ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb25 ମାର୍ଚ୍ଚ ପୃଷ୍ଠା ୧୧
  • ୧୪-୨୦ ଏପ୍ରିଲ୍‌

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୪-୨୦ ଏପ୍ରିଲ୍‌
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
mwb25 ମାର୍ଚ୍ଚ ପୃଷ୍ଠା ୧୧

୧୪-୨୦ ଏପ୍ରିଲ୍‌

ହିତୋପଦେଶ ୯

ଗୀତ ୫୬ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ବୁଦ୍ଧିମାନ ହୁଅନ୍ତୁ, କାହାରି ନିନ୍ଦା କରନ୍ତୁ ନାହିଁ

(୧୦ ମି.)

ଯିଏ ନିନ୍ଦା କରେ, ସେ କାହାରି ପରାମର୍ଶ ସ୍ୱୀକାର କରେ ନାହିଁ ବରଂ ଯିଏ ପରାମର୍ଶ ଦିଏ ତାକୁ ରାଗିଯାଏ (ହିତୋ ୯:୭, ୮କ; ପ୍ର୨୨.୦୨-ହି ପୃ ୯ ¶୪)

ବୁଦ୍ଧିମାନ ବ୍ୟକ୍ତି ପରାମର୍ଶ ସ୍ୱୀକାର କରେ ଓ ଯିଏ ପରାମର୍ଶ ଦିଅନ୍ତି ତାଙ୍କୁ କୃତଜ୍ଞତା ଦେଖାଏ (ହିତୋ ୯:୮ଖ, ୯; ପ୍ର୨୨.୦୨-ହି ପୃ ୧୨-୧୩ ¶୧୨-୧୪; ପ୍ର୦୧-ହି ୫/୧୫ ପୃ ୩୦ ¶୧-୨)

ବୁଦ୍ଧିମାନ ବ୍ୟକ୍ତିର ଲାଭ ହୁଏ କିନ୍ତୁ ଯିଏ ନିନ୍ଦା କରେ ତାʼର କ୍ଷତି ହୁଏ (ହିତୋ ୯:୧୨; ପ୍ର୦୧-ହି ୫/୧୫ ପୃ ୩୦ ¶୫)

ଜଣେ ଯୁବା ଭଉଣୀ, ଜଣେ ବୃଦ୍ଧ ଭଉଣୀଙ୍କ ସହିତ ଗୋଟିଏ ହୋଟେଲରେ ମିଶି ଖାଉଛନ୍ତି । ଯୁବା ଭଉଣୀ, ବୃଦ୍ଧ ଭଉଣୀଙ୍କ ପରାମର୍ଶ ଧ୍ୟାନର ସହ ଶୁଣୁଛନ୍ତି ।

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ହିତୋ ୯:୧୭—“ଚୌର୍ଯ୍ୟଜଳ” କʼଣ ଓ ଏହାକୁ କାହିଁକି “ମିଷ୍ଟ” ବୋଲି କୁହାଯାଇଛି ? (ପ୍ର୨୩.୦୬ ପୃ ୨୨-୨୩ ¶୯)

  • ଏ ସପ୍ତାହର ଅଧ୍ୟାୟରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ହିତୋ ୯:୧-୧୮ (ଶିଖାଇବା ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. ପୁଣିଥରେ ଭେଟିବା ସମୟରେ

(୪ ମି.) ଘର ଘର ପ୍ରଚାର । ଘରମାଲିକ ସ୍ମାରକରେ ଆସିଥିଲେ । (ଲୋକଙ୍କୁ ପ୍ରେମ ପାଠ ୮ ପଏଣ୍ଟ ନଂ. ୩)

୫. ପୁଣିଥରେ ଭେଟିବା ସମୟରେ

(୪ ମି.) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା । ଗତଥର ଆପଣ ବ୍ୟକ୍ତି ଜଣକୁ କହିଥିଲେ ଯେ ତାଙ୍କ ଅଞ୍ଚଳରେ ସ୍ମାରକ କେଉଁଠି ହେବ । (ଲୋକଙ୍କୁ ପ୍ରେମ ପାଠ ୭ ପଏଣ୍ଟ ନଂ. ୪)

୬. ପୁଣିଥରେ ଭେଟିବା ସମୟରେ

(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଗତଥର ଆପଣ ନିଜ ଚିହ୍ନା ପରିଚିତ ବ୍ୟକ୍ତିଙ୍କୁ କହିଥିଲେ ଯେ ତାଙ୍କ ଅଞ୍ଚଳରେ ସ୍ମାରକ କେଉଁଠି ହେବ । (ଲୋକଙ୍କୁ ପ୍ରେମ ପାଠ ୮ ପଏଣ୍ଟ ନଂ. ୪)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୮୪

୭. କʼଣ ବଡ଼ ଦାୟିତ୍ୱ ଆମକୁ ଅନ୍ୟମାନଙ୍କଠାରୁ ବଡ଼ କରାଏ ?

(୧୫ ମି.) ଆଲୋଚନା ।

ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • କିଛି ଭାଷାଗୁଡ଼ିକରେ “ସମ୍ମାନ” ବା “ଦାୟିତ୍ୱର” ଅର୍ଥ କʼଣ ହୋଇପାରେ ?

  • ଯେଉଁମାନେ ମଣ୍ଡଳୀରେ ଦାୟିତ୍ୱ ତୁଲାଉଛନ୍ତି, ସେମାନଙ୍କୁ ନିଜ ବିଷୟରେ କେଉଁ କଥା ମନେ ରଖିବା ଉଚିତ୍‌ ?

  • ଅନ୍ୟମାନଙ୍କ ସେବା କରିବା କୌଣସି ପଦବୀ ପାଇବାଠାରୁ କାହିଁକି ଅଧିକ ଜରୁରୀ ଅଟେ ?

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ପ୍ର୨୨.୦୫ ଅଧ୍ୟୟନ ଲେଖା ୨୧ ¶୧-୧୦

ଶେଷ ଟିପ୍ପଣୀ (୩ ମି.) | ଗୀତ ୪୨ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ