ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ନଭେମ୍ବର ପୃଷ୍ଠା ୨
  • ମୋଶା ଠିକ୍‌ ସେହିପରି କଲେ ଯେପରି ଯିହୋବା କହିଲେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ମୋଶା ଠିକ୍‌ ସେହିପରି କଲେ ଯେପରି ଯିହୋବା କହିଲେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାୟ ସମାନ ଲେଖା
  • ଆଜ୍ଞା ମାନିବା ବଳିଦାନ ଚଢ଼ାଇବାଠାରୁ ଶ୍ରେଷ୍ଠ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପବିତ୍ର ତମ୍ବୁରେ ବେଦିଗୁଡ଼ିକର ଭୂମିକା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ନଭେମ୍ବର ପୃଷ୍ଠା ୨

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯାତ୍ରା ପୁସ୍ତକ ୩୯-୪୦

ମୋଶା ଠିକ୍‌ ସେହିପରି କଲେ ଯେପରି ଯିହୋବା କହିଲେ

୩୯:୩୨, ୪୩; ୪୦:୧, ୨, ୧୬

ଯିହୋବା ମୋଶାଙ୍କୁ କହିଥିଲେ ଯେ ପବିତ୍ର ତମ୍ବୁ ଓ ଏହାର ଅନ୍ୟାନ୍ୟ ଜିନିଷଗୁଡ଼ିକୁ କିପରି ତିଆରି କରାଯିବା ଉଚିତ୍‌ ? ମୋଶା ଠିକ୍‌ ସେହିପରି କଲେ । ଆଜି ମଧ୍ୟ ଯିହୋବା ନିଜ ସଂଗଠନ ମାଧ୍ୟମରେ ଆମକୁ ଅନେକ ନିର୍ଦ୍ଦେଶ ଦେଉଛନ୍ତି । ଅନେକ ଥର ହୁଏତ ଆମକୁ ଲାଗେ ଯେ ସେଗୁଡ଼ିକୁ ମାନିବା ଏତେ ଜରୁରୀ ନୁହେଁ, କିମ୍ବା ଆମେ ବୁଝିପାରି ନ ଥାଉ ଯେ ଏପରି କାହିଁକି କୁହାଯାଉଛି । କିନ୍ତୁ ଏପରି ସମୟରେ ମଧ୍ୟ ଆମେ ଡେରି ନ କରି ସେଗୁଡ଼ିକୁ ମାନିବା ଉଚିତ୍‌ ।—ଲୂକ ୧୬:୧୦.

ଆମେ ଏପରି ନିର୍ଦ୍ଦେଶଗୁଡ଼ିକୁ କାହିଁକି ମାନିବା ଉଚିତ୍‌, ଯାହା . . .

  • ପ୍ରଚାର ସେବାର ସଭାଗୁଡ଼ିକରେ ଦିଆଯାଏ ?

  • ଚିକିତ୍ସା ସହ ଜଡ଼ିତ ମାମଲାଗୁଡ଼ିକ ବିଷୟରେ ଦିଆଯାଏ ?

  • ପ୍ରାକୃତିକ ବିପତ୍ତିଗୁଡ଼ିକରୁ ରକ୍ଷା ପାଇବା ପାଇଁ ଦିଆଯାଏ ?

ଚିତସମୂହ: ଭାଇଭଉଣୀମାନଙ୍କୁ ଯେଉଁ ପରାମର୍ଶ ଦିଆଯାଇଛି, ତାହା ସେମାନେ ମାନୁଛନ୍ତି । ୧. ଚାର ସେବାର ସଭା ପାଇଁ ଏକ ସମୂହ ଜଣେ ଚାରକଙ୍କ ଘର ବାହାରେ ଏକାଠି ହୋଇଛି । ୨. ଜଣେ ଭଉଣୀଙ୍କୁ କେଉଁ କାରର ଚିକିସା ମଞ୍ଜୁର ତାହା ସେ ଏକ ଆଇନ ସନ୍ଧୀୟ ଦଲିଲ୍‌ରେ ଲେଖୁଛନ୍ତି । ୩. ଏକ ପରିବାର ଜରୁରୀକାଳୀନ ବ୍ୟାଗ୍‌ ସ୍ତୁତ କରୁଛି ।
    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ