ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb24 ଜୁଲାଇ ପୃଷ୍ଠା ୧୩
  • ୧୯-୨୫ ଅଗଷ୍ଟ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୯-୨୫ ଅଗଷ୍ଟ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୪
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୪
mwb24 ଜୁଲାଇ ପୃଷ୍ଠା ୧୩

୧୯-୨୫ ଅଗଷ୍ଟ

ଗୀତସଂହିତା ୭୫–୭୭

ଗୀତ ୧୨୦ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ଆମକୁ କାହିଁକି ଦେଖେଇ ହେବା ଉଚିତ୍‌ ନୁହେଁ ?

(୧୦ ମି.)

ଈଶ୍ୱର ଏପରି ଲୋକମାନଙ୍କୁ ପସନ୍ଦ କରନ୍ତି ନାହିଁ ଯେଉଁମାନେ ଦେଖେଇ ହୁଅନ୍ତି (ଗୀତ ୭୫:୪; ୧ ତୀମ ୩:୬; ପ୍ର୧୮.୦୧-ହି ପୃ ୨୮ ୪-୫)

ମଣ୍ଡଳୀରେ ଆମକୁ ଆମ ଦକ୍ଷତା ଯୋଗୁଁ କୌଣସି ଦାୟିତ୍ୱ ମିଳେ ନାହିଁ, ବରଂ ସେଗୁଡ଼ିକ ଯିହୋବାଙ୍କ ତରଫରୁ ଗୋଟିଏ ଉପହାର ଅଟେ (ଗୀତ ୭୫:୫-୭; ପ୍ର୦୬-ହି ୮/୧ ପୃ ୪ ¶୧)

ଯିହୋବା ପୃଥିବୀର ଶାସକମାନଙ୍କ ଭଳି ଦେଖେଇ ହେଉଥିବା ସମସ୍ତ ଲୋକମାନଙ୍କ ଅହଂକାରକୁ ନଷ୍ଟ କରିଦେବେ (ଗୀତ ୭୬:୧୨)

ଚିତ୍ରଗୁଡ଼ିକ: ୧. ଜଣେ ଭାଇ ସମ୍ମିଳନୀରେ ଭାଷଣ ଦିଅନ୍ତି । ୨. ପରେ ସମସ୍ତେ ତାଙ୍କୁ ଦେଖି ପ୍ରଶଂସା କରୁଛନ୍ତି, କିନ୍ତୁ ସେ ନମ୍ର ହୋଇ ସବୁ ମହିମା ଯିହୋବାଙ୍କୁ ଦେଉଛନ୍ତି ।

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଗୀତ ୭୬:୧୦—‘ମନୁଷ୍ୟର କ୍ରୋଧରୁ’ ଯିହୋବାଙ୍କ ପ୍ରଶଂସା ହେବ, ଏହା କିପରି ସମ୍ଭବ ? (ପ୍ର୦୬-ହି ୮/୧ ପୃ ୪ ¶୨)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଗୀତ ୭୫:୧–୭୬:୧୨ (ଶିଖାଇବା ଅଧ୍ୟୟନ ୧୧)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ସେହି ବ୍ୟକ୍ତିଙ୍କ ଭାଷାରେ jw.org ୱେବସାଇଟ୍‌ରୁ କୌଣସି ଭିଡିଓ ଦେଖାନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୪)

୫. କଥାବାର୍ତ୍ତା ଆରମ୍ଭ କରିବା

(୪ ମି.) ଘର ଘର ପ୍ରଚାର । ଯେବେ ଘରମାଲିକ କହନ୍ତି ଯେ ସେ ଭଗବାନଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ, ତେବେ ନିଜ ବିଷୟ ବଦଳାନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୫)

୬. ବାଇବଲ ଅଧ୍ୟୟନ ସମୟରେ

(୫ ମି.) ଜୀବନ ବହି ପାଠ ୧୫ ପଏଣ୍ଟ ନଂ ୪ (ଲୋକଙ୍କୁ ପ୍ରେମ ପାଠ ୧୧ ପଏଣ୍ଟ ନଂ. ୩)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୧୨୭

୭. ଯେବେ ଆପଣଙ୍କ ପ୍ରଶଂସା କରାଯାଏ, ତେବେ ବି ବିଶ୍ୱସ୍ତ ରହନ୍ତୁ

(୭ ମି.) ଆଲୋଚନା ।

ଯୀଶୁଙ୍କ ଭଳି ବିଶ୍ୱସ୍ତ ରହନ୍ତୁ—ଯେବେ କେହି ଆପଣଙ୍କ ପ୍ରଶଂସା କରେ ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଯେବେ ଅନ୍ୟମାନେ ଭାଇ ସେରଗିଙ୍କ ପ୍ରଶଂସା କଲେ ତେବେ ଭାଇ ଯେପରି ଭାବେ ନମ୍ର ହୋଇ ଉତ୍ତର ଦେଲେ, ସେଥିରୁ ଆପଣ କʼଣ ଶିଖନ୍ତି ?

୮. ସେପ୍ଟେମ୍ବର ମାସରେ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ପୁସ୍ତିକା କିମ୍ବା ବହିରୁ ବାଇବଲ ଅଧ୍ୟୟନ ଆରମ୍ଭ କରିବାର ବିଶେଷ ଅଭିଯାନ

(୮ ମି.) ସେବା ଅଧ୍ୟକ୍ଷଙ୍କ ଭାଷଣ । ସମସ୍ତଙ୍କୁ ଉତ୍ସାହର ସହ ଅଭିଯାନରେ ଭାଗ ନେବା ପାଇଁ ପ୍ରୋତ୍ସାହନ ଦିଅନ୍ତୁ । କହନ୍ତୁ ଯେ ଆପଣଙ୍କ ମଣ୍ଡଳୀରେ ଅଭିଯାନ କିପରି କରାଯିବ ।

୯. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ପ୍ର୨୨.୦୧-ହି ଅଧ୍ୟୟନ ଲେଖା ୧ ¶୧୦-୧୭

ଶେଷ ଟିପ୍ପଣୀ (୩ ମି.) | ଗୀତ ୯୫ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ