ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ନଭେମ୍ବର ପୃଷ୍ଠା ୩
  • ୯-୧୫ ନଭେମ୍ବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୯-୧୫ ନଭେମ୍ବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ନଭେମ୍ବର ପୃଷ୍ଠା ୩

୯-୧୫ ନଭେମ୍ବର

ଲେବୀ ପୁସ୍ତକ ୧-୩

  • ଗୀତ ୨୦ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ବଳିଦାନ କାହିଁକି ଚଢ଼ାଯାଉଥିଲା ?”: (୧୦ ମି.)

    • [ଲେବୀ ପୁସ୍ତକ ବହିର ପରିଚୟ ନାମକ ଭିଡିଓ ଦେଖାନ୍ତୁ ।]

    • ଲେବୀ ୧:୩; ୨:୧, ୧୨—ହୋମବଳି ଓ ଶସ୍ୟ ଚଢ଼ାଯିବାର କାରଣ (ଇନସାଇଟ୍‌-୨ ପୃ ୫୨୫; ପୃ ୫୨୮ ¶୪)

    • ଲେବୀ ୩:୧—ମଙ୍ଗଳାର୍ଥକ ବଳି ଦେବାର କାରଣ (ଇନସାଇଟ୍‌-୨ ପୃ ୫୨୬ ¶୧)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)

    • ଲେବୀ ୨:୧୩—ପ୍ରତ୍ୟେକ ବଳିଦାନ ସହିତ ଲୁଣ ଚଢ଼ାଇବା କାହିଁକି ଜରୁରୀ ଥିଲା ? (ଯିହି ୪୩:୨୪; ପ୍ର୦୪-ହି ୫/୧୫ ପୃ ୨୨ ¶୧)

    • ଲେବୀ ୩:୧୭—ଇସ୍ରାଏଲୀୟମାନଙ୍କୁ ମେଦ ବା ଚର୍ବି ଖାଇବା ପାଇଁ କାହିଁକି ମନା କରାଯାଇଥିଲା ? ଏଥିରୁ ଆମେ କʼଣ ଶିଖୁ ? (ଇନସାଇଟ୍‌-୧ ପୃ ୮୧୩; ପ୍ର୦୪-ହି ୫/୧୫ ପୃ ୨୨ ¶୨)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି. କିମ୍ବା କମ୍‌) ଲେବୀ ୧:୧-୧୭ (ଶିଖାଇବା  ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପୁନଃସାକ୍ଷାତର ଭିଡିଓ: (୫ ମି.) ଆଲୋଚନା: ଭିଡିଓ ଦେଖାନ୍ତୁ । ଭିଡିଓରେ ଯେଉଁ ଜାଗାଗୁଡ଼ିକରେ ପ୍ରଶ୍ନ ଆସେ, ଭିଡିଓକୁ ପଜ୍‌ କରି ଉପସ୍ଥିତ ଲୋକଙ୍କୁ ସେହି ପ୍ରଶ୍ନଗୁଡ଼ିକ ପଚାରନ୍ତୁ ।

  • ପୁନଃସାକ୍ଷାତ: (୩ ମି. କିମ୍ବା କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା  ଅଧ୍ୟୟନ ୨)

  • ପୁନଃସାକ୍ଷାତ: (୫ ମି. କିମ୍ବା କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ଶିକ୍ଷା ଉପକରଣ ବକ୍ସରୁ କୌଣସି ପ୍ରକାଶନ ଦିଅନ୍ତୁ । (ଶିଖାଇବା  ଅଧ୍ୟୟନ ୧୧)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୫୩

  • “ ‘ଦୁଇ କ୍ଷୁଦ୍ର ମୁଦ୍ରାର’ ମୂଲ୍ୟ”: (୧୫ ମି.) ଜଣେ ପ୍ରାଚୀନଙ୍କ ଦ୍ୱାରା ଆଲୋଚନା । ‘ଯିହୋବାଙ୍କ ଉଦ୍ଦେଶ୍ୟରେ ଆପଣାକୁ ପ୍ରତିଷ୍ଠା କର’ ନାମକ ଭିଡିଓ ଦେଖାନ୍ତୁ । ଶାଖା କାର୍ଯ୍ୟାଳୟରୁ ମିଳିଥିବା ଚିଠି ପଢ଼ନ୍ତୁ, ଯେଉଁଥିରେ ଗତ ସେବା ବର୍ଷରେ ମିଳିଥିବା ଦାନ ପାଇଁ କୃତଜ୍ଞତା ଜ୍ଞାପନ କରାଯାଇଛି ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି. କିମ୍ବା କମ୍‌) ପ୍ରେମରେ ସ୍ଥିର ଅଧ୍ୟା ୧୧ ¶୧୦-୧୯

  • ଶେଷ ଟିପ୍ପଣୀ (୩ ମି. କିମ୍ବା କମ୍‌)

  • ଗୀତ ୧୦୬ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ