ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb26 ଜାନୁୟାରୀ ପୃଷ୍ଠା ୧୦
  • ୨-୮ ଫେବୃୟାରୀ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨-୮ ଫେବୃୟାରୀ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୬
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୬
mwb26 ଜାନୁୟାରୀ ପୃଷ୍ଠା ୧୦

୨-୮ ଫେବୃୟାରୀ

ଯିଶାଇୟ ୩୦–୩୨

ଗୀତ ୪ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ଯିହୋବାଙ୍କଠାରେ ଆଶ୍ରୟ ନିଅନ୍ତୁ

(୧୦ ମି.)

ଯେପରି ଗୋଟିଏ ପକ୍ଷୀ ନିଜ ଛୁଆମାନଙ୍କୁ ଅନ୍ୟ ଜୀବଜନ୍ତୁଙ୍କଠାରୁ ରକ୍ଷା କରେ, ଠିକ୍‌ ସେହିଭଳି ଯିହୋବା ନିଜ ଲୋକମାନଙ୍କୁ ରକ୍ଷା କରନ୍ତି (ଯିଶା ୩୧:୫; ପ୍ର୦୧-ହି ୧୧/୧୫ ପୃ ୧୭ ¶୭)

ସେମାନଙ୍କ ନିକଟତର ରହନ୍ତୁ, ଯେଉଁମାନଙ୍କ ଜରିଆରେ ଯିହୋବା ଆପଣଙ୍କୁ ସାହାଯ୍ୟ କରୁଛନ୍ତି (ଯିଶା ୩୨:୧, ୨; ପ୍ର୨୪.୦୧ ପୃ ୨୪ ¶୧୩)

ନିଜକୁ ଦୃଢ଼ କରିବା ପାଇଁ ଯିହୋବା ଯେଉଁ ଆଶା ଦେଇଛନ୍ତି, ସେଗୁଡ଼ିକ ଉପରେ ଚିନ୍ତନ କରନ୍ତୁ (ଯିଶା ୩୨:୧୬-୧୮; ପ୍ର୨୩.୧୦ ପୃ ୧୬-୧୭ ¶୧୯)

ଗୋଟିଏ ଚିଲ ବସା ପାଖରେ ବସି ନିଜ ଛୁଆମାନଙ୍କ ରକ୍ଷା କରୁଛି ।

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଯିଶା ୩୦:୨୦—‘ଦୁଃଖରୂପ ଖାଦ୍ୟ ଓ କ୍ଳେଶରୂପ ଜଳର’ ଅର୍ଥ କʼଣ ? (ଇନସାଇଟ୍‌ “ରୋଟୀ” (ହିନ୍ଦୀ) ¶୬)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କʼଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଯିଶା ୩୧:୧-୯ (ଶିଖାଇବା ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ବ୍ୟକ୍ତି ଜଣକ କହନ୍ତି ଯେ ସେ ବର୍ତ୍ତମାନ ହୋଇଥିବା କୌଣସି ଘଟଣାକୁ ନେଇ ଚିନ୍ତିତ ଅଛନ୍ତି । (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୫)

୫.କଥାବାର୍ତ୍ତା ଆରମ୍ଭ କରିବା

(୪ ମି.) ଘର ଘର ପ୍ରଚାର । (ଲୋକଙ୍କୁ ପ୍ରେମ ପାଠ ୫ ପଏଣ୍ଟ ନଂ. ୫)

୬. ପୁଣିଥରେ ଭେଟିବା ସମୟରେ

(୪ ମି.) ଘର ଘର ପ୍ରଚାର । ଘରମାଲିକଙ୍କୁ ପଚାରନ୍ତୁ ଯେ କʼଣ ସେ ବାଇବଲ ଅଧ୍ୟୟନ କରିବା ପାଇଁ ଚାହାନ୍ତି ? (ଲୋକଙ୍କୁ ପ୍ରେମ ପାଠ ୭ ପଏଣ୍ଟ ନଂ. ୩)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୧୫୭

୭. “ଧାର୍ମିକତାର କାମ ଯୋଗୁଁ ସବୁଆଡ଼େ ଶାନ୍ତି ଥିବ”—ଉଦ୍ଧୃତାଂଶ

(୧୫ ମି.) ଆଲୋଚନା ।

ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଏହି ଭିଡିଓରୁ ଆପଣ ଧାର୍ମିକତାର କାର୍ଯ୍ୟ କରିବା ବିଷୟରେ କʼଣ ଶିଖିଲେ ?—ଯିଶା ୩୨:୧୭.

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ବହୁମୂଲ୍ୟ ଶିକ୍ଷା ପାଠ ୫୮-୫୯

ଶେଷ ଟିପ୍ପଣୀ (୩ ମି.) | ଗୀତ ୧୩୪ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ