ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ନଭେମ୍ବର ପୃଷ୍ଠା ୨
  • ୨-୮ ନଭେମ୍ବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨-୮ ନଭେମ୍ବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ନଭେମ୍ବର ପୃଷ୍ଠା ୨

୨-୮ ନଭେମ୍ବର

ଯାତ୍ରା ପୁସ୍ତକ ୩୯-୪୦

  • ଗୀତ ୮୯ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ମୋଶା ଠିକ୍‌ ସେହିପରି କଲେ ଯେପରି ଯିହୋବା କହିଲେ”: (୧୦ ମି.)

    • ଯାତ୍ରା ୩୯:୩୨—ଯିହୋବା ପବିତ୍ର ତମ୍ବୁ ତିଆରି କରିବା ବିଷୟରେ ମୋଶାଙ୍କୁ ଯାହା ଯାହା କହିଲେ, ସେ ଠିକ୍‌ ସେହିପରି କଲେ (ପ୍ର୧୧-ହି ୯/୧୫ ପୃ ୨୭ ¶୧୩)

    • ଯାତ୍ରା ୩୯:୪୩—ଯେତେବେଳେ ପବିତ୍ର ତମ୍ବୁର ତିଆରି ଶେଷ ହେଲା, ସେତେବେଳେ ମୋଶା ଏହାର ନିରୀକ୍ଷଣ କଲେ

    • ଯାତ୍ରା ୪୦:୧, ୨, ୧୬—ମୋଶା ପବିତ୍ର ତମ୍ବୁକୁ ଠିକ୍‌ ସେହିପରି ତିଆରି କଲେ, ଯେପରି ଯିହୋବା କହିଲେ (ପ୍ର୦୫-ହି ୭/୧୫ ପୃ ୨୬ ¶୩)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)

    • ଯାତ୍ରା ୩୯:୩୪—ତମ୍ବୁକୁ ଢାଙ୍କିବା ପାଇଁ ଇସ୍ରାଏଲୀୟମାନେ ଶିଶୁକଚର୍ମ ବା ସିଲ୍‌ ମାଛର ଚମଡ଼ା କେଉଁଠାରୁ ଆଣିଥିଲେ ? (ଇନସାଇଟ୍‌-୨ ପୃ ୮୮୪ ¶୩, ୪)

    • ଯାତ୍ରା ୪୦:୩୪—ଯେତେବେଳେ ସମାଗମ ତମ୍ବୁକୁ ମେଘ ଢାଙ୍କି ଦେଲା, ଏହାର ଅର୍ଥ କʼଣ ଥିଲା ? (ପ୍ର୧୫-ହି ୭/୧୫ ପୃ ୨୧ ¶୧)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି. କିମ୍ବା କମ୍‌) ଯାତ୍ରା ୩୯:୧-୨୧ (ଶିଖାଇବା  ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତର ଭିଡିଓ: (୪ ମି.) ଆଲୋଚନା: ଭିଡିଓ ଦେଖାନ୍ତୁ । ଭିଡିଓରେ ଯେଉଁ ଜାଗାଗୁଡ଼ିକରେ ପ୍ରଶ୍ନ ଆସେ, ଭିଡିଓକୁ ପଜ୍‌ କରି ଉପସ୍ଥିତ ଲୋକଙ୍କୁ ସେହି ପ୍ରଶ୍ନଗୁଡ଼ିକ ପଚାରନ୍ତୁ । ଏହା ମଧ୍ୟ ଆଲୋଚନା କରନ୍ତୁ ଯେ ଯଦି କେହି ରାଜନୈତିକ କିମ୍ବା ସାମାଜିକ ମାମଲାଗୁଡ଼ିକ ଉପରେ କଥା ହେବାକୁ ଚାହେଁ, ତେବେ ଆମେ କିପରି ନିଷ୍ପକ୍ଷ ରହିପାରିବା ।

  • ପ୍ରଥମ ସାକ୍ଷାତ: (୩ ମି. କିମ୍ବା କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ବ୍ୟକ୍ତି ଜଣକ କୌଣସି ନେତା କିମ୍ବା ରାଜନୈତିକ ମାମଲା ଉପରେ ଆପଣଙ୍କ ମତ ପଚାରନ୍ତି । ତାଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତୁ । (ଶିଖାଇବା  ଅଧ୍ୟୟନ ୧୨)

  • ଭାଷଣ: (୫ ମି. କିମ୍ବା କମ୍‌) ପ୍ର୧୬.୦୪-ହି ପୃ ୨୯ ¶୮-୧୦—ବିଷୟବସ୍ତୁ: ନିଜ କଥାବାର୍ତ୍ତାରେ ଓ ଚିନ୍ତାଧାରାରେ ନିଷ୍ପକ୍ଷ ରହନ୍ତୁ । (ଶିଖାଇବା  ଅଧ୍ୟୟନ ୧୪)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୧୨୩

  • ଶୁଣନ୍ତୁ ଓ ବୁଝନ୍ତୁ (ମାଥି ୧୩:୧୬): (୧୫ ମି.) ଭିଡିଓ (ହିନ୍ଦୀ) ଦେଖାନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକ ପଚାରନ୍ତୁ: ଆମେ କାହିଁକି କାନ ଦେଇ ଶୁଣିବା ଉଚିତ୍‌ ? ମାର୍କ ୪:୨୩, ୨୪ ପଦରେ ଯାହା ଲେଖା ଅଛି, ତାର ଅର୍ଥ କʼଣ ? ଏବ୍ରୀ ୨:୧ ପଦକୁ ବୁଝାଇବା ପାଇଁ ଭାଇ କେଉଁ ଉଦାହରଣ ଦେଲେ ? ଆମେ କିପରି ଦେଖାଇପାରିବା ଯେ ଆମେ ଯାହା ଶୁଣୁଛୁ, ତାକୁ ବୁଝୁଅଛୁ ?

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି. କିମ୍ବା କମ୍‌) ପ୍ରେମରେ ସ୍ଥିର ଅଧ୍ୟା ୧୧ ¶୧-୯

  • ଶେଷ ଟିପ୍ପଣୀ (୩ ମି. କିମ୍ବା କମ୍‌)

  • ଗୀତ ୧୩୨ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ