ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb24 ମାର୍ଚ୍ଚ ପୃଷ୍ଠା ୧୩
  • ୨୨-୨୮ ଏପ୍ରିଲ୍‌

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୨-୨୮ ଏପ୍ରିଲ୍‌
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୪
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୪
mwb24 ମାର୍ଚ୍ଚ ପୃଷ୍ଠା ୧୩

୨୨-୨୮ ଏପ୍ରିଲ୍‌

ଗୀତସଂହିତା ୩୨–୩୩

ଗୀତ ୧୦୩ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ଆମେ ନିଜ ପାପ କାହିଁକି ମାନିବା ଉଚିତ୍‌ ?

(୧୦ ମି.)

ଯେବେ ଦାଉଦ ନିଜ ପାପ ଲୁଚାଇବା ପାଇଁ ଚେଷ୍ଟା କଲେ, ତେବେ ସେ ଚିନ୍ତିତ ରହିବାକୁ ଲାଗିଲେ । ଏହା ହୁଏତ ସେସମୟର କଥା ଅଟେ, ଯେବେ ସେ ବତ୍‌ଶେବା ସହ ବ୍ୟଭିଚାର କରିଥିଲେ (ଗୀତ ୩୨:୩, ୪; ପ୍ର୯୩-ଇଂ ୩/୧୫ ପୃ ୯ ¶୭)

ଦାଉଦ ଯିହୋବାଙ୍କ ଆଗରେ ନିଜ ପାପ ସ୍ୱୀକାର କଲେ ଏବଂ ଯିହୋବା ତାଙ୍କୁ କ୍ଷମା କରିଦେଲେ (ଗୀତ ୩୨:୫; ଯିହୋବାଙ୍କ ନିକଟବର୍ତ୍ତୀ ପୃ ୨୬୨ ¶୮)

ଯେବେ ଯିହୋବା ତାଙ୍କୁ କ୍ଷମା କରିଦେଲେ, ତେବେ ତାଙ୍କୁ ଶାନ୍ତି ମିଳିଲା (ଗୀତ ୩୨:୧; ପ୍ର୦୧-ହି ୬/୧ ପୃ ୩୦ ¶୧)

ଚିତ୍ରଗୁଡ଼ିକ: ୧. ଜଣେ ଯୁବା ଭାଇଙ୍କୁ ବହୁତ ଅବଶୋଷ ଅଛି ଏବଂ ମୁଣ୍ଡରେ ହାତ ଦେଇ ବସିଛନ୍ତି । ୨. ସେ ପ୍ରାର୍ଥନା କରୁଛନ୍ତି । ୩. ସେ ଦୁଇଜଣ ପ୍ରାଚୀନଙ୍କ ସହ କଥା ହେଉଛନ୍ତି । ୪. ସେ ଖୁସି ଅଛନ୍ତି କାରଣ ଏବେ ତାଙ୍କ ବିବେକ ଶୁଦ୍ଧ ଅଛି ।

ଯେବେ ଆମଦ୍ୱାରା କିଛି ଗମ୍ଭୀର ପାପ ହୋଇଯାଏ, ତେବେ ଆମେ ନମ୍ର ହୋଇ ଯିହୋବାଙ୍କ ଆଗରେ ତାହା ସ୍ୱୀକାର କରିବା ଉଚିତ୍‌ ଏବଂ ତାଙ୍କୁ କ୍ଷମା ମାଗିବା ଉଚିତ୍‌ । ଆମକୁ ପ୍ରାଚୀନମାନଙ୍କ ପାଖରେ ବି ଯିବା ଉଚିତ୍‌, ଯିଏ ଆମକୁ ପୁଣିଥରେ ଯିହୋବାଙ୍କ ନିକଟକୁ ଆସିବା ପାଇଁ ସାହାଯ୍ୟ କରିବେ । (ଯାକୁ ୫:୧୪-୧୬) ଏସବୁ କରିବା ଦ୍ୱାରା ଆମକୁ ଯିହୋବାଙ୍କଠାରୁ ସତେଜତା ମିଳିବ ।—ପ୍ରେରି ୩:୧୯.

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଗୀତ ୩୩:୬—ଯିହୋବାଙ୍କ ମୁଖର “ନିଶ୍ୱାସ” ତାʼଅର୍ଥ କʼଣ ? (ପ୍ର୦୬-ହି ୫/୧୫ ପୃ ୧୯-୨୦ ¶୧୨)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଗୀତ ୩୩:୧-୨୨ (ଶିଖାଇବା ଅଧ୍ୟୟନ ୧୧)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. ନମ୍ର ରହନ୍ତୁ—ପାଉଲ କʼଣ କଲେ ?

(୭ ମି.) ଆଲୋଚନା । ଭିଡିଓ ଦେଖାନ୍ତୁ, ତାʼପରେ ଲୋକଙ୍କୁ ପ୍ରେମ ପାଠ ୪ ପଏଣ୍ଟ ନଂ. ୧-୨ ଉପରେ ଚର୍ଚ୍ଚା କରନ୍ତୁ ।

୫. ନମ୍ର ରହନ୍ତୁ—ପାଉଲଙ୍କ ଭଳି ଆମକୁ କʼଣ କରିବା ଉଚିତ୍‌ ?

(୮ ମି.) ଲୋକଙ୍କୁ ପ୍ରେମ ପାଠ ୪ ପଏଣ୍ଟ ନଂ. ୩-୫ ଏବଂ “ଏହା ବି ଦେଖନ୍ତୁ” ଭାଗ ଉପରେ ଆଧାରିତ ଆଲୋଚନା ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୭୪

୬. ମଣ୍ଡଳୀର ଆବଶ୍ୟକତା

(୧୫ ମି.)

୭. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ପ୍ର୨୧.୧୧-ହି ଅଧ୍ୟୟନ ଲେଖା ୪୫ ¶୯-୧୪

ଶେଷ ଟିପ୍ପଣୀ (୩ ମି.) | ଗୀତ ୩୯ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ