ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb24 ଜୁଲାଇ ପୃଷ୍ଠା ୨
  • ୧-୭ ଜୁଲାଇ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧-୭ ଜୁଲାଇ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୪
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୪
mwb24 ଜୁଲାଇ ପୃଷ୍ଠା ୨

୧-୭ ଜୁଲାଇ

ଗୀତସଂହିତା ୫୭–୫୯

ଗୀତ ୧୪୮ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ରାଜା ଶାଉଲ ନିଜ ସୈନିକମାନଙ୍କ ମଧ୍ୟରେ ଛିଡ଼ା ହୋଇଛନ୍ତି । ସେ ନିଜ ବସ୍ତ୍ରର କଟା ଯାଇଥିବା ଭାଗକୁ ଧରିଛନ୍ତି ଓ ଉପରକୁ ଦେଖି କଥା ହେଉଛନ୍ତି ।

ରାଜା ଶାଉଲ ଓ ତାଙ୍କ ଲୋକମାନେ, ଯେବେ ଦାଉଦଙ୍କୁ ଧରିପାରିଲେ ନାହିଁ

୧. ବିରୋଧୀମାନେ ଯାହା କରିବା ପାଇଁ ଚାହାନ୍ତି, ଯିହୋବା ସେଗୁଡ଼ିକୁ ବିଫଳ କରିଦିଅନ୍ତି

(୧୦ ମି.)

ଦାଉଦଙ୍କୁ ରାଜା ଶାଉଲଙ୍କଠାରୁ ଲୁଚିବାକୁ ପଡ଼ିଲା (୧ଶାମୁ ୨୪:୩; ଗୀତ ୫୭, ଉପରେ ଥିବା ଲେଖା)

ଦାଉଦଙ୍କ ବିରୋଧୀମାନେ ଯାହା କରିବା ପାଇଁ ଚାହୁଁଥିଲେ, ଯିହୋବା ସେଗୁଡ଼ିକୁ ବିଫଳ କରିଦେଲେ (୧ଶାମୁ ୨୪:୭-୧୦, ୧୭-୨୨; ଗୀତ ୫୭:୩)

ପ୍ରାୟ ଅନେକଥର ବିରୋଧୀମାନେ ଯାହା କରିବା ପାଇଁ ଚାହାନ୍ତି ସେଗୁଡ଼ିକ ବିଫଳ ହୋଇଯାଏ (ଗୀତ ୫୭:୬; ସାକ୍ଷ୍ୟ ଦିଅ (ହିନ୍ଦୀ) ପୃ ୨୨୦-୨୨୧ ¶୧୪-୧୫)

ଭାଇଭଉଣୀମାନଙ୍କର ଗୋଟିଏ ସମୂହ ଯେଉଁମାନଙ୍କୁ ଦେଶରୁ ବାହାର କରି ସାଇବେରିଆକୁ ପଠାଇ ଦିଆଗଲା ।

ନିଜକୁ ପଚାରନ୍ତୁ: ‘ଯେବେ ମୋତେ ବିରୋଧ କରାଯାଏ, ତେବେ ମୁଁ କିପରି ଦେଖାଇପାରିବି ଯେ ମୋତେ ଯିହୋବାଙ୍କ ଉପରେ ଭରସା ଅଛି ?’—ଗୀତ ୫୭:୨.

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଗୀତ ୫୭:୭—ହୃଦୟ ସୁସ୍ଥିର ହେବା, ଏହାର ଅର୍ଥ କʼଣ ? (ପ୍ର୨୩.୦୭ ପୃ ୧୮-୧୯ ¶୧୬-୧୭)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଗୀତ ୫୯:୧-୧୭ (ଶିଖାଇବା ଅଧ୍ୟୟନ ୧୨)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. ହାର୍‌ ମାନନ୍ତୁ ନାହିଁ—ପାଉଲ କʼଣ କଲେ ?

(୭ ମି.) ଭିଡିଓ ଦେଖାନ୍ତୁ, ତାʼପରେ ଲୋକଙ୍କୁ ପ୍ରେମ ପାଠ ୭ ପଏଣ୍ଟ ନଂ. ୧-୨ ଉପରେ ଆଲୋଚନା କରନ୍ତୁ ।

୫. ହାର୍‌ ମାନନ୍ତୁ ନାହିଁ—ପାଉଲଙ୍କ ଭଳି ଆମକୁ କʼଣ କରିବା ଉଚିତ୍‌ ?

(୮ ମି.) ଲୋକଙ୍କୁ ପ୍ରେମ ପାଠ ୭ ପଏଣ୍ଟ ନଂ. ୩-୫ ଏବଂ “ଏହା ବି ଦେଖନ୍ତୁ” ଭାଗ ଉପରେ ଆଧାରିତ ଆଲୋଚନା ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୬୫

୬. ମଣ୍ଡଳୀର ଆବଶ୍ୟକତା

(୧୫ ମି.)

୭. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ପ୍ର୨୧.୧୨-ହି ଅଧ୍ୟୟନ ଲେଖା ୪୯ ¶୧-୧୦

ଶେଷ ଟିପ୍ପଣୀ (୩ ମି.) | ଗୀତ ୭୮ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ