ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb24 ଜୁଲାଇ ପୃଷ୍ଠା ୧୨
  • ୧୨-୧୮ ଅଗଷ୍ଟ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୨-୧୮ ଅଗଷ୍ଟ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୪
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୪
mwb24 ଜୁଲାଇ ପୃଷ୍ଠା ୧୨

୧୨-୧୮ ଅଗଷ୍ଟ

ଗୀତସଂହିତା ୭୩–୭୪

ଗୀତ ୩୬ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ଯଦି ଆମେ ଦୁନିଆର ଲୋକମାନଙ୍କୁ ଈର୍ଷା କରିବାକୁ ଲାଗୁ, ତାହେଲେ ଆମକୁ କʼଣ କରିବାକୁ ପଡ଼ିବ ?

(୧୦ ମି.)

ଆମେ ଦୁନିଆର ଲୋକମାନଙ୍କୁ ଈର୍ଷା କରିବାକୁ ଲାଗିପାରୁ (ଗୀତ ୭୩:୩-୫; ପ୍ର୨୦.୧୨-ହି ପୃ ୧୯ ¶୧୪)

ନିଜକୁ ଭାଇଭଉଣୀମାନଙ୍କଠାରୁ ଅଲଗା କରିବା ପରିବର୍ତ୍ତେ, ଯଦି ଆମେ ସେମାନଙ୍କ ସହିତ ମିଳିମିଶି ଯିହୋବାଙ୍କ ଉପାସନା କରିବା, ତେବେ ଦୁନିଆର ଲୋକମାନଙ୍କ ପ୍ରତି ଆମେ ସଠିକ୍‌ ଦୃଷ୍ଟିକୋଣ ରଖିପାରିବା (ଗୀତ ୭୩:୧୭; ହିତୋ ୧୮:୧; ପ୍ର୨୦.୧୨-ହି ପୃ ୧୯-୨୦ ¶୧୫-୧୬)

ଯେଉଁ ଲୋକମାନେ ଈଶ୍ୱରଙ୍କ ସେବା କରନ୍ତି ନାହିଁ, ସେମାନେ “ଖସଡ଼ା ସ୍ଥାନରେ” ଅଛନ୍ତି, କିନ୍ତୁ ଯେଉଁମାନେ ସେବା କରନ୍ତି, ସେମାନଙ୍କୁ “ଗୌରବ” ମିଳିବ (ଗୀତ ୭୩:୧୮, ୧୯, ୨୪; ପ୍ର୧୪-ହି ୪/୧୫ ପୃ ୪ ¶୫; ପ୍ର୧୩-ହି ୨/୧୫ ପୃ ୨୫-୨୬ ¶୩-୫)

ଜଣେ ଝିଅ, ଯିଏ ଯିହୋବାଙ୍କ ସାକ୍ଷୀ ଅଟେ, ନିଜ ସ୍କୁଲର ଅନ୍ୟ ଝିଅମାନଙ୍କୁ ଦେଖି ଈର୍ଷା କରୁଛି ଯେଉଁମାନେ ପରସ୍ପର ମଧ୍ୟରେ କଥା ହେଉଛନ୍ତି ଓ ଫୋନ୍‌ ଦେଖୁଛନ୍ତି ।

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଗୀତ ୭୪:୧୩, ୧୪—“ଲିବିୟାଥନର” କʼଣ ଅର୍ଥ ହୋଇପାରେ ? (ଇନସାଇଟ୍‌-୨ ପୃ ୨୪୦)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଗୀତ ୭୪:୧-୨୩ (ଶିଖାଇବା ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ସଠିକ୍‌ ସମୟ ଦେଖି କେହି ଚିହ୍ନା ପରିଚିତ ବ୍ୟକ୍ତିଙ୍କୁ କହନ୍ତୁ ଯେ ଆପଣ କିଛି ଦିନ ପୂର୍ବରୁ ହୋଇଥିବା ସଭାରୁ କʼଣ ଶିଖିଲେ ? (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୪)

୫. ପୁଣିଥରେ ଭେଟିବା ସମୟରେ

(୪ ମି.) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା । ଘରମାଲିକଙ୍କୁ ପଚାରନ୍ତୁ ଯେ କʼଣ ସେ ବାଇବଲ ଅଧ୍ୟୟନ କରିବା ପାଇଁ ଚାହାନ୍ତି ଆଉ ତାʼପରେ ଏହା କିପରି ହୁଏ ସେବିଷୟରେ କହନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୮ ପଏଣ୍ଟ ନଂ. ୩)

୬. ଅନ୍ୟକୁ ନିଜ ବିଶ୍ୱାସ ବିଷୟରେ ବୁଝାଇବା

(୫ ମି.) ଭାଷଣ । ପବିତ୍ର ଶାସ୍ତ୍ର ସହ ଜଡ଼ିତ ପ୍ରଶ୍ନଗୁଡ଼ିକର ଉତ୍ତର ୮୯—ବିଷୟ: କʼଣ ସବୁ ଧର୍ମ ଠିକ୍‌ ? (ଶିଖାଇବା ଅଧ୍ୟୟନ ୧୪)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୭୨

୭. ମଣ୍ଡଳୀର ଆବଶ୍ୟକତା

(୧୫ ମି.)

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ପ୍ର୨୨.୦୧-ହି ଅଧ୍ୟୟନ ଲେଖା ୧ ¶୧-୯

ଶେଷ ଟିପ୍ପଣୀ (୩ ମି.) | ଗୀତ ୯୮ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ