ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଅକ୍ଟୋବର ପୃଷ୍ଠା ୨
  • ୫-୧୧ ଅକ୍ଟୋବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୫-୧୧ ଅକ୍ଟୋବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଅକ୍ଟୋବର ପୃଷ୍ଠା ୨

୫-୧୧ ଅକ୍ଟୋବର

ଯାତ୍ରା ପୁସ୍ତକ ୩୧-୩୨

  • ଗୀତ ୪୫ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ମୂର୍ତ୍ତିପୂଜାରୁ ପଳାୟନ କର”: (୧୦ ମି.)

    • ଯାତ୍ରା ୩୨:୧—ପରିସ୍ଥିତି ଯାହା ମଧ୍ୟ ହେଉ ନା କାହିଁକି, ଆମେ ଯିହୋବାଙ୍କ ଛଡ଼ା ଅନ୍ୟ କାହାରିକୁ ଭକ୍ତି କରିବା ଉଚିତ୍‌ ନୁହେଁ (ପ୍ର୦୯-ହି ୫/୧୫ ପୃ ୧୧ ¶୧୧)

    • ଯାତ୍ରା ୩୨:୪-୬—ଇସ୍ରାଏଲୀୟମାନେ ସତ୍ୟ ଉପାସନା କରିବା ସଙ୍ଗେ ସଙ୍ଗେ ମିଥ୍ୟା ଉପାସନା କରିବାକୁ ଲାଗିଲେ (ପ୍ର୧୨-ହି ୧୦/୧୫ ପୃ ୨୫ ¶୧୨)

    • ଯାତ୍ରା ୩୨:୯, ୧୦—ଯିହୋବା ଇସ୍ରାଏଲୀୟମାନଙ୍କ ଉପରେ କ୍ରୋଧ କଲେ (ପ୍ର୧୮.୦୭-ହି ପୃ ୨୦ ¶୧୪)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)

    • ଯାତ୍ରା ୩୧:୧୭—ଯିହୋବା କେଉଁ ଅର୍ଥରେ ସପ୍ତମ ଦିନରେ ବିଶ୍ରାମ କଲେ ? (ପ୍ର୧୯.୧୨-ହି ପୃ ୨ ¶୪)

    • ଯାତ୍ରା ୩୧:୧୮—“ପରମେଶ୍ୱରଙ୍କ ଅଙ୍ଗୁଳି” କହିଲେ କʼଣ ବୁଝାଏ ? (ପ୍ର୮୭-ଇଂ ୬/୧୫ ପୃ ୫, ବକ୍ସ)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି. କିମ୍ବା କମ୍‌) ଯାତ୍ରା ୩୨:୧୫-୩୫ (ଶିଖାଇବା  ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତର ଭିଡିଓ: (୪ ମି.) ଆଲୋଚନା: ଭିଡିଓ ଦେଖାନ୍ତୁ । ତାʼପରେ ପଚାରନ୍ତୁ: ଭଉଣୀ ପ୍ରୀତି କିପରି ଭାବେ କୁଶଳତାର ସହ ପ୍ରଶ୍ନ କଲେ ? ପୁନଃସାକ୍ଷାତ କରିବା ପାଇଁ ସେ କʼଣ କଲେ ?

  • ପ୍ରଥମ ସାକ୍ଷାତ: (୪ ମି. କିମ୍ବା କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ବାଇବଲ କାହିଁକି ଅଧ୍ୟୟନ କରିବା ? ଭିଡିଓ ଦେଖାନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) ଏବଂ ଆଲୋଚନା କରନ୍ତୁ । (ଶିଖାଇବା  ଅଧ୍ୟୟନ ୯)

  • ଭାଷଣ: (୫ ମି. କିମ୍ବା କମ୍‌) ପ୍ର୧୦-ହି ୫/୧୫ ପୃ ୨୧—ବିଷୟବସ୍ତୁ: ହାରୋଣ ସୁନାର ବାଛୁରୀ ତିଆରି କରିଥିବା ସତ୍ତ୍ୱେ ଯିହୋବା ତାଙ୍କୁ କାହିଁକି ଦଣ୍ଡ ଦେଲେ ନାହିଁ ? (ଶିଖାଇବା  ଅଧ୍ୟୟନ ୭)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୩୬

  • “ଯିହୋବାଙ୍କ ସହ ଆପଣଙ୍କ ସମ୍ପର୍କକୁ ବହୁମୂଲ୍ୟ ମନେ କରନ୍ତୁ”: (୧୫ ମି.) ଆଲୋଚନା: ଯିହୋବାଙ୍କ ସହ ଆପଣଙ୍କ ସମ୍ପର୍କକୁ ସୁରକ୍ଷିତ କରନ୍ତୁ (କଲ ୩:୫) ନାମକ ଭିଡିଓ ଦେଖାନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି. କିମ୍ବା କମ୍‌) ପ୍ରେମରେ ସ୍ଥିର ଅଧ୍ୟା ୯ ¶୨୨-୨୬, ପୃ ୧୨୯-୧୩୧

  • ଶେଷ ଟିପ୍ପଣୀ (୩ ମି. କିମ୍ବା କମ୍‌)

  • ଗୀତ ୫୪ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ