ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଅକ୍ଟୋବର ପୃଷ୍ଠା ୨
  • ମୂର୍ତ୍ତିପୂଜାରୁ ପଳାୟନ କର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ମୂର୍ତ୍ତିପୂଜାରୁ ପଳାୟନ କର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାୟ ସମାନ ଲେଖା
  • ଈଶ୍ୱର କେଉଁଭଳି ଉପାସନାକୁ ପସନ୍ଦ କରନ୍ତି ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ଅଗଣିତ ଏକ ମହା ଜନତା ଯିହୋବାଙ୍କଠାରୁ ଆଶିଷ ପାଆନ୍ତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ସତ୍ୟ ଉପାସନା କରନ୍ତୁ, ଖୁସିରେ ରହନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଅକ୍ଟୋବର ପୃଷ୍ଠା ୨
ଇଏଲୀୟମାନେ ସୁନାର ବାଛୁରୀର ଚାରିପଟେ ନାଚୁଛନ୍ତି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯାତ୍ରା ପୁସ୍ତକ ୩୧-୩୨

ମୂର୍ତ୍ତିପୂଜାରୁ ପଳାୟନ କର

୩୨:୧, ୪-୬, ୯, ୧୦

ଇସ୍ରାଏଲୀୟମାନେ ହୁଏତ ସୁନାର ବାଛୁରୀକୁ ଏଥିପାଇଁ ଉପାସନା କରିବାକୁ ଲାଗିଲେ, କାରଣ ସେମାନେ ଦେଖିଥିଲେ ଯେ ମିଶରୀୟମାନଙ୍କ ମଧ୍ୟରେ ମୂର୍ତ୍ତିପୂଜା ଅତି ସାଧାରଣ ଥିଲା । ଆମେ ହୁଏତ ମୂର୍ତ୍ତିଗୁଡ଼ିକୁ ଉପାସନା କରି ନ ଥାଉ, କିନ୍ତୁ ହୁଏତ ନିଜ ସ୍ୱାର୍ଥୀ ଇଚ୍ଛାଗୁଡ଼ିକୁ ପୂରଣ କରିବାରେ ଏତେ ବ୍ୟସ୍ତ ହୋଇଯାଇପାରୁ ଯେ ଯିହୋବାଙ୍କ ସେବା କରିବା ପାଇଁ ଆମ ପାଖରେ ଆଉ ସମୟ ରହିବ ନାହିଁ । ଏପରି କରିବା ମୂର୍ତ୍ତିପୂଜା ସହ ସମାନ ହେବ, କାରଣ ଏହା ଦେଖାଏ ଯେ ଆମେ ମନପ୍ରାଣ ଦେଇ ଯିହୋବାଙ୍କ ସେବା କରୁ ନାହୁଁ ।

ଚିତ ସମୂହ: ଗୋଟିଏ ପରିବାରର ସଦସ୍ୟମାନେ ନିତିଦିନିଆ କାମ କରୁଛନ୍ତି । ୧. ଜଣେ ବାପା କାଠ ଦୋକାନରେ ବତ ଡେରି ପର୍ଯ୍ୟନ୍ତ କାମ କରୁଛନ୍ତି । ୨. ପୁଅ ଭିଡିଓ ଗେମ୍‌ ଖେଲୁଛି । ୩. ମାʼ ବତଗୁଏ ଜିନିଷ କିଣୁଛନ୍ତି ।

ଏପରି କାମଗୁଡ଼ିକ କʼଣ ଯାହା ଯିହୋବାଙ୍କ ସେବାରେ ମୋର ଧ୍ୟାନ ଭଙ୍ଗ କରିପାରେ ? ମୁଁ ଏପରି କʼଣ କରିପାରିବି ଯାହାଫଳରେ ଯିହୋବାଙ୍କ ସେବାକୁ ନିଜ ଜୀବନରେ ସବୁଠାରୁ ଅଧିକ ମହତ୍ତ୍ୱ ଦେବି ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ