୯-୧୫ ଫେବୃୟାରୀ
ଯିଶାଇୟ ୩୩–୩୫
ଗୀତ ୩ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. ‘ସେ ତୁମ୍ଭକୁ ସୁସ୍ଥିର କରିବେ’
(୧୦ ମି.)
କୌଣସି ସମସ୍ୟାର ସାମନା କରିବା ସମୟରେ ଯିହୋବାଙ୍କୁ କହନ୍ତୁ ଯେ ସେ ଆପଣଙ୍କୁ ସୁସ୍ଥିର କରିବେ, ଅର୍ଥାତ୍ ଶାନ୍ତ ରହିବା ପାଇଁ ସାହାଯ୍ୟ କରିବେ (ଯିଶା ୩୩:୬କ; ପ୍ର୨୪.୦୧ ପୃ ୨୨ ¶୭-୮)
ଭଲ ନିଷ୍ପତ୍ତି ନେବା ପାଇଁ ଯିହୋବାଙ୍କୁ ଜ୍ଞାନ ଓ ବୁଦ୍ଧି ମାଗନ୍ତୁ (ଯିଶା ୩୩:୬ଖ; ପ୍ର୨୧.୦୨-ହି ପୃ ୨୯ ¶୧୦-୧୧)
ଯିହୋବାଙ୍କ ଉପରେ ଭରସା କରନ୍ତୁ ଏବଂ ଯିଶାଇୟ ୩୩:୨୪ ପଦରେ ଥିବା ଭବିଷ୍ୟତବାଣୀକୁ ପୂରା ହେବାର ଦେଖନ୍ତୁ (ଯିଶାଇୟ-୧ (ହିନ୍ଦୀ) ପୃ ୩୫୨-୩୫୫ ¶୨୧-୨୨)
ଝଡ଼ ତୋଫାନ ଭଳି ସମସ୍ୟାଗୁଡ଼ିକରେ ନିଜକୁ ସମ୍ଭାଳିବା ପାଇଁ ଆମ ପ୍ରକାଶନଗୁଡ଼ିକରେ ଅନୁସନ୍ଧାନ କରନ୍ତୁ
୨. ବହୁମୂଲ୍ୟ ରତ୍ନ
(୧୦ ମି.)
ଯିଶା ୩୫:୮—ଆଜିର ସମୟରେ “ପବିତ୍ରତାର ପଥ” କହିଲେ କʼଣ ? (ପ୍ର୨୩.୦୫ ପୃ ୧୫-୧୬ ¶୮)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ଯିଶା ୩୫:୧-୧୦ (ଶିଖାଇବା ଅଧ୍ୟୟନ ୧୨)
୪. କଥାବାର୍ତ୍ତା ଆରମ୍ଭ କରିବା
(୩ ମି.) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା । ଘରମାଲିକଙ୍କୁ ସଭା ପାଇଁ ଡାକନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୩ ପଏଣ୍ଟ ନଂ. ୩)
୫.ପୁଣିଥରେ ଭେଟିବା ସମୟରେ
(୪ ମି.) ଘର ଘର ପ୍ରଚାର । ଶିକ୍ଷା ଉପକରଣ ବକ୍ସରୁ ଗୋଟିଏ ଭିଡିଓ ଦେଖାନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୫)
୬. ଭାଷଣ
(୫ ମି.) ଲୋକଙ୍କୁ ପ୍ରେମ ଆଉ କିଛି ପରାମର୍ଶ—କ ପଏଣ୍ଟ ନଂ. ୧୫—ବାଇବଲରେ କୁହାଯାଇଛି ଯେ ଆମେ କିପରି ପ୍ରାର୍ଥନା କରିବା ଉଚିତ୍ । (ଶିଖାଇବା ଅଧ୍ୟୟନ ୧୪)
ଗୀତ ୪୧
୭. ମଣ୍ଡଳୀର ଆବଶ୍ୟକତା
(୧୫ ମି.)
୮. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ବହୁମୂଲ୍ୟ ଶିକ୍ଷା ପାଠ ୬୦-୬୧