ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ସେପ୍ଟେମ୍ବର ପୃଷ୍ଠା ୧୧
  • ‘ଯିହୋବା ଚୂର୍ଣ୍ଣମନାମାନଙ୍କର ରକ୍ଷା କରନ୍ତି’

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ‘ଯିହୋବା ଚୂର୍ଣ୍ଣମନାମାନଙ୍କର ରକ୍ଷା କରନ୍ତି’
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • କʼଣ ମୋ ନିଷ୍ପତ୍ତିଗୁଡ଼ିକରୁ ଜଣାପଡ଼େ ଯେ ମୁଁ ଯିହୋବାଙ୍କ ଉପରେ ନିର୍ଭର ରହେ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ‘ଯିହୋବା ଭଗ୍ନାନ୍ତଃକରଣମାନଙ୍କୁ ସୁସ୍ଥ କରନ୍ତି’
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ଆପଣ କିପରି ନିରାଶାର ଭାବନା ସହ ଲଢ଼ିପାରିବେ ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
  • ‘ପରମେଶ୍ୱରଙ୍କର ନିକଟବର୍ତ୍ତୀ ହେବାରେ ମୋହର ମଙ୍ଗଳ’
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ସେପ୍ଟେମ୍ବର ପୃଷ୍ଠା ୧୧

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

‘ଯିହୋବା ଚୂର୍ଣ୍ଣମନାମାନଙ୍କର ରକ୍ଷା କରନ୍ତି’

ଆମେ ସମସ୍ତେ କେବେ ନା କେବେ ଦୁଃଖି ଅନୁଭବ କରୁ । କିନ୍ତୁ ତାʼ ଅର୍ଥ ଏହା ନୁହେଁ ଯେ ଆମ ବିଶ୍ୱାସ ଦୁର୍ବଳ ପଡ଼ିଯାଇଛି । ଅନେକଥର ଯିହୋବା ନିଜେ ମଧ୍ୟ ଦୁଃଖି ହୋଇଥିଲେ । (ଆଦି ୬:୫, ୬) କିନ୍ତୁ ଯଦି ଆମେ ସବୁବେଳେ ନିରାଶ ରହୁ କିମ୍ବା ପ୍ରାୟ ସମୟରେ ନିରାଶ ରହୁ, ତେବେ କʼଣ ?

ଯିହୋବାଙ୍କୁ ସାହାଯ୍ୟ ମାଗନ୍ତୁ । ଯିହୋବାଙ୍କୁ ଏହି କଥାରୁ ଫରକ ପଡ଼େ ଯେ ଆମେ କିପରି ଅନୁଭବ କରୁଛୁ । ସେ ଜାଣନ୍ତି ଯେ ଆମେ କେବେ ଖୁସି ଅଛୁ ଓ କେବେ ଦୁଃଖି । ସେ ଭଲଭାବେ ବୁଝନ୍ତି ଯେ ଆମେ ଯାହା ଭାବୁଛୁ, କାହିଁକି ଭାବୁଛୁ ଓ ଆମେ ଯାହା ଅନୁଭବ କରୁଛୁ, କାହିଁକି ଅନୁଭବ କରୁଛୁ । (ଗୀତ ୭:୯ଖ) ଆଉ ସବୁଠୁ ବେଶି, ଯିହୋବା ଆମର ଚିନ୍ତା କରନ୍ତି । ସେ ଏପରି ସମୟରେ ମଧ୍ୟ ଆମର ସାହାଯ୍ୟ କରିପାରନ୍ତି, ଯେବେ ଆମେ ଦୁଃଖି ରହୁ କିମ୍ବା ଡିପ୍ରେସନ୍‌ର ସାମନା କରୁ ।—ଗୀତ ୩୪:୧୮.

ନିଜ ମନ ସୁସ୍ଥ ରଖନ୍ତୁ । ଡର, ନିରାଶା ଓ ଚିନ୍ତାଗୁଡ଼ିକ ଭଳି ଖରାପ ଭାବନାଗୁଡ଼ିକ ଯୋଗୁଁ ଆମ ଖୁସି ଚାଲି ଯାଇପାରେ । କେବଳ ଏତିକି ନୁହେଁ, ଯିହୋବାଙ୍କ ସହ ଆମ ସମ୍ପର୍କ ମଧ୍ୟ ଭାଙ୍ଗିପାରେ । ତେଣୁ ଆମେ ନିଜ “ହୃଦୟକୁ” ରକ୍ଷା କରିବା ଉଚିତ୍‌, ଅର୍ଥାତ୍‌ ନିଜ ଭିତର ମଣିଷକୁ ଯେଉଁଥିରେ ଆମ ଚିନ୍ତାଧାରା ଓ ଭାବନା ମଧ୍ୟ ସାମିଲ୍‌ ଅଛି ।—ହିତୋ ୪:୨୩.

ଡିପ୍ରେସନ୍‌ ସତ୍ତ୍ୱେ ଆମ ଭାଇଭଉଣୀ କିପରି ଭାବେ ପ୍ରକୃତ ଶାନ୍ତି ପାଉଛନ୍ତି ? ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଡିପ୍ରେସନ୍‌ ସହ ଲଢ଼ିବା ପାଇଁ ନିକ୍କି କେଉଁ କେଉଁ ପଦକ୍ଷେପ ନେଲେ ?

  • ନିକ୍କିଙ୍କୁ ଏପରି କାହିଁକି ଲାଗିଲା ଯେ ତାଙ୍କୁ ଡାକ୍ତର ପାଖରେ ଯିବା ଉଚିତ୍‌ ?—ମାଥି ୯:୧୨.

  • ନିକ୍କି କେଉଁ ଉପାୟଗୁଡ଼ିକରୁ ଦେଖାଇଲେ ଯେ ତାଙ୍କୁ ଭରସା ଅଛି ଯେ ଯିହୋବା ତାଙ୍କ ସାହାଯ୍ୟ କରିବେ ?

“ପ୍ରହରୀଦୁର୍ଗ” ସଂଖ୍ୟା ୧ ୨୦୨୩ ଯାହାର ବିଷୟ ହେଉଛି, “ସ୍ୱସ୍ଥ ମନ​—⁠ଜଙ୍ଗ ମୁସକିଲ୍‌, ପର ଜିତ ମୁମକିନ !”

କʼଣ ଆପଣ କୌଣସି ଏପରି ବ୍ୟକ୍ତିକୁ ଜାଣନ୍ତି, ଯାହାକୁ ଆପଣ ୨୦୨୩ ମସିହାର ସର୍ବସାଧାରଣଙ୍କ ପାଇଁ ପ୍ରହରୀଦୁର୍ଗର ସଂଖ୍ୟା ୧ ଦେଇପାରିବେ ?

ଆମ ମନ ସୁସ୍ଥ ରହୁ, ତାʼ ପାଇଁ ଆମେ କʼଣ କରିପାରିବା ?

(ସେହି କଥାଗୁଡ଼ିକ ଉପରେ ଚିହ୍ନ ଦିଅନ୍ତୁ ଯାହା ଆପଣ ଆହୁରି ଅଧିକ କରିବା ପାଇଁ ଚାହାନ୍ତି ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ