ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb25 ମାର୍ଚ୍ଚ ପୃଷ୍ଠା ୬-୧୬
  • ୨୪-୩୦ ମାର୍ଚ୍ଚ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୪-୩୦ ମାର୍ଚ୍ଚ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
mwb25 ମାର୍ଚ୍ଚ ପୃଷ୍ଠା ୬-୧୬

୨୪-୩୦ ମାର୍ଚ୍ଚ

ହିତୋପଦେଶ ୬

ଗୀତ ୧୧ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ଆମେ ପିମ୍ପୁଡ଼ିମାନଙ୍କଠାରୁ କʼଣ ଶିଖିପାରିବା ?

(୧୦ ମି.)

ପିମ୍ପୁଡ଼ିମାନଙ୍କଠାରୁ ଆମେ ଅନେକ କଥା ଶିଖିପାରିବା (ହିତୋ ୬:୬)

ପିମ୍ପୁଡ଼ିମାନଙ୍କୁ ଏପରି ଭାବେ ସୃଷ୍ଟି କରାଯାଇଛି ଯେ ସେଗୁଡ଼ିକ କୌଣସି ଶାସକ ବିନା ମଧ୍ୟ ବହୁତ ପରିଶ୍ରମ କରନ୍ତି, ପରସ୍ପରକୁ ସାହାଯ୍ୟ କରନ୍ତି ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତି କରନ୍ତି (ହିତୋ ୬:୭, ୮; ଇନସାଇଟ୍‌-୧ ପୃ ୧୧୫ ¶୧-୨)

ଯଦି ଆମେ ପିମ୍ପୁଡ଼ିମାନଙ୍କ ଭଳି ହେବା ତାହେଲେ ଆମକୁ ଲାଭ ହେବ (ହିତୋ ୬:୯-୧୧; ପ୍ର୦୦-ହି ୯/୧୫ ପୃ ୨୬ ¶୩-୪)

ପିମ୍ପୁଡ଼ିମାନେ ପତ୍ର ବୋହିକି ଯାଉଛନ୍ତି ।

© Aerial Media Pro/Shutterstock

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ହିତୋ ୬:୧୬-୧୯—ଏହି ପଦଗୁଡ଼ିକରେ ଯେଉଁ ବିଷୟରେ କୁହାଯାଇଛି, କʼଣ ଯିହୋବା କେବଳ ସେଗୁଡ଼ିକୁ ହିଁ ଘୃଣା କରନ୍ତି ? (ପ୍ର୦୦-ହି ୯/୧୫ ପୃ ୨୭ ¶୪)

  • ଏ ସପ୍ତାହର ଅଧ୍ୟାୟରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ହିତୋ ୬:୧-୨୬ (ଶିଖାଇବା ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଆପଣଙ୍କ ସମ୍ପର୍କୀୟ ଯିଏ କିଛି ସମୟରୁ ଯିହୋବାଙ୍କ ସେବା କରିବା ଛାଡ଼ି ଦେଇଛନ୍ତି, ତାଙ୍କୁ ବିଶେଷ ଭାଷଣରେ ଓ ସ୍ମାରକରେ ଡାକନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୪ ପଏଣ୍ଟ ନଂ. ୩)

୫. କଥାବାର୍ତ୍ତା ଆରମ୍ଭ କରିବା

(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ସ୍ମାରକରେ ଯିବା ପାଇଁ ନିଜ ମାଲିକଙ୍କୁ ଛୁଟି ମାଗନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୩ ପଏଣ୍ଟ ନଂ. ୩)

୬. କଥାବାର୍ତ୍ତା ଆରମ୍ଭ କରିବା

(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ବ୍ୟକ୍ତି ଜଣକୁ ବିଶେଷ ଭାଷଣରେ ଓ ସ୍ମାରକରେ ଡାକନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୫ ପଏଣ୍ଟ ନଂ. ୩)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୨

୭. ସୃଷ୍ଟିରୁ ଜଣାପଡ଼େ ଯେ ଯିହୋବା ଚାହାନ୍ତି ଆମେ ଖୁସିରେ ରହୁ—ଅଦ୍ଭୁତ ଜୀବଜନ୍ତୁ

(୫ ମି.) ଆଲୋଚନା ।

ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଜୀବଜନ୍ତୁମାନଙ୍କୁ ଦେଖି ଯିହୋବାଙ୍କ ବିଷୟରେ କʼଣ ଜଣାପଡ଼େ ?

୮. ମଣ୍ଡଳୀର ଆବଶ୍ୟକତା

(୧୦ ମି.)

୯. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ପ୍ର୨୨.୦୫ ଅଧ୍ୟୟନ ଲେଖା ୨୦ ¶୧-୭

ଶେଷ ଟିପ୍ପଣୀ (୩ ମି.) | ଗୀତ ୧୨୬ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ