ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb24 ଜୁଲାଇ ପୃଷ୍ଠା ୬-୭
  • ୨୨-୨୮ ଜୁଲାଇ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୨-୨୮ ଜୁଲାଇ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୪
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୪
mwb24 ଜୁଲାଇ ପୃଷ୍ଠା ୬-୭

୨୨-୨୮ ଜୁଲାଇ

ଗୀତସଂହିତା ୬୬–୬୮

ଗୀତ ୭ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ଯିହୋବା ପ୍ରତିଦିନ ଆମର ଭାର ଉଠାନ୍ତି

(୧୦ ମି.)

ଯିହୋବା ଆମ ପ୍ରାର୍ଥନା ଶୁଣନ୍ତି ଓ ତାʼର ଉତ୍ତର ଦିଅନ୍ତି (ଗୀତ ୬୬:୧୯; ପ୍ର୨୩.୦୫ ପୃ ୧୨ ¶୧୫)

ଯିହୋବା ବିଶେଷ କରି ସେହି ଲୋକମାନଙ୍କ ଉପରେ ଧ୍ୟାନ ଦିଅନ୍ତି, ଯେଉଁମାନେ ଅସହାୟ ଓ ବେସାହାରା ଅଟନ୍ତି (ଗୀତ ୬୮:୫; ପ୍ର୧୧-ହି ୪/୧ ପୃ ୩୧ ¶୬; ପ୍ର୦୯-ହି ୧୦/୧ ପୃ ୨୧ ¶୧)

ଯିହୋବା ପ୍ରତିଦିନ ଆମର ସାହାଯ୍ୟ କରନ୍ତି (ଗୀତ ୬୮:୧୯; ପ୍ର୨୩.୦୧ ପୃ ୧୯ ¶୧୭)

ଚିତ୍ରଗୁଡ଼ିକ: ଜଣେ ଭଉଣୀ ଦିନରେ ଅନେକଥର ପ୍ରାର୍ଥନା କରନ୍ତି । ୧. ସକାଳେ ଉଠି । ୨. ପିଲାମାନଙ୍କୁ ସ୍କୁଲ ପଠାଇବା ପୂର୍ବେ । ୩. କାମ ଜାଗାରେ ।

ଚିନ୍ତନ ପାଇଁ: ଆମେ କିପରି ନିଜ ଭାର ଯିହୋବାଙ୍କ ଉପରେ ପକାଇପାରିବା ?

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଗୀତ ୬୮:୧୮—ପ୍ରାଚୀନ ଇସ୍ରାଏଲରେ ‘ମନୁଷ୍ୟମାନଙ୍କ ମଧ୍ୟରେ ଉପହାର’ କିଏ ଥିଲେ ? (ପ୍ର୦୬-ହି ୬/୧ ପୃ ୧୦ ¶୪)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଗୀତ ୬୬:୧-୨୦ (ଶିଖାଇବା ଅଧ୍ୟୟନ ୧୧)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ଘର ଘର ପ୍ରଚାର । ଘରମାଲିକ ଅନ୍ୟ ଦେଶ ବା ସଂସ୍କୃତିର ଅଟନ୍ତି କିମ୍ବା ଅନ୍ୟ ଭାଷା କହନ୍ତି । (ଲୋକଙ୍କୁ ପ୍ରେମ ପାଠ ୫ ପଏଣ୍ଟ ନଂ. ୩)

୫. ପୁଣିଥରେ ଭେଟିବା ସମୟରେ

(୪ ମି.) ଘର ଘର ପ୍ରଚାର । ଗତଥର ଆପଣ ଘରମାଲିକଙ୍କୁ ଯେଉଁ ଟ୍ରାକ୍ଟ ଦେଇଥିଲେ, ତାʼ ଉପରେ ହିଁ କଥାବାର୍ତ୍ତା ଆଗକୁ ବଢ଼ାନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୩)

୬. ବାଇବଲ ଅଧ୍ୟୟନ ସମୟରେ

(୫ ମି.) ଜୀବନ ବହି ପାଠ ୧୫ ¶୧ ଏବଂ ପଏଣ୍ଟ ନଂ. ୧-୩ (ଶିଖାଇବା ଅଧ୍ୟୟନ ୮)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୧୦୨

୭. କʼଣ ଆପଣ କାହାରି ଭାର କମ୍‌ କରିପାରିବେ ?

(୧୫ ମି.) ଆଲୋଚନା ।

ସମସ୍ୟାଗୁଡ଼ିକର ସାମନା କରିବା ସମୟରେ ଆମେ ଏକୁଟିଆ ନ ଥାଉ । (୨ବଂଶା ୨୦:୧୫; ଗୀତ ୧୨୭:୧) ଆମ ସାହାଯ୍ୟକାରୀ ଯିହୋବା ଆମ ସାଙ୍ଗରେ ଥାʼନ୍ତି । (ଯିଶା ୪୧:୧୦) ଯିହୋବା କେଉଁ ଉପାୟଗୁଡ଼ିକରୁ ଆମର ସାହାଯ୍ୟ କରନ୍ତି ? ସେ ନିଜ ବାକ୍ୟ ଓ ସଂଗଠନ ଜରିଆରେ ଆମକୁ ପଥ ଦେଖାନ୍ତି । (ଯିଶା ୪୮:୧୭) ସେ ଆମକୁ ନିଜ ପବିତ୍ର ଶକ୍ତି ଦିଅନ୍ତି । (ଲୂକ ୧୧:୧୩) ସେ ଭାଇଭଉଣୀମାନଙ୍କୁ ମଧ୍ୟ ପ୍ରେରିତ କରନ୍ତି ଯେ ସେମାନେ ଆମ ସାହସ ବଢ଼ାନ୍ତୁ ଓ ସାହାଯ୍ୟ କରନ୍ତୁ । (୨କରି ୭:୬) ତାʼଅର୍ଥ ଯିହୋବା ଆମ ମଧ୍ୟରୁ କାହାରି ଜରିଆରେ ବି ଅନ୍ୟ ଭାଇଭଉଣୀମାନଙ୍କ ଭାର କମ୍‌ କରିପାରିବେ ।

“ଖ୍ରୀଷ୍ଟୀୟ ଭାଇଭଉଣୀଙ୍କୁ ପ୍ରେମ କରିବା ଜାରି ରଖନ୍ତୁ​—ବୃଦ୍ଧବୃଦ୍ଧାମାନଙ୍କୁ” ଭିଡିଓର ଗୋଟିଏ ଦୃଶ୍ୟ । ଭଉଣୀ ପଲିନା ସାଣ୍ଟିଜ ଗୋମେଜ ନିଜ ଘର ବାହାରେ ଛିଡ଼ା ହୋଇଛନ୍ତି ଓ ବହୁତ ଖୁସି ଅଛନ୍ତି ।

ଖ୍ରୀଷ୍ଟୀୟ ଭାଇଭଉଣୀଙ୍କୁ ପ୍ରେମ କରିବା ଜାରି ରଖନ୍ତୁ—ବୃଦ୍ଧବୃଦ୍ଧାମାନଙ୍କୁ ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଜଣେ ବୃଦ୍ଧ ଖ୍ରୀଷ୍ଟିୟାନଙ୍କ ଭାର କମ୍‌ କରିବା ପାଇଁ ଆପଣ କʼଣ କରିପାରିବେ ?

“ଖ୍ରୀଷ୍ଟୀୟ ଭାଇଭଉଣୀଙ୍କୁ ପ୍ରେମ କରିବା ଜାରି ରଖନ୍ତୁ​—ପୂର୍ଣ୍ଣ ସମୟର ସେବକମାନଙ୍କୁ” ଭିଡିଓର ଗୋଟିଏ ଦୃଶ୍ୟ । ଭାଇ ଯୋଷେଫ ଓ ଅନୀତା ଡେଭିଟୋ ଏକା ସାଙ୍ଗରେ ପ୍ରଚାର କରୁଛନ୍ତି ।

ଖ୍ରୀଷ୍ଟୀୟ ଭାଇଭଉଣୀଙ୍କୁ ପ୍ରେମ କରିବା ଜାରି ରଖନ୍ତୁ—ପୂର୍ଣ୍ଣ ସମୟର ସେବକମାନଙ୍କୁ ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଜଣେ ପୂର୍ଣ୍ଣ ସମୟର ସେବକଙ୍କ ଭାର କମ୍‌ କରିବା ପାଇଁ ଆପଣ କʼଣ କରିପାରିବେ ?

“ଖ୍ରୀଷ୍ଟୀୟ ଭାଇଭଉଣୀଙ୍କୁ ପ୍ରେମ କରିବା ଜାରି ରଖନ୍ତୁ​—ବିଦେଶୀମାନଙ୍କୁ” ଭିଡିଓର ଗୋଟିଏ ଦୃଶ୍ୟ । ବିଲ୍‌ ଓ ମେଗୀ ଜେଙ୍ଗ୍‌ ବାଇବଲ ଅଧ୍ୟୟନ ବେଳେ ବହୁତ ଖୁସି ଦେଖାଯାଉଛନ୍ତି ।

ଖ୍ରୀଷ୍ଟୀୟ ଭାଇଭଉଣୀଙ୍କୁ ପ୍ରେମ କରିବା ଜାରି ରଖନ୍ତୁ—ବିଦେଶୀମାନଙ୍କୁ ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଯେଉଁ ଲୋକମାନେ ସମସ୍ୟାଗୁଡ଼ିକର ସାମନା କରନ୍ତି, ସେମାନଙ୍କ ଭାର କମ୍‌ କରିବା ପାଇଁ ଆପଣ କʼଣ କରିପାରିବେ ?

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ପ୍ର୨୧.୧୨-ହି ଅଧ୍ୟୟନ ଲେଖା ୫୦ ¶୧୧-୧୮

ଶେଷ ଟିପ୍ପଣୀ (୩ ମି.) | ଗୀତ ୮୮ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ