ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb25 ମାର୍ଚ୍ଚ ପୃଷ୍ଠା ୧୦
  • ୭-୧୩ ଏପ୍ରିଲ୍‌

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୭-୧୩ ଏପ୍ରିଲ୍‌
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
mwb25 ମାର୍ଚ୍ଚ ପୃଷ୍ଠା ୧୦

୭-୧୩ ଏପ୍ରିଲ୍‌

ହିତୋପଦେଶ ୮

ଗୀତ ୮୯ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯୀଶୁ ପଡ଼ିଆରେ ଲୋକମାନଙ୍କୁ ଶିଖାଉଛନ୍ତି ।

୧. ଯୀଶୁଙ୍କ ବୁଦ୍ଧିଭରା କଥା ଶୁଣନ୍ତୁ

(୧୦ ମି.)

ଯୀଶୁଙ୍କୁ ହିତୋପଦେଶ ବହିରେ “ବୁଦ୍ଧି” ବୋଲି କୁହାଯାଇଛି । ଯିହୋବା ତାଙ୍କଠାରୁ ହିଁ ‘ଗତିର ଆରମ୍ଭ’ ବା ସୃଷ୍ଟିର ଆରମ୍ଭ କଲେ (ହିତୋ ୮:୧, ୪, ୨୨; ଅନୁଗମନ କର (ହିନ୍ଦୀ) ପୃ ୧୩୦ ¶୭)

ଯିହୋବା ଓ ଯୀଶୁ ଯୁଗ ଯୁଗ ଧରି ସାଙ୍ଗରେ ମିଶି ସବୁକିଛି ସୃଷ୍ଟି କଲେ । ସେହି ସମୟ ମଧ୍ୟରେ ଯୀଶୁଙ୍କ ବୁଦ୍ଧି ଓ ନିଜ ପିତାଙ୍କ ପାଇଁ ତାଙ୍କ ପ୍ରେମ ଆହୁରି ବଢ଼ିଲା (ହିତୋ ୮:୩୦, ୩୧; ଅନୁଗମନ କର (ହିନ୍ଦୀ) ପୃ ୧୩୧ ¶୮-୯)

ଯୀଶୁଙ୍କ ବୁଦ୍ଧିଭରା କଥା ଶୁଣିଲେ ଆମକୁ ଲାଭ ହେବ (ହିତୋ ୮:୩୨, ୩୫; ପ୍ର୦୯-ହି ୪/୧୫ ପୃ ୩୧ ¶୧୪)

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ହିତୋ ୮:୧-୩—ବୁଦ୍ଧି କିପରି ‘ଉଚ୍ଚସ୍ୱରରେ’ ଡାକେ ? (ସଜା-ହି ୭/୧୪ ପୃ ୧୬)

  • ଏ ସପ୍ତାହର ଅଧ୍ୟାୟରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ହିତୋ ୮:୨୨-୩୬ (ଶିଖାଇବା ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. ପୁଣିଥରେ ଭେଟିବା ସମୟରେ

(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ବ୍ୟକ୍ତି ଜଣକ ସ୍ମାରକରେ ଆସିବା ପାଇଁ ଭାବୁଛନ୍ତି ଏବଂ ସେଠାରେ କʼଣ କʼଣ ହେବ ସେବିଷୟରେ ପଚାରନ୍ତି । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୩)

୫. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ସ୍ମାରକ ସଭାରେ ଆସିଥିବା ଏପରି ବ୍ୟକ୍ତିଙ୍କୁ ସ୍ୱାଗତ କରନ୍ତୁ, ଯାହାଙ୍କୁ ନିଜ ଘରେ ନିମନ୍ତ୍ରଣ ପତ୍ର ମିଳିଥିଲା । ସ୍ମାରକ ପରେ ତାଙ୍କର କିଛି ପ୍ରଶ୍ନର ଉତ୍ତର ଦିଅନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୩ ପଏଣ୍ଟ ନଂ. ୫)

୬. ଅନ୍ୟକୁ ନିଜ ବିଶ୍ୱାସ ବିଷୟରେ ବୁଝାଇବା

(୫ ମି.) ଭାଷଣ । ପବିତ୍ର ଶାସ୍ତ୍ର ସହ ଜଡ଼ିତ ପ୍ରଶ୍ନଗୁଡ଼ିକର ଉତ୍ତର (ହିନ୍ଦୀ) ୧୬୦—ବିଷୟ: ଯୀଶୁଙ୍କୁ କାହିଁକି ଈଶ୍ୱରଙ୍କ ପୁତ୍ର କୁହାଯାଏ ? (ଶିଖାଇବା ଅଧ୍ୟୟନ ୧)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୧୦୫

୭. ମଣ୍ଡଳୀର ଆବଶ୍ୟକତା

(୧୫ ମି.)

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ପ୍ର୨୨.୦୫ ଅଧ୍ୟୟନ ଲେଖା ୨୦ ¶୧୪-୨୧

ଶେଷ ଟିପ୍ପଣୀ (୩ ମି.) | ଗୀତ ୭ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ