୨୬ ମେ–୧ ଜୁନ୍
ହିତୋପଦେଶ ୧୫
ଗୀତ ୧୦୨ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. ଅନ୍ୟମାନଙ୍କୁ ଖୁସିରେ ରହିବା ପାଇଁ ସାହାଯ୍ୟ କରନ୍ତୁ
(୧୦ ମି.)
ଯେବେ ଆମ ଭାଇଭଉଣୀମାନେ ବଡ଼ ବଡ଼ ସମସ୍ୟାର ସାମନା କରନ୍ତି, ତେବେ ହୁଏତ ସେମାନଙ୍କୁ ଲାଗିବ ଯେ ସେମାନଙ୍କର ସବୁଦିନ ଅମଙ୍ଗଳ ଥିଲା (ହିତୋ ୧୫:୧୫)
ସମସ୍ୟାର ସାମନା କରୁଥିବା ଭାଇଭଉଣୀମାନଙ୍କର ଅତିଥି ସତ୍କାର କରନ୍ତୁ (ହିତୋ ୧୫:୧୭; ପ୍ର୧୦-ହି ୧୧/୧୫ ପୃ ୩୧ ¶୧୬)
ଗୋଟିଏ ଛୋଟିଆ ହସ ଓ ଉତ୍ସାହ ବଢ଼ାଉଥିବା କଥା କହି ଆମେ ସେମାନଙ୍କୁ ପ୍ରୋତ୍ସାହନ ଦେଇପାରିବା (ହିତୋ ୧୫:୨୩, ୩୦; ପ୍ର୧୮.୦୪-ହି ପୃ ୨୩-୨୪ ¶୧୬-୧୮)
ନିଜକୁ ପଚାରନ୍ତୁ, ‘ଆମ ମଣ୍ଡଳୀରେ କିଏ ସମସ୍ୟାର ସାମନା କରୁଛନ୍ତି ? ମୁଁ ତାଙ୍କର ଉତ୍ସାହ ବଢ଼ାଇବା ପାଇଁ କʼଣ କରିପାରିବି ?’
୨. ବହୁମୂଲ୍ୟ ରତ୍ନ
(୧୦ ମି.)
ହିତୋ ୧୫:୨୨—ଏହି ସିଦ୍ଧାନ୍ତ ସାହାଯ୍ୟରେ ଆପଣ କିପରି ଚିକିତ୍ସା ମାମଲାରେ ସଠିକ୍ ନିଷ୍ପତ୍ତି ନେଇପାରିବେ ? (ପବିତ୍ର ଶାସ୍ତ୍ର ସହ ଜଡ଼ିତ ପ୍ରଶ୍ନଗୁଡ଼ିକର ଉତ୍ତର (ଇଂରାଜୀ) ୩୯ ¶୩)
ଏ ସପ୍ତାହର ଅଧ୍ୟାୟରୁ ଆପଣ ଆଉ କʼଣ କ’ଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ହିତୋ ୧୫:୧-୨୧ (ଶିଖାଇବା ଅଧ୍ୟୟନ ୨)
୪. କଥାବାର୍ତ୍ତା ଆରମ୍ଭ କରିବା
(୩ ମି.) ଘର ଘର ପ୍ରଚାର । (ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୫)
୫. କଥାବାର୍ତ୍ତା ଆରମ୍ଭ କରିବା
(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ବ୍ୟକ୍ତି ଜଣଙ୍କୁ ପଚାରନ୍ତୁ ଯେ କʼଣ ସେ ବାଇବଲ ଅଧ୍ୟୟନ କରିବା ପାଇଁ ଚାହାନ୍ତି ? (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୪)
୬. ବାଇବଲ ଅଧ୍ୟୟନ ସମୟରେ
(୫ ମି.) ଆପଣଙ୍କ ବିଦ୍ୟାର୍ଥୀଙ୍କୁ ପରିବାର ତରଫରୁ ବିରୋଧର ସାମନା କରିବାକୁ ପଡ଼ୁଛି, ତାଙ୍କର ଉତ୍ସାହ ବଢ଼ାନ୍ତୁ । (ଶିଖାଇବା ଅଧ୍ୟୟନ ୪)
ଗୀତ ୧୫୫
୭. ସମସ୍ୟା ସତ୍ତ୍ୱେ ଆମେ ଖୁସିରେ ରହିପାରିବା
(୧୫ ମି.) ଆଲୋଚନା ।
ଆମେ ଖୁସିରେ ରହିପାରିବା ନିରାଶ ସତ୍ତ୍ୱେ, ଭୋକ ସତ୍ତ୍ୱେ ଏବଂ ବସ୍ତ୍ରହୀନ ସତ୍ତ୍ୱେ ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:
ଏହି ଭାଇଭଉଣୀମାନଙ୍କ ଅନୁଭୂତିରୁ ଆପଣ କʼଣ ଶିଖିଲେ ?
୮. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ପ୍ର୨୨.୦୬ ଅଧ୍ୟୟନ ଲେଖା ୨୪ ¶୧-୧୦