ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb25 ମାର୍ଚ୍ଚ ପୃଷ୍ଠା ୧୨-୧୩
  • ୨୧-୨୭ ଏପ୍ରିଲ୍‌

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୧-୨୭ ଏପ୍ରିଲ୍‌
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
mwb25 ମାର୍ଚ୍ଚ ପୃଷ୍ଠା ୧୨-୧୩

୨୧-୨୭ ଏପ୍ରିଲ୍‌

ହିତୋପଦେଶ ୧୦

ଗୀତ ୭୬ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ପ୍ରକୃତରେ ଧନୀ ହେବା ପାଇଁ କʼଣ ଜରୁରୀ ?

(୧୦ ମି.)

ପ୍ରକୃତରେ ଧନୀ ହେବା ପାଇଁ ଏହା ବି ଜରୁରୀ ଯେ ଆମେ ଅନ୍ୟମାନଙ୍କୁ ଯିହୋବାଙ୍କ ବିଷୟରେ ଶିଖାଇବା ପାଇଁ ‘କର୍ମଶୀଳ’ ହେଉ ଅର୍ଥାତ୍‌ ପରିଶ୍ରମ କରୁ । (ହିତୋ ୧୦:୪, ୫; ପ୍ର୦୧-ହି ୭/୧୫ ପୃ ୨୪ ¶୮-ପୃ ୨୫ ¶୨)

ଧାର୍ମିକ ବ୍ୟକ୍ତି ହେବା ଧନ ସମ୍ପତ୍ତିଠାରୁ ବେଶି ଜରୁରୀ (ହିତୋ ୧୦:୧୫, ୧୬; ପ୍ର୦୧-ହି ୯/୧୫ ପୃ ୨୪ ¶୩-୪)

ଯିହୋବାଙ୍କ ଆଶୀର୍ବାଦ ହିଁ ଆମକୁ ପ୍ରକୃତ ଧନୀ କରେ (ହିତୋ ୧୦:୨୨; ଇନସାଇଟ୍‌-୧ ପୃ ୩୪୦)

ଗୋଟିଏ ଅଧିବେଶନରେ ଦୁଇଜଣ ଭଉଣୀ ପରସ୍ପରକୁ ଆଲିଙ୍ଗନ କରୁଛନ୍ତି ।

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ହିତୋ ୧୦:୨୨—ଯିହୋବା ‘ଆଶୀର୍ବାଦ ସଙ୍ଗରେ ଦୁଃଖ ଯୋଗ କରନ୍ତି ନାହିଁ,’ ତାହେଲେ କାହିଁକି ତାଙ୍କ ସେବକମାନଙ୍କୁ ଅନେକ ସମସ୍ୟାର ସାମନା କରିବାକୁ ପଡ଼େ ? (ପ୍ର୦୬-ହି ୫/୧୫ ପୃ ୩୦ ¶୧୮)

  • ଏ ସପ୍ତାହର ଅଧ୍ୟାୟରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ହିତୋ ୧୦:୧-୧୯ (ଶିଖାଇବା ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୪ ମି.) ଘର ଘର ପ୍ରଚାର । ଘରମାଲିକ କହନ୍ତି ଯେ ସେ ଭଗବାନଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ । (ଲୋକଙ୍କୁ ପ୍ରେମ ପାଠ ୪ ପଏଣ୍ଟ ନଂ. ୩)

୫. କଥାବାର୍ତ୍ତା ଆରମ୍ଭ କରିବା

(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ସେହି ବ୍ୟକ୍ତିଙ୍କୁ ପଚାରନ୍ତୁ ଯେ କʼଣ ସେ ବାଇବଲ ଅଧ୍ୟୟନ କରିବା ପାଇଁ ଚାହାନ୍ତି ? (ଲୋକଙ୍କୁ ପ୍ରେମ ପାଠ ୪ ପଏଣ୍ଟ ନଂ. ୪)

୬. ପୁଣିଥରେ ଭେଟିବା ସମୟରେ

(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ସେହି ବ୍ୟକ୍ତିଙ୍କୁ କହନ୍ତୁ ଯେ ତାଙ୍କୁ ଯେଉଁ ବିଷୟରେ ଆଗ୍ରହ ଅଛି, ସେହି ବିଷୟ ସହ ଜଡ଼ିତ ତଥ୍ୟ ସେ jw.org ୱେବସାଇଟ୍‌ରେ କିପରି ଖୋଜିପାରିବେ । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୪)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୧୧୧

୭. କେଉଁ ଆଶିଷଗୁଡ଼ିକ ଯିହୋବାଙ୍କ ସେବକମାନଙ୍କୁ ଧନୀ କରେ ?

(୭ ମି.) ଆଲୋଚନା ।

ଏହି ଶେଷ ସମୟରେ ଯିହୋବା ନିଜ ସେବକମାନଙ୍କୁ ଅନେକ ଆଶିଷ ଦେଉଛନ୍ତି । ଏହି ଆଶିଷଗୁଡ଼ିକ ଯୋଗୁଁ ଆମେ ସମସ୍ୟା ସମୟରେ ବି ଖୁସିରେ ରହିପାରୁ ଓ ଏହା ଆମକୁ ପ୍ରକୃତ ଧନୀ କରେ । (ଗୀତ ୪:୩; ହିତୋ ୧୦:୨୨) ଆଗକୁ ଦିଆଯାଇଥିବା ପଦଗୁଡ଼ିକୁ ପଢ଼ନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ ଯେ ଏଥିରେ ଦିଆଯାଇଥିବା ଆଶିଷଗୁଡ଼ିକ କିପରି ଆମକୁ ଧନୀ କରେ ।

  • ଯିଶା ୬୫:୧୩

  • ଲୂକ ୧୧:୧୩

  • ଯୋହ ୧୩:୩୫

ଅଧିକ ସେବା କରିବାର ସୁଯୋଗ ଖୋଜି ଯିହୋବାଙ୍କ ଅନେକ ସେବକମାନେ ଆହୁରି ଅଧିକ ଖୁସି ଅଛନ୍ତି ।

ଯୁବାମାନେ, ଶାନ୍ତି ଆଡ଼କୁ ନେଇଯାଉଥିବା ରାସ୍ତା ବାଛନ୍ତୁ ନାମକ ଭିଡିଓର ଦୃଶ୍ୟ । ୧. ହାର୍ଲି । ୨. ଅନ୍‌ଜିଲ । ୩. କାର୍ଲି ।

ଯୁବାମାନେ, ଶାନ୍ତି ଆଡ଼କୁ ନେଇଯାଉଥିବା ରାସ୍ତା ବାଛନ୍ତୁ ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ହାର୍ଲି, ଅନ୍‌ଜିଲ ଓ କାର୍ଲିଙ୍କ ଅନୁଭୂତିରୁ ଆପଣ କʼଣ ଶିଖିଲେ ?

୮. ୨୦୨୫ ସ୍ଥାନୀୟ ଯୋଜନା ଓ ନିର୍ମାଣ କାର୍ଯ୍ୟକ୍ରମ ବିଷୟରେ ନୂଆ ତଥ୍ୟ

(୮ ମି.) ଭାଷଣ । ଭିଡିଓ ଦେଖାନ୍ତୁ ।

୯. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ପ୍ର୨୨.୦୫ ଅଧ୍ୟୟନ ଲେଖା ୨୧ ¶୧୧-୨୦

ଶେଷ ଟିପ୍ପଣୀ (୩ ମି.) | ଗୀତ ୧୧୫ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ