀବନରୁ ମାରିଦେବା ପାଇଁ ନିଆଯାଉଛି ।

୧. ଯୀଶୁ ଲୋକମାନଙ୍କୁ ଗଭୀର ପ୍ରେମ କଲେ

(୧୦ ମି.)

ଲୋକମାନେ ଯୀଶୁଙ୍କୁ ତୁଚ୍ଛ ମନେ କଲେ (ଯିଶା ୫୩:୩; ମାଥି ୨୬:୬୭, ୬୮; ପ୍ର୧୦-ହି ୧୧/୧୫ ପୃ ୭ ¶୨)

ଯୀଶୁ ଅତ୍ୟାଚାର ସହିବା ପାଇଁ ପ୍ରସ୍ତୁତ ଥିଲେ (ଯିଶା ୫୩:୭; ଯିଶାଇୟ-୨ (ହିନ୍ଦୀ) ପୃ ୨୦୫-୨୦୭ ¶୨୫)

ଯୀଶୁ ପ୍ରେମ ଯୋଗୁଁ କଷ୍ଟ ସହିବା ପାଇଁ ପ୍ରସ୍ତୁତ ଥିଲେ । ସେ ଯିହୋବାଙ୍କ ଇଚ୍ଛା ପୂରା କରିବା ପାଇଁ ଏବଂ ଆମ ପାପଭାରକୁ ବହିବା ପାଇଁ ଚାହୁଁଥିଲେ (ଯିଶା ୫୩:୧୦-୧୨; ଯୋହ ୧୪:୩୧; ୧୫:୧୩)

ଯୀଶୁଙ୍କ ଚେହେରା ଢାଙ୍କି ଦିଆଯାଇଛି ଏବଂ ତାଙ୍କୁ ଧର୍ମଗୁରୁମାନେ ଘେରି ରଖିଛନ୍ତି । ଜଣେ ଧର୍ମଗୁରୁ ତାଙ୍କୁ ଘୁଷା ମାରୁଛି ଏବଂ ଅନ୍ୟ ଧର୍ମଗୁରୁମାନେ ତାଙ୍କର ଥଟ୍ଟା କରୁଛନ୍ତି ।

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଯିଶା ୫୩:୫—ଯିହୋବା ଆମକୁ କିପରି ସୁସ୍ଥ କରନ୍ତି ? (ପ୍ର୨୫.୦୨ ପୃ ୧୩ ¶୧୭)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଯିଶା ୫୩:୩-୧୨ (ଶିଖାଇବା ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୪ ମି.) ଘର ଘର ପ୍ରଚାର । ଘରମାଲିକଙ୍କୁ ପଚାରନ୍ତୁ ଯେ କʼଣ ସେ ବାଇବଲ ଅଧ୍ୟୟନ କରିବା ପାଇଁ ଚାହାନ୍ତି ? (ଲୋକଙ୍କୁ ପ୍ରେମ ପାଠ ୪ ପଏଣ୍ଟ ନଂ. ୪)

୫. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ଘର ଘର ପ୍ରଚାର । ଲୋକଙ୍କୁ ପ୍ରେମ ପୁସ୍ତିକାର ଆଉ କିଛି ପରାମର୍ଶ—କ ଭାଗରେ ଦିଆଯାଇଥିବା ବାଇବଲରୁ କୌଣସି କଥା କହନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୩ ପଏଣ୍ଟ ନଂ. ୩)

୬. ପୁଣିଥରେ ଭେଟିବା ସମୟରେ

(୫ ମି.) ଘର ଘର ପ୍ରଚାର । ସ୍ମାରକରେ ଆସିଥିବା ବ୍ୟକ୍ତିକୁ ପଚାରନ୍ତୁ ଯେ କʼଣ ସେ ବାଇବଲ ଅଧ୍ୟୟନ କରିବା ପାଇଁ ଚାହାନ୍ତି ? (ଲୋକଙ୍କୁ ପ୍ରେମ ପାଠ ୮ ପଏଣ୍ଟ ନଂ. ୩)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୨୦

୭. ଯିହୋବାଙ୍କ ମିତ୍ର ହୁଅ —ଯିହୋବାଙ୍କର ବିଶେଷ ଉପହାର

(୧୫ ମି.) ଆଲୋଚନା ।

“ଯିହୋବାଙ୍କ ମିତ୍ର ହୁଅ ​—⁠ଯିହୋବାଙ୍କର ବିଶେଷ ଉପହାର” ଭିଡିଓର ଦୃଶ୍ୟ । ଯୀଶୁ ସ୍ୱର୍ଗରେ ରାଜା ଅଛନ୍ତି ।

ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଯିହୋବା ଓ ଯୀଶୁ ଆମକୁ କେଉଁ ଉପହାର ଦେଇଛନ୍ତି ?

  • ଆମେ କିପରି ଯୀଶୁଙ୍କର ବଳିଦାନ ପାଇଁ ନିଜର କୃତଜ୍ଞତା ଦେଖାଇପାରିବା ?

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ବହୁମୂଲ୍ୟ ଶିକ୍ଷା ପାଠ ୭୬-୭୭

ଶେଷ ଟିପ୍ପଣୀ (୩ ମି.) | ଗୀତ ୬୭ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ