ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb24 ମାର୍ଚ୍ଚ ପୃଷ୍ଠା ୧୨
  • ୧୫-୨୧ ଏପ୍ରିଲ୍‌

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୫-୨୧ ଏପ୍ରିଲ୍‌
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୪
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୪
mwb24 ମାର୍ଚ୍ଚ ପୃଷ୍ଠା ୧୨

୧୫-୨୧ ଏପ୍ରିଲ୍‌

ଗୀତସଂହିତା ୨୯–୩୧

ଗୀତ ୧୦୮ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ଈଶ୍ୱର ଆମକୁ ପ୍ରେମ କରନ୍ତି, ତେଣୁ ଆମକୁ ସୁଧାରନ୍ତି

(୧୦ ମି.)

ଯେବେ ଦାଉଦ ଯିହୋବାଙ୍କ ଆଜ୍ଞା ମାନିଲେ ନାହିଁ, ତେବେ ଯିହୋବା ତାଙ୍କଠାରୁ ଦୂରେଇ ଗଲେ (ଗୀତ ୩୦:୭; ଇନସାଇଟ୍‌-୧ ପୃ ୮୦୨ ¶୩)

ଦାଉଦଙ୍କୁ ଅବଶୋଷ ହେଲା ଓ ସେ ଯିହୋବାଙ୍କୁ ଦୟା ପାଇଁ ପ୍ରାର୍ଥନା କଲେ (ଗୀତ ୩୦:୮)

ଯିହୋବା ଦାଉଦଙ୍କ ଉପରେ ସବୁଦିନ ପାଇଁ ରାଗ ରଖିଲେ ନାହିଁ (ଗୀତ ୩୦:୫; ପ୍ର୦୭-ଇଂ ୩/୧ ପୃ ୧୯ ¶୧)


ଗୀତସଂହିତା ୩୦ ଅଧ୍ୟାୟରେ ଲେଖାଥିବା ଘଟଣା ହୁଏତ ସେହି ଘଟଣା ପରେ ଘଟିଲା, ଯେବେ ଦାଉଦ ଇସ୍ରାଏଲୀୟମାନଙ୍କ ଗଣନା କରିବାର ପାପ କରିଥିଲେ ।—୨ଶାମୁ ୨୪:୨୫.

ଜଣେ ବହିଷ୍କୃତ ବ୍ୟକ୍ତି ରାଜ୍ୟଘରେ ଯିବା ପୂର୍ବରୁ ନିଜ ଗାଡ଼ିରେ ବସି ପ୍ରାର୍ଥନା କରୁଛନ୍ତି ।

ଚିନ୍ତନ ପାଇଁ: ଯେବେ ପାପ କରିଥିବା ବ୍ୟକ୍ତିକୁ ମଣ୍ଡଳୀରୁ ବହିଷ୍କାର କରିଦିଆଯାଏ, ତେବେ ଏଥିରୁ ସେହି ବ୍ୟକ୍ତିକୁ କʼଣ ଲାଭ ହୁଏ ? ସେ କିପରି ଦେଖାଇପାରିବ ଯେ ତାକୁ ଅବଶୋଷ ଅଛି ?—ପ୍ର୨୧.୧୦-ହି ପୃ ୬ ¶୧୮

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଗୀତ ୩୧:୭—ଯେବେ ଆମକୁ ଚିନ୍ତାଗୁଡ଼ିକର ସାମନା କରିବାକୁ ପଡ଼େ, ତେବେ ଏହି ପଦରୁ କିପରି ଆମକୁ ସାହାଯ୍ୟ ମିଳିପାରିବ ? (ସର୍ବ୨୩-ହି ସଂଖ୍ୟା ୧ ପୃ ୬ ¶୧)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଗୀତ ୩୧:୧-୨୪ (ଶିଖାଇବା ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୧ ମି.) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା । ଜଣେ ବ୍ୟକ୍ତି ବହୁତ ହଡ଼ବଡ଼ିରେ ଅଛନ୍ତି, ତେଣୁ କମ୍‌ ଶବ୍ଦରେ ତାଙ୍କୁ ସାକ୍ଷ୍ୟ ଦିଅନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୫ ପଏଣ୍ଟ ନଂ. ୩)

୫. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଜଣେ ମାଆଙ୍କୁ ପିଲାମାନଙ୍କ ପାଇଁ କୌଣସି ଭିଡିଓ ଦେଖାନ୍ତୁ ଓ କହନ୍ତୁ ଯେ ତାଙ୍କୁ ଏହି ପ୍ରକାରର ଭିଡିଓଗୁଡ଼ିକ କେଉଁଠି ମିଳିପାରିବ । (ଲୋକଙ୍କୁ ପ୍ରେମ ପାଠ ୩ ପଏଣ୍ଟ ନଂ. ୩)

୬. ପୁଣିଥରେ ଭେଟିବା ସମୟରେ

(୩ ମି.) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା । ଜଣେ ବ୍ୟକ୍ତି ବାଇବଲ ଅଧ୍ୟୟନ କରିବା ପାଇଁ ମନା କରିଥିଲେ । ତାଙ୍କୁ ପଚାରନ୍ତୁ ଯେ କʼଣ ସେ ଏବେ ଅଧ୍ୟୟନ କରିବା ପାଇଁ ଚାହାଁନ୍ତି । (ଲୋକଙ୍କୁ ପ୍ରେମ ପାଠ ୮ ପଏଣ୍ଟ ନଂ. ୩)

୭. ବାଇବଲ ଅଧ୍ୟୟନ ସମୟରେ

(୪ ମି.) ଜୀବନ ବହି ପାଠ ୧୪ ପଏଣ୍ଟ ନଂ. ୫ (ଶିଖାଇବା ଅଧ୍ୟୟନ ୬)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୪୫

୮. ଆମେ କାହିଁକି ବିଶ୍ୱାସ କରୁ . . . ଈଶ୍ୱରଙ୍କ ପ୍ରେମ ଉପରେ

(୭ ମି.) ଆଲୋଚନା । ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

ଏହି ଅନୁଭୂତିରୁ ଆମକୁ ଈଶ୍ୱରଙ୍କ ପ୍ରେମ ବିଷୟରେ କʼଣ ଜଣାପଡ଼େ ?

୯. ୨୦୨୪ ସ୍ଥାନୀୟ ଯୋଜନା ଓ ନିର୍ମାଣ କାର୍ଯ୍ୟକ୍ରମ ବିଷୟରେ ନୂଆ ତଥ୍ୟ

(୮ ମି.) ଭାଷଣ । ଭିଡିଓ ଦେଖାନ୍ତୁ ।

୧୦. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ପ୍ର୨୧.୧୧-ହି ଅଧ୍ୟୟନ ଲେଖା ୪୫ ¶୧-୮

ଶେଷ ଟିପ୍ପଣୀ (୩ ମି.) | ଗୀତ ୯୯ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ