୬-୧୨ ଏପ୍ରିଲ୍
ଯିଶାଇୟ ୫୦–୫୧
ଗୀତ ୮୮ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. ଯିହୋବା ଯାହାଙ୍କୁ ଶିଖାଇଛନ୍ତି, ତାଙ୍କ କଥା ଶୁଣନ୍ତୁ
(୧୦ ମି.)
ପୃଥିବୀରେ ଆସିବା ପୂର୍ବରୁ ଯେବେ ଯୀଶୁ ସ୍ୱର୍ଗରେ ଥିଲେ, ତେବେ ଯିହୋବା ତାଙ୍କୁ ଶିଖାଇଲେ (ଯିଶା ୫୦:୪; ଈଶ୍ୱରଙ୍କ ରାଜ୍ୟ (ହିନ୍ଦୀ) ପୃ ୧୮୨-୧୮୩ ¶୫)
ଯୀଶୁ ମନଦେଇ ଶିଖିଲେ (ଯିଶା ୫୦:୫; ଅନୁଗମନ କର (ହିନ୍ଦୀ) ପୃ ୧୩୩ ¶୧୩)
ଯେଉଁମାନେ ଯିହୋବାଙ୍କୁ ଭୟ କରନ୍ତି, ସେମାନେ ତାଙ୍କ ସେବକ ଯୀଶୁଙ୍କ କଥା ଶୁଣନ୍ତି (ଯିଶା ୫୦:୧୦; ଯୋହ ୧୦:୨୭)
ଚିନ୍ତନ ପାଇଁ: ମୁଁ ଏହା କିପରି ଦେଖାଇପାରିବି ଯେ ଯୀଶୁଙ୍କ ଭଳି ମୁଁ ମଧ୍ୟ ଯିହୋବାଙ୍କଠାରୁ ଶିଖିବା ପାଇଁ ଚାହେଁ ?—୧ପିତ ୨:୨୧.
୨. ବହୁମୂଲ୍ୟ ରତ୍ନ
(୧୦ ମି.)
ଯିଶା ୫୧:୩—ନୂଆ ଦୁନିଆ ପାଇଁ ଆମେ ଆଜିଠାରୁ କʼଣ କʼଣ କରିପାରିବା ? (ପ୍ର୨୨.୧୨ ପୃ ୨୮-୨୯ ¶୨-୩)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ଯିଶା ୫୦:୧-୧୧ (ଶିଖାଇବା ଅଧ୍ୟୟନ ୨)
୪. କଥାବାର୍ତ୍ତା ଆରମ୍ଭ କରିବା
(୩ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଆପଣଙ୍କ ସହିତ କାମ କରୁଥିବା ବ୍ୟକ୍ତିକୁ ସ୍ମାରକ ପାଇଁ ଡାକନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୪)
୫. ପୁଣିଥରେ ଭେଟିବା ସମୟରେ
(୪ ମି.) ଘର ଘର ପ୍ରଚାର । ଘରମାଲିକ ସ୍ମାରକରେ ଆସିଥିଲେ । ତାଙ୍କୁ ପରବର୍ତ୍ତୀ ସଭା ପାଇଁ ଡାକନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୪)
୬. ଅନ୍ୟକୁ ନିଜ ବିଶ୍ୱାସ ବିଷୟରେ ବୁଝାଇବା
(୫ ମି.) ପ୍ରଦର୍ଶନୀ । ଜୀବନ ବହି ପାଠ ୨୮ ପଏଣ୍ଟ ନଂ. ୧, ୩—ବିଷୟ: ଉଦ୍ଧାର ପାଇବା ପାଇଁ କେବଳ ଯୀଶୁଙ୍କ ଉପରେ ବିଶ୍ୱାସ କରିବା ଯଥେଷ୍ଟ ? (ଲୋକଙ୍କୁ ପ୍ରେମ ପାଠ ୧୧ ପଏଣ୍ଟ ନଂ. ୫)
ଗୀତ ୯୯
୭. ମଣ୍ଡଳୀର ଆବଶ୍ୟକତା
(୧୫ ମି.)
୮. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ବହୁମୂଲ୍ୟ ଶିକ୍ଷା ଭାଗ ୧୨ରେ କʼଣ ଅଛି ଏବଂ ପାଠ ୭୪-୭୫