ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb25 ମେ ପୃଷ୍ଠା ୯
  • ୨-୮ ଜୁନ୍‌

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨-୮ ଜୁନ୍‌
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
mwb25 ମେ ପୃଷ୍ଠା ୯

୨-୮ ଜୁନ୍‌

ହିତୋପଦେଶ ୧୬

ଗୀତ ୩୬ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ସଠିକ୍‌ ନିଷ୍ପତ୍ତି ନେବା ପାଇଁ ତିନୋଟି ପ୍ରଶ୍ନ

(୧୦ ମି.)

କʼଣ ମୋତେ ଭରସା ଅଛି ଯେ ଯିହୋବା ଯାହା ନିର୍ଦ୍ଦେଶ ଦିଅନ୍ତି, ତାହା ସଠିକ୍‌ ଥାଏ ? (ହିତୋ ୧୬:୩, ୨୦; ପ୍ର୧୪-ହି ୧/୧୫ ପୃ ୧୯-୨୦ ¶୧୧-୧୨)

କʼଣ ମୋର ନିଷ୍ପତ୍ତିରୁ ଯିହୋବା ଖୁସି ହେବେ ? (ହିତୋ ୧୬:୭)

କʼଣ ମୁଁ ଅନ୍ୟମାନେ ଯାହା କରନ୍ତି ଓ କହନ୍ତି କେବଳ ତାହାକୁ ଧ୍ୟାନରେ ରଖି ନିଷ୍ପତ୍ତି ନିଏ ? (ହିତୋ ୧୬:୨୫; ପ୍ର୧୩-ହି ୯/୧୫ ପୃ ୧୭ ¶୧-୩)

ଜଣେ ଯୁବା ଭାଇ କପଡ଼ା କିଣିବା ପାଇଁ ଦୋକାନକୁ ଯାଇଛନ୍ତି । ସେଠାରେ ଦୋକାନୀ ତାଙ୍କୁ ଟାଇଟ୍‌ କପଡ଼ା ଦେଖାଉଛନ୍ତି, କିନ୍ତୁ ଭାଇ ଏପରି କପଡ଼ା ବାଛୁଛନ୍ତି ଯାହା ସାକ୍ଷୀମାନଙ୍କୁ ଶୋଭା ପାଏ ।

ନିଜକୁ ପଚାରନ୍ତୁ, ‘ଏହି ପ୍ରଶ୍ନ ପଚାରିବା ଦ୍ୱାରା ମୁଁ କିପରି କପଡ଼ା ପିନ୍ଧିବା ଓ ଚୁଟି କୁଣ୍ଡାଇବା ବିଷୟରେ ସଠିକ୍‌ ନିଷ୍ପତ୍ତି ନେଇପାରିବି ?’

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ହିତୋ ୧୬:୨୨—ଅଜ୍ଞାନ ଲୋକ କିପରି ନିଜର ‘ଅଜ୍ଞାନତା ଯୋଗୁଁ ଶାସ୍ତି’ ପାଏ ? (ଇନସାଇଟ୍‌-୧ ପୃ ୬୨୯)

  • ଏ ସପ୍ତାହର ଅଧ୍ୟାୟରୁ ଆପଣ ଆଉ କʼଣ କʼଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ହିତୋ ୧୬:୧-୨୦ (ଶିଖାଇବା ଅଧ୍ୟୟନ ୧୨)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ବ୍ୟକ୍ତି ଜଣଙ୍କୁ କହନ୍ତୁ ଯେ ତାଙ୍କୁ jw.org ୱେବସାଇଟ୍‌ରୁ କʼଣ ଲାଭ ହୋଇପାରିବ । (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୫)

୫. ପୁଣିଥରେ ଭେଟିବା ସମୟରେ

(୪ ମି.) ଘର ଘର ପ୍ରଚାର । ଘରମାଲିକ ବାଇବଲ ଅଧ୍ୟୟନ କରିବା ପାଇଁ ମନା କରିଦେଇଥିଲେ । ତାଙ୍କୁ ପଚାରନ୍ତୁ ଯେ କʼଣ ସେ ଏବେ ବାଇବଲ ଅଧ୍ୟୟନ କରିବା ପାଇଁ ଚାହାନ୍ତି । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୫)

୬. ଭାଷଣ

(୫ ମି.) ସ.ପୁ-ରେଫରେନ୍‌ସ୧୬.୧୦-ହି ପୃ ୫ ¶୧-୨—ବିଷୟ: ହିତୋପଦେଶ ୧୬:୩ ପଦର ଅର୍ଥ କʼଣ ? (ଶିଖାଇବା ଅଧ୍ୟୟନ ୮)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୩୨

୭. ମଣ୍ଡଳୀର ଆବଶ୍ୟକତା

(୧୫ ମି.)

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ପ୍ର୨୨.୦୬ ଅଧ୍ୟୟନ ଲେଖା ୨୪ ¶୧୧-୨୦

ଶେଷ ଟିପ୍ପଣୀ (୩ ମି.) | ଗୀତ ୬୮ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ