ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb26 ଜାନୁୟାରୀ ପୃଷ୍ଠା ୮-୯
  • ୨୬ ଜାନୁୟାରୀ-୧ ଫେବୃୟାରୀ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୬ ଜାନୁୟାରୀ-୧ ଫେବୃୟାରୀ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୬
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୬
mwb26 ଜାନୁୟାରୀ ପୃଷ୍ଠା ୮-୯

୨୬ ଜାନୁୟାରୀ-୧ ଫେବୃୟାରୀ

ଯିଶାଇୟ ୨୮–୨୯

ଗୀତ ୨୮ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. କେବଳ କଥାରୁ ନୁହେଁ, ବରଂ ହୃଦୟରୁ ମଧ୍ୟ ଯିହୋବାଙ୍କ ଆଦର କରନ୍ତୁ

(୧୦ ମି.)

ଯିଶାଇୟ ନିଜ ସମୟର ଧର୍ମଗୁରୁମାନଙ୍କୁ ସେମାନଙ୍କ କାମଗୁଡ଼ିକ ପାଇଁ ସୁଧାରିଲେ (ଯିଶା ୨୯:୧୩; ଯିଶାଇୟ-୧ (ହିନ୍ଦୀ) ପୃ ୨୯୯ ¶୨୩)

ଯୀଶୁ କହିଲେ ଯେ ଯିଶାଇୟ କହିଥିବା କଥା ତାଙ୍କ ସମୟର ଧର୍ମଗୁରୁମାନଙ୍କ ଉପରେ ମଧ୍ୟ ଲାଗୁ ହୁଏ (ମାଥି ୧୫:୭-୯; ପ୍ର୨୧.୦୫-ହି ପୃ ୯ ¶୭)

ଯିହୋବା ନିଜ ସେବକମାନଙ୍କଠାରୁ ଆଶା କରନ୍ତି ଯେ ସେମାନେ ହୃଦୟରୁ “ଆଜ୍ଞାବହ” ହୁଅନ୍ତୁ (ରୋମୀ ୬:୧୭; ପ୍ର୨୪.୦୬ ପୃ ୧୦ ¶୮)

ଚିତ୍ରଗୁଡ଼ିକ: ୧. ଜଣେ ଭାଇ ସଭାରେ ଗୋଟିଏ ଭାଗ ପରିବେଷଣ କରୁଛନ୍ତି । ଟିଭିରେ ଗୋଟିଏ ପରିବାରକୁ ଦେଖାଯାଇଛି, ଯେଉଁମାନେ ଖୁସିରେ ପାରିବାରିକ ଉପାସନା କରୁଛନ୍ତି । ୨. ସେହି ଭାଇ ନିଜେ ମଧ୍ୟ ନିଜ ପରିବାର ସହିତ ମିଶି ଖୁସିରେ ପାରିବାରିକ ଉପାସନା କରୁଛନ୍ତି ।

ଆମେ ଯେପରି ଶିଖାଉ ଯଦି ସେହିପରି କାମ ବି କରୁ, ତାହେଲେ ଯିହୋବା ଏକଥା ଉପରେ ଧ୍ୟାନ ଦିଅନ୍ତି ଏବଂ ସେ ଖୁସି ହୁଅନ୍ତି

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଯିଶା ୨୯:୧—ଅରୀୟେଲ ନାମ କାହିଁକି ଯିରୂଶାଲମ ପାଇଁ ସଠିକ୍‌ ଅଟେ ? (ଇନସାଇଟ୍‌ “ଅରୀୟେଲ” (ହିନ୍ଦୀ) ¶୧; ଇନସାଇଟ୍‌ “ଅରୀୟେଲ” (ହିନ୍ଦୀ) ସଂ. ୩)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କʼଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଯିଶା ୨୯:୧୩-୨୪ (ଶିଖାଇବା ଅଧ୍ୟୟନ ୨)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୨ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଏହା ଜାଣିବା ପାଇଁ ଚେଷ୍ଟା କରନ୍ତୁ ଯେ ବ୍ୟକ୍ତିକୁ କେଉଁ ବିଷୟରେ ଆଗ୍ରହ ଅଛି ଓ ତାଙ୍କ ସହ ପୁଣିଥରେ ଭେଟିବା ପାଇଁ ଯୋଜନା କରନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୫)

୫.ପୁଣିଥରେ ଭେଟିବା ସମୟରେ

(୩ ମି.) ଘର ଘର ପ୍ରଚାର । ଘରମାଲିକ ପୂର୍ବ ସାକ୍ଷାତରେ ଯେଉଁ ପ୍ରଶ୍ନ କରିଥିଲେ, ତାହାର ଉତ୍ତର ଦିଅନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୩)

୬. ବାଇବଲ ଅଧ୍ୟୟନ ସମୟରେ

(୨ ମି.) ଘର ଘର ପ୍ରଚାର । ଘରମାଲିକଙ୍କୁ ପଚାରନ୍ତୁ ଯେ କʼଣ ସେ ବାଇବଲ ଅଧ୍ୟୟନ କରିବା ପାଇଁ ଚାହାନ୍ତି ? (ଲୋକଙ୍କୁ ପ୍ରେମ ପାଠ ୧୦ ପଏଣ୍ଟ ନଂ. ୩)

୭. ବାଇବଲ ଅଧ୍ୟୟନ ସମୟରେ

(୪ ମି.) ଜୀବନ ବହି ପାଠ ୧୮ ପଏଣ୍ଟ ନଂ. ୬-୭ (ଲୋକଙ୍କୁ ପ୍ରେମ ପାଠ ୧୧ ପଏଣ୍ଟ ନଂ. ୩)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୮୯

୮. “ମୁଁ ସର୍ବଦା ତାହାଙ୍କର ସନ୍ତୋଷଜନକ କାର୍ଯ୍ୟ କରେ ।”

(୮ ମି.) ଆଲୋଚନା ।

ଥରେ ଯୀଶୁ କହିଥିଲେ, “ମୁଁ ସର୍ବଦା [ଯିହୋବାଙ୍କର] ସନ୍ତୋଷଜନକ କାର୍ଯ୍ୟ କରେ ।” (ଯୋହ ୮:୨୯) ଯୀଶୁଙ୍କ ଭଳି ଆମେ ମଧ୍ୟ ଯିହୋବାଙ୍କ ଉପାୟରେ କାମ କରିବା ପାଇଁ ପୂରା ଚେଷ୍ଟା କରୁ । ବେଳେବେଳେ ଏପରି କରିବା ସହଜ ହୋଇ ନ ଥାଏ । କିନ୍ତୁ ଏଥିରୁ ଆମକୁ ନିଶ୍ଚୟ ଲାଭ ହୁଏ ।

ଚିତ୍ରଗୁଡ଼ିକ: “ଯିହୋବାଙ୍କ ଉପାୟରେ କାମ କରନ୍ତୁ” ନାମକ ଭିଡିଓର ଦୃଶ୍ୟ । ୧. ଜୋଏଲ ଏଡମ୍ସ୍‌ । ୨. ଗୈରିକ ଡିୟାଜ୍‌ । ୩. ଲାର୍ସ କାର୍ଲସେନ ।

ଯିହୋବାଙ୍କ ଉପାୟରେ କାମ କରନ୍ତୁ ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଯେବେ ଆମକୁ ଅତ୍ୟାଚାର କରାଯାଏ, ଭୁଲ କାମ କରିବାର ଚାପ ପକାଯାଏ କିମ୍ବା ଆମେ ଅହଙ୍କାରୀ ହୋଇଯାଉ, ତେବେ ଆମେ ଯିହୋବାଙ୍କ ଉପାୟରେ କିପରି କାମ କରିପାରିବା ?

୯. ମଣ୍ଡଳୀର ଆବଶ୍ୟକତା

(୭ ମି.)

୧୦. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ବହୁମୂଲ୍ୟ ଶିକ୍ଷା ପାଠ ୫୬, ଭାଗ ୧୦ରେ କʼଣ ଅଛି ଏବଂ ପାଠ ୫୭

ଶେଷ ଟିପ୍ପଣୀ (୩ ମି.) | ଗୀତ ୬୭ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ