ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ସେପ୍ଟେମ୍ବର ପୃଷ୍ଠା ୧୦
  • ଯେବେ ଆମ ପାଇଁ କଷ୍ଟ ସହିବା ବହୁତ କଠିନ ହୋଇଯାଏ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯେବେ ଆମ ପାଇଁ କଷ୍ଟ ସହିବା ବହୁତ କଠିନ ହୋଇଯାଏ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • ଯିହୋବାଙ୍କ ଉପରେ ଆଶା ରଖନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • ଆୟୁବ କିଏ ଥିଲେ ?
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଆୟୁବ ବହିରୁ ସମସ୍ୟାଗୁଡ଼ିକର ସାମନା କରିବା ପାଇଁ ଶିଖନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ସେପ୍ଟେମ୍ବର ପୃଷ୍ଠା ୧୦

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯେବେ ଆପଣଙ୍କୁ ଦୁଃଖ ସହିବା କଷ୍ଟକର ହୋଇଯାଏ

ଯେବେ ଆୟୁବ ସମସ୍ୟାର ସାମନା କରୁଥିଲେ, ତେବେ ତାଙ୍କୁ ଏପରି ଲାଗିଲା ଯେପରି ତାଙ୍କ ଜୀବନ ଦାସତ୍ୱରେ ଅଛି (ଆୟୁ ୭:୧; ପ୍ର୦୬-ହି ୩/୧୫ ପୃ ୧୪ ¶୯)

ଏତେ କିଛି ସହିବା ଯୋଗୁଁ ସେ ନିଜକୁ ରୋକି ପାରିଲେ ନାହିଁ । ତେଣୁ ସେ ନିଜ ସବୁ ଭାବନାକୁ ଖୋଲିକି କହିଦେଲେ (ଆୟୁ ୭:୧୧)

ଏପରିକି ସେ କହିଲେ ଯେ ସେ ଆଉ ବଞ୍ଚିବା ପାଇଁ ଚାହାନ୍ତି ନାହିଁ (ଆୟୁ ୭:୧୬; ପ୍ର୨୦.୧୨-ହି ପୃ ୧୬ ¶୧)

ଜଣେ ଯୁବା ଭାଇ ଜଣେ ବୃଦ୍ଧ ଭାଇଙ୍କ ଘରେ ଅଛନ୍ତି ଓ ସେ ନିଜ ମନ କଥା ତାଙ୍କୁ କହୁଛନ୍ତି ।

ଯଦି କେବେ ଆପଣଙ୍କୁ ଲାଗେ ଯେ ଆପଣଙ୍କ ପାଇଁ ଦୁଃଖ ସହିବା କଷ୍ଟକର ହୋଇଯାଇଛି, ତେବେ ଯିହୋବାଙ୍କୁ ହୃଦୟ ଖୋଲି ପ୍ରାର୍ଥନା କରନ୍ତୁ । ଏପରି କୌଣସି ସାଙ୍ଗକୁ ସେବିଷୟରେ କହନ୍ତୁ ଯେ ଆପଣଙ୍କ ଭାବନାକୁ ବୁଝିପାରିବେ । ତାଙ୍କୁ ଖୋଲିକି କହନ୍ତୁ ଯେ ଆପଣ କିପରି ଅନୁଭବ କରୁଛନ୍ତି । ଏହି ପଦକ୍ଷେପ ନେଲେ ଆପଣଙ୍କୁ ବହୁତ ସାନ୍ତ୍ୱନା ମିଳିପାରେ ।—ସଜା-ହି ୪/୧୨ ପୃ ୧୪-୧୫ ¶୨-୪.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ