ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb25 ମାର୍ଚ୍ଚ ପୃଷ୍ଠା ୭
  • ୩୧ ମାର୍ଚ୍ଚ–୬ ଏପ୍ରିଲ୍‌

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୩୧ ମାର୍ଚ୍ଚ–୬ ଏପ୍ରିଲ୍‌
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
mwb25 ମାର୍ଚ୍ଚ ପୃଷ୍ଠା ୭

୩୧ ମାର୍ଚ୍ଚ–୬ ଏପ୍ରିଲ୍‌

ହିତୋପଦେଶ ୭

ଗୀତ ୩୪ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ପ୍ରାଚୀନ ସମୟର ଜଣେ ବେଶ୍ୟା ନିଜ ଘର ଦ୍ୱାରରେ ଠିଆ ହୋଇଛି ଓ ଜଣେ ଯୁବା ସେହି ରାସ୍ତା ଦେଇ ଯାଉଛି ।

୧. ପ୍ରଲୋଭିତ କରୁଥିବା ପରିସ୍ଥିତିଠାରୁ ଦୂରେଇ ରହନ୍ତୁ

(୧୦ ମି.)

ଜଣେ ବୁଦ୍ଧିବିହୀନ ଯୁବା ଜାଣିଶୁଣି ଏପରି ଜାଗାକୁ ଯାଏ ଯେଉଁଠି ବେଶ୍ୟାମାନେ ରହନ୍ତି (ହିତୋ ୭:୭-୯; ପ୍ର୦୦-ହି ୧୧/୧୫ ପୃ ୨୯ ¶୫)

ଜଣେ ବେଶ୍ୟା ତାକୁ ଯୌନ ସମ୍ପର୍କ ରଖିବା ପାଇଁ ପ୍ରଲୋଭିତ କରେ (ହିତୋ ୭:୧୦, ୧୩-୨୧; ପ୍ର୦୦-ହି ୧୧/୧୫ ପୃ ୩୦ ¶୪-୬)

ସେ ନିଜକୁ ଏପରି ପରିସ୍ଥିତିରେ ପକାଇ ଖରାପ ପରିଣାମ ଭୋଗେ (ହିତୋ ୭:୨୨, ୨୩; ପ୍ର୦୦-ହି ୧୧/୧୫ ପୃ ୩୧ ¶୨)

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ହିତୋ ୭:୩—ଆମେ କିପରି ଈଶ୍ୱରଙ୍କ ଆଜ୍ଞାଗୁଡ଼ିକୁ ନିଜ ଅଙ୍ଗୁଳିରେ ବାନ୍ଧି ରଖିପାରିବା ଏବଂ ହୃଦୟ-ପଟାରେ ଲେଖିପାରିବା ? (ପ୍ର୦୦-ହି ୧୧/୧୫ ପୃ ୨୯ ¶୧)

  • ଏ ସପ୍ତାହର ଅଧ୍ୟାୟରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ହିତୋ ୭:୬-୨୦ (ଶିଖାଇବା ଅଧ୍ୟୟନ ୨)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. ପୁଣିଥରେ ଭେଟିବା ସମୟରେ

(୪ ମି.) ଘର ଘର ପ୍ରଚାର । ଗତଥର ଆପଣ ଘରମାଲିକଙ୍କୁ ସ୍ମାରକର ନିମନ୍ତ୍ରଣ ପତ୍ର ଦେଇଥିଲେ ଓ ସେ ଏବିଷୟରେ ଆହୁରି ଜାଣିବା ପାଇଁ ଆଗ୍ରହ ଦେଖାଇଥିଲେ । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୫)

୫. ପୁଣିଥରେ ଭେଟିବା ସମୟରେ

(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଗତଥର ଆପଣ ବ୍ୟକ୍ତି ଜଣକୁ ସ୍ମାରକର ନିମନ୍ତ୍ରଣ ପତ୍ର ଦେଇଥିଲେ ଓ ସେ ଏବିଷୟରେ ଆହୁରି ଜାଣିବା ପାଇଁ ଆଗ୍ରହ ଦେଖାଇଥିଲେ । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୪)

୬. ପୁଣିଥରେ ଭେଟିବା ସମୟରେ

(୪ ମି.) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା । ଗତଥର ଆପଣ ବ୍ୟକ୍ତି ଜଣକୁ ସ୍ମାରକର ନିମନ୍ତ୍ରଣ ପତ୍ର ଦେଇଥିଲେ ଓ ସେ ଏବିଷୟରେ ଆହୁରି ଜାଣିବା ପାଇଁ ଆଗ୍ରହ ଦେଖାଇଥିଲେ । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୩)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୧୩

୭. ଅନ୍ୟ ସୁଯୋଗ ପାଇବା ପର୍ଯ୍ୟନ୍ତ (ଲୂକ ୪:୬)

(୧୫ ମି.) ଆଲୋଚନା ।

ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଯୀଶୁଙ୍କୁ କିପରି ପ୍ରଲୋଭିତ କରାଗଲା ? ଆମକୁ ମଧ୍ୟ କିପରି ପ୍ରଲୋଭିତ କରାଯାଇପାରେ ?

  • ଆମେ କିପରି ଏପରି ପରିସ୍ଥିତିର ସାମନା କରିପାରିବା ?

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ପ୍ର୨୨.୦୫ ଅଧ୍ୟୟନ ଲେଖା ୨୦ ¶୮-୧୩

ଶେଷ ଟିପ୍ପଣୀ (୩ ମି.) | ଗୀତ ୭୦ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ