ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb24 ଜୁଲାଇ ପୃଷ୍ଠା ୩
  • ୮-୧୪ ଜୁଲାଇ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୮-୧୪ ଜୁଲାଇ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୪
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୪
mwb24 ଜୁଲାଇ ପୃଷ୍ଠା ୩

୮-୧୪ ଜୁଲାଇ

ଗୀତସଂହିତା ୬୦–୬୨

ଗୀତ ୨ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଚିତ୍ରଗୁଡ଼ିକ: ୧. ଜଣେ ବ୍ୟକ୍ତି ଗୋଟିଏ ଦୃଢ଼ ଦୁର୍ଗ ଆଡ଼କୁ ପଳାଉଛି । ୨. ଜଣେ ବ୍ୟକ୍ତିଙ୍କ ଚେହେରାରେ ହସ ଅଛି ଓ ସେ ନିଜ ତମ୍ବୁ ଆଡ଼କୁ ଦେଖାଉଛନ୍ତି, ଯେଉଁଠି ଅତିଥିମାନେ ଖାଉଛନ୍ତି । ୩. ଗୋଟିଏ ବଡ଼ ଚଟାଣ ।

୧. ଯିହୋବା ଆମର ସୁରକ୍ଷା କରନ୍ତି ଓ ଅଟଳ ରହିବା ପାଇଁ ସାହାଯ୍ୟ କରନ୍ତି

(୧୦ ମି.)

ଯିହୋବା ଜଣେ ଦୃଢ଼ ଦୁର୍ଗ ସ୍ୱରୂପ ଅଟନ୍ତି (ଗୀତ ୬୧:୩; ଇନସାଇଟ୍‌-୨ ପୃ ୧୧୧୮ ¶୭)

ଯିହୋବା ଆମକୁ ନିଜ ତମ୍ବୁରେ ଅତିଥି ଭାବେ ରହିବା ପାଇଁ ଦିଅନ୍ତି (ଗୀତ ୬୧:୪; ଇନସାଇଟ୍‌-୨ ପୃ ୧୦୮୪ ¶୮)

ଯିହୋବା ଚଟାଣ ଭଳି ଅଟନ୍ତି (ଗୀତ ୬୨:୨; ପ୍ର୦୨-ହି ୪/୧୫ ପୃ ୧୬ ¶୧୪)


ନିଜକୁ ପଚାରନ୍ତୁ: ‘ଯିହୋବାଙ୍କୁ ଜାଣିବା ଓ ତାଙ୍କ ଉପରେ ଭରସା କରିବା ଯୋଗୁଁ ମୋ ଜୀବନ କିପରି ବଢ଼ିଆ ହୋଇଯାଇଛି ?’

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଗୀତ ୬୨:୧୧—‘ପରାକ୍ରମ ବା ଶକ୍ତି ପରମେଶ୍ୱରଙ୍କର ଅଟଇ,’ ଏହାର ଅର୍ଥ କʼଣ ? (ପ୍ର୦୬-ହି ୬/୧ ପୃ ୧୧ ¶୬)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଗୀତ ୬୦:୧–୬୧:୮ (ଶିଖାଇବା ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଜଣେ ଏପରି ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ଆରମ୍ଭ କରନ୍ତୁ ଯିଏ ଆପଣଙ୍କ ସହ ଭଲଭାବେ କଥା ହେଲେ । (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୩)

୫. ପୁଣିଥରେ ଭେଟିବା ସମୟରେ

(୪ ମି.) ଘର ଘର ପ୍ରଚାର । ଘରମାଲିକଙ୍କୁ JW ଲାଇବ୍ରେରୀ ଆପ୍‌ ବିଷୟରେ ଜଣାନ୍ତୁ ଏବଂ କହନ୍ତୁ ଯେ ସେ ଏହାକୁ କିପରି ଡାଉନଲୋଡ୍‌ କରିପାରିବେ । (ଲୋକଙ୍କୁ ପ୍ରେମ ପାଠ ୭ ପଏଣ୍ଟ ନଂ. ୪)

୬. ଭାଷଣ

(୫ ମି.) ପ୍ର୨୨.୦୨-ହି ପୃ ୪-୫ ¶୭-୧୦—ଭାଷଣ: ଯିହୋବାଙ୍କ ଉପରେ ଭରସା ରଖନ୍ତୁ ଏବଂ ନିର୍ଦ୍ଦେଶ ମାନନ୍ତୁ । (ଶିଖାଇବା ଅଧ୍ୟୟନ ୨୦)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୧୨

୭. କୌଣସି ବି ଜିନିଷ ଆମକୁ ‘ଈଶ୍ୱରଙ୍କ ପ୍ରେମରୁ ଅଲଗା କରିପାରିବ ନାହିଁ‘

(୧୦ ମି.) ଆଲୋଚନା ।

ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଯେବେ ଭାଇ ନିରିଣ୍ଡାଙ୍କ ଉପରେ ଅତ୍ୟାଚାର କରାଗଲା, ତେବେ ଯିହୋବା କେଉଁ ଉପାୟରେ ତାଙ୍କୁ ସାହାଯ୍ୟ କଲେ ?

୮. ଯିହୋବାଙ୍କ ମିତ୍ର ହୁଅ—ବାପ୍ତିସ୍ମ ନେବା ପାଇଁ ମୋତେ କʼଣ କରିବାକୁ ପଡ଼ିବ ?

(୫ ମି.) ଆଲୋଚନା । ଭିଡିଓ ଦେଖାନ୍ତୁ । ତାʼପରେ, ଯଦି ସମ୍ଭବ କିଛି ଛୋଟ ପିଲାଙ୍କୁ ପଚାରନ୍ତୁ: ବାପ୍ତିସ୍ମ ନେବା ପାଇଁ ବୟସ ଅପେକ୍ଷା କʼଣ ଅଧିକ ମହତ୍ତ୍ୱ ରଖେ ? ବାପ୍ତିସ୍ମ ନେବା ପାଇଁ କʼଣ କରିବାକୁ ପଡ଼ିବ ?

୯. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ପ୍ର୨୧.୧୨-ହି ଅଧ୍ୟୟନ ଲେଖା ୪୯ ¶୧୧-୧୮

ଶେଷ ଟିପ୍ପଣୀ (୩ ମି.) | ଗୀତ ୬୩ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ