ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ନଭେମ୍ବର ପୃଷ୍ଠା ୩
  • ବଳିଦାନ କାହିଁକି ଚଢ଼ାଯାଉଥିଲା ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ବଳିଦାନ କାହିଁକି ଚଢ଼ାଯାଉଥିଲା ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ନଭେମ୍ବର ପୃଷ୍ଠା ୩
ଭୁଭୋଜରେ ଜଣେ ଭାଇ ରୋଟୀ ଖାଉଛନ୍ତି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଲେବୀ ପୁସ୍ତକ ୧-୩

ବଳିଦାନ କାହିଁକି ଚଢ଼ାଯାଉଥିଲା ?

୧:୩; ୨:୧, ୧୨; ୩:୧

ମୋଶାଙ୍କ ନିୟମରେ ଇସ୍ରାଏଲୀୟମାନଙ୍କୁ କୁହାଯାଇଥିଲା ଯେ ସେମାନେ ଯିହୋବାଙ୍କ ପାଇଁ ବଳିଦାନ ଓ ଶସ୍ୟ ଚଢ଼ାନ୍ତୁ । ଯିହୋବା ସେଥିରୁ ଖୁସି ହେଉଥିଲେ । ଏହି ବଳିଦାନ ଯୀଶୁଙ୍କ ମୁକ୍ତିର ମୂଲ୍ୟର ବଳିଦାନ ଏବଂ ସେଥିରୁ ମିଳିବାକୁ ଯାଉଥିବା ଆଶିଷଗୁଡ଼ିକର ଏକ ଝଲକ ଥିଲା ।—ଏବ୍ରୀ ୮:୩-୫; ୯:୯; ୧୦:୫-୧୦.

  • ଯେପରି ବଳି ଚଢ଼ାଯାଉଥିବା ପଶୁମାନଙ୍କଠାରେ କୌଣସି ଦୋଷ ବା ତ୍ରୁଟି ରହୁ ନ ଥିଲା, ସେହିପରି ଯୀଶୁଙ୍କଠାରେ ମଧ୍ୟ କୌଣସି ଦୋଷ ନ ଥିଲା । ସେ ନିଜ ସିଦ୍ଧ ଶରୀର ବଳିଦାନ କଲେ ।—୧ପିତ ୧:୧୮, ୧୯; ବାହାରେ ଥିବା ଚିତ୍ର ଦେଖନ୍ତୁ

  • ଯେପରି ହୋମବଳି ଚଢ଼ାଯିବା ସମୟରେ ସମ୍ପୂର୍ଣ୍ଣ ପଶୁକୁ ଅର୍ପଣ କରାଯାଉଥିଲା, ସେହିପରି ଯୀଶୁ ନିଜକୁ ସମ୍ପୂର୍ଣ୍ଣ ଭାବେ ଉତ୍ସର୍ଗ କରିଦେଲେ

  • ଯେପରି ମଙ୍ଗଳାର୍ଥକ ବଳି ଚଢ଼ାଉଥିବା ଲୋକମାନଙ୍କର ଈଶ୍ୱରଙ୍କ ସହ ଏକ ଭଲ ସମ୍ପର୍କ ଥିଲା, ସେହିପରି ଯେଉଁ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ପ୍ରଭୁଭୋଜରେ ଅଂଶଗ୍ରହଣ କରନ୍ତି, ସେମାନଙ୍କର ଈଶ୍ୱରଙ୍କ ସହ ଭଲ ସମ୍ପର୍କ ଥାଏ

ଭୁଭୋଜରେ ଜଣେ ଭାଇ ରୋଟୀ ଖାଉଛନ୍ତି ।
    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ